Tag: Bhadrak News
ଭଦ୍ରକର ସ୍ୱାମୀ-ସ୍ତ୍ରୀ ମୃତ୍ୟୁ ଘଟଣାରେ ନୂଆ ମୋଡ, ଲକ୍ଷ୍ନୌରୁ ଭଦ୍ରକରେ ପହଂଚିଲେ ମୃତ ମହିଳାଙ୍କ...
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୁରୁଣାବଜାର ଥାନା ଅଧୀନ ନଙ୍ଗାମହଲ୍ଲାରେ ଏକ ଘରୁ ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଂଚଲ୍ୟ ଲାଗି ରହିଛି। ଘଟଣାରେ...
ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଜ୍ୟୋସ୍ନାରାଣିଙ୍କୁ ସହାୟତା
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନିର୍ମାଲ୍ୟ ସେବା ପରିବାର ପକ୍ଷରୁ ଚାରିଗାଁ ପଚାଂୟତ ଇଟୁଆ ଗ୍ରାମର ଦୁର୍ଘଟଣାର ଶିକାର ହୋଇ ବାମ ଗୋଡ ଆଘାତପ୍ରାପ୍ତ ଜ୍ୟୋସ୍ନାରଣୀଙ୍କୁ...
ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ପାଳିତ
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଛି । ବିଦ୍ୟାଳୟର ଉପ-ସଭାପତି ଚିତରଞ୍ଜନ ଉଦ୍ଗାତା ଦୀପ ପ୍ରଜ୍ଜ୍ୱଳନ...
ଗାନ୍ଧୀ ବାଳାଶ୍ରମରେ ରକ୍ଷାବନ୍ଧନ ଉତ୍ସବ
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗାନ୍ଧୀ ଓଡ଼ିଶା ବାଳାଶ୍ରମ ପରିସରରେ ପବିତ୍ର ରକ୍ଷାବନ୍ଧନ ଉତ୍ସବ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି । ତିହିଡ଼ିସ୍ଥିତ ଶିଶୁ ଯତ୍ନ ଅନୁଷ୍ଠାନ...
ଚାନ୍ଦବାଲି ବ୍ଲକର ୮ଟି ବିଦ୍ୟାଳୟରେ ୨୯ ଅଗଷ୍ଟରେ ଶିକ୍ଷାଦାନ ସ୍ଥଗିତ
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ୪ଟି ଗ୍ରାମ ପଂଚାୟତର ୮ଟି ବିଦ୍ୟାଳୟରେ ଜ଼ିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା...
ଭଦ୍ରକ ସାହିତ୍ୟ ସଂସ୍କୃତି ପରିଷଦ, ରକ୍ଷାବନ୍ଧନ ଓ ଗଙ୍ଗାଧର ମେହେର ମେହେର ଜୟନ୍ତୀ ପାଳିତ
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ପୁରାତନ ସାହିତ୍ୟ ଅନୁଷ୍ଠାନ ଭଦ୍ରକ ସାହିତ୍୍ୟ ସଂସ୍କୃତି ପରିଷଦରେ ରକ୍ଷାବନ୍ଧନ ଓ ମେହେର ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ କ୍ଲବ...
ଧାମନଗର ସେବା ସମବାୟ ସମିତିର ଜଗନ୍ନାଥ ସମ୍ପତିକୁ ନେଇ ଅଡୁଆରେ, ଧାନ ପଞ୍ଜୀକରଣ ବନ୍ଦ,...
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସେବା ସମବାୟ ସମିତିରେ ଜଗନ୍ନାଥ ସମ୍ପତି ଜମିରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ ନହେବାରୁ ଚାଷୀଙ୍କ ମଧ୍ୟରେ...
ବ୍ଲକ୍ସ୍ତରୀୟ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସୁଫଳ ପାଇଁ...
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବନ୍ତ ପଚାଂୟତ ସମିତି ଆୟୋଜନରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ...
ଭୋଟର ତାଲିକାରୁ ନାମ କାଟିବା ଅଭିଯୋଗ, ଧାମନଗର ଥାନାରେ ଏତଲା ଦାଏର
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଏନ୍.ଏ.ସି. ଅଂଚଳରେ ଭୋଟର ତାଲିକାରୁ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ବୈଧ ଓ ଯୋଗ୍ୟ ଭୋଟରମାନଙ୍କ ନାମ କାଟିବା...
ଭଦ୍ରକରେ ଜିଲ୍ଲାସ୍ତରୀୟ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ ସମାରୋହ, ୪ ଲକ୍ଷରୁ ଊର୍ଦ୍ଧ୍ୱ...
ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ, ସ୍ୱାବଲମ୍ବନ ଓ ସମ୍ମାନଜନକ ଜୀବନଯାପନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ‘ସୁଭଦ୍ରା’ ଯୋଜନାର ପଂଚମ କିସ୍ତି ପ୍ରଦାନ...
ଏଲ୍ଆଇସି ପେନସନର୍ସ ଆସୋସିଏସନ୍ ପକ୍ଷରୁ ତାଳ ମଞ୍ଜି ରୋପଣ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଲ୍ ଓଡିଶା ଏଲ୍ ଆଇ ସି ପେନସନର୍ସ ଆସୋସିଏସନ୍ ଭଦ୍ରକ ସେଂଟର ତରଫରୁ ଚରଂପା ପଛପାଖ ବଗମରା କେନାଲ ପାର୍ଶ୍ୱ ଓ...
ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ ସଚେତନତା କାର୍ଯ୍ୟକ୍ରମ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ଖେଲୋ ଇଣ୍ଡିଆ ସମ୍ବାଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...
ଆର୍ଯ୍ୟ ସମାଜ ପକ୍ଷରୁ ଶ୍ରାବଣୀ ଉପାକର୍ମ, ଶ୍ରବଣ, ଶ୍ରାବଣ ହେଉଛି ଆମର ଋଷି ପରମ୍ପରା
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆର୍ଯ୍ୟ ସମାଜ ଭଦ୍ରକ ପକ୍ଷରୁ କୁଆଁସ ସ୍ଥିତ ବେଦ ମନ୍ଦିରରେ ଶ୍ରାବଣୀ ଉପାକର୍ମ ଓ ବେଦ ସ୍ୱାଧ୍ୟାୟ ପାଳନ । ପ୍ରତିବର୍ଷ...
ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ରୋଗୀଙ୍କୁ ଫଳ ବଂଟନ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦୦ରୁ ଊର୍ଦ୍ଧ୍ୱ ରୋଗୀମାନଙ୍କୁ ଭେଟି ତାଙ୍କ...
ତିନିଶହ ବର୍ଷର ପରମ୍ପରାରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ଝୁଲଣ ଯାତ୍ରା, ଭାଇଚାରା, ଭକ୍ତି ଓ...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ମୁନିସିପାଲଟି ଅନ୍ତର୍ଗତ ୧୦ ନମ୍ବର ୱାର୍ଡ ଜଗନ୍ନାଥପୁର ମଝିସାହିଠାରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦଙ୍କ ପବିତ୍ର ଝୁଲଣ ଯାତ୍ରା ମହୋତ୍ସବ ଭକ୍ତିମୟ...
କଇଥଖୋଲା ଆରଆଇ ଅଫିସରେ କଲମ-୨ ସଂଶୋଧନ ଆଳରେ ମହାଦୁର୍ନିତୀ, ଆରଆଇଙ୍କ ପାଶଓାର୍ଡ ସୁପରଭାଇଜରଙ୍କ ହାତରେ,...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ତହସିଲ ଅଧିନସ୍ଥ କଇଥଖୋଲା ଆର ଆଇଙ୍କ ଅଫିସରେ ଚାଲିଥିବା ଦୁର୍ନୀତି ଦିନକୁ ଦିନ ଦାଣ୍ଡରେ ପଡି ହାଟରେ...
ଭଦ୍ରକ ବ୍ଲକର ‘ସାତଭଉଣୀ କମ୍ୟୁନିଟ୍ ସେଂଟର’କୁ ହାଇକୋର୍ଟର ରୋକ
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅଧିନସ୍ଥ କୋରକୋରା ଗ୍ରାମ ପଂଚାୟତ ଅଧିନରେ “ମା ସାତଭଉଣୀ ଶକ୍ତିପୀଠ” ଆଜକୁ ପ୍ରାୟ ୧୨୦ ବର୍ଷର ଅନୁଷ୍ଠାନ ।...
ନଙ୍ଗାମହଲାରେ ନିଜ ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା, ଘଟଣାସ୍ଥଳରେ ଏସ୍ପି...
ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ପୁରୁଣାବଜାର ଥାନା ଅଧୀନସ୍ଥ ୧୮ ନଂ ୱାର୍ଡ ନଙ୍ଗାମହଲା ବସ୍ତିରେ ପାରିବାରିକ କଳହର କରୁଣ ପରିଣତ ଜନିତ ଏକ...
ଖେଲୋ ଇଣ୍ଡିଆ ଡାଇଲଗ୍ ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଆସନ୍ତାକାଲି ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଖେଲୋ ଇଣ୍ଡିଆ ଡାଇଲଗ୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ...
ରାସ୍ତା ମଝିରେ ଅସଦାଚରଣ ଅଭିଯୋଗ
ଭଦ୍ରକ, ୨୬ା୮ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ଭଗବାନପୁର ପଂଚାୟତ ପଳିକିରି ଗ୍ରାମର ଜଣେ ଯୁବତୀଙ୍କ ସହିତ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।ଧାମନଗର ଥାନାରେ...






















