Tag: Bhadrak News
ଭତ୍ତା ମିଳିବା ନେଇ ଅଭିନବ ଉପାୟରେ ବିଡିଓଙ୍କ ନିକଟରେ ଧାରଣା
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅଧୀନସ୍ଥ କୋରକୋରା ଗ୍ରାମପଞ୍ଚାୟତର ୩ଟି ଗ୍ରାମର ଶତାଧିକ ଗରିବ ଶ୍ରେଣୀର ବୃଦ୍ଧ, ବୃଦ୍ଧାମାନଙ୍କ ଭତ୍ତା ପାଇବାର ସ୍ଥାନ ପରିବର୍ତ୍ତନକୁ...
ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଏହି ଜିଲାର ଭଣ୍ଡାରିପୋଖରୀର ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକସ୍ଥିତ ବାସଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି...
ଅହିର ରେଜିମେଂଟ ଗଠନ ଦାବିରେ ଅଭିଷେକ ଯାଦବଙ୍କ ଭାରତ ଭ୍ରମଣ
ଭଦ୍ରକ, ୨୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତୀୟ ସେନା ବାହିନୀରେ ଅହିର ରେଜିମେଂଟ ଗଠନ ପାଇଁ ବହୁଦିନରୁ ଯାଦବ ମାନଙ୍କର ଦାବି ହୋଇଆସୁଅଛି । ଏହି ଦାବିକୁ ଚରିତାର୍ଥ...
ଭାରତୀ ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ, ସମାଜ ସୁଧାରରେ ଯୁବପିଢି ମାଇଲ୍ ଖୁଣ୍ଟ...
ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପାସ୍ଥିତ ଗୁଣ୍ଠୁଣିଆ ବଜାର ଠାରେ ଭାରତୀ ଯୁବ ପରିଷଦର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପରିଷଦର ବରିଷ୍ଠ...
ଭଦ୍ରକ ଜିଲାରେ ଗଣପତି ବାବାଙ୍କ ପୂଜୋତ୍ସବ ପାଳିତ
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ବିଘ୍ନବିନାଶକ ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ବିଭିନ୍ନ ସ୍ଥାନରେ ବେଶ୍ ଧୁମ୍ଧାମରେ ପାଳିତ ହୋଇଯାଇଛି । ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ...
ଭଲମଣିଷଙ୍କୁ ସମାଜ ଯୁଗେ ଯୁଗେ ମନେ ରଖିଥାଏ – ବିଧାୟକ ସଂଜୀବ ମଲ୍ଲିକ, ସମାଜସେବୀ...
ଭଦ୍ରକ, ୧୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହିରେ ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ଏ ଦୁନିଆକୁ ଏମିତି କିଛି ଭଲଲୋକ ଅବତରଣ କରିଥାନ୍ତି, ଯେଉଁମାନଙ୍କ ଆଲୋକରେ...
ଭଦ୍ରକରେ ପ୍ରସିଦ୍ଧ ବୁଢ଼ା, ଟୋକା, ପିଲା, କାଞ୍ଚନ ଓ ଛୁଆ ଗଣେଶଙ୍କ ପୂଜୋତ୍ସବ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ଧୁମ୍ଧାମରେ ପାଳିତ ହୋଇଛି ଭଦ୍ରକର ପ୍ରସିଦ୍ଧ ବୁଢା, ଟୋକା, ପିଲା, କାଞ୍ଚନ ଓ ଛୁଆ ଗଣେଶଙ୍କ ପୂଜୋତ୍ସବ । ଆଜିର...
ସଡକ ସୁରକ୍ଷା ଅଭିଯାନ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ପଞ୍ଚାୟତ ବାହାଣିଆ କାମେଶ୍ୱର ଶିବମନ୍ଦିର ସମ୍ମୁଖ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତ ରାସ୍ତାରେ ଷୋଳମପୁର ଶିଶୁବିଦ୍ୟାମନ୍ଦିର ଆନୁକୂଲ୍ୟରେ...
କଇଥଖୋଲାରେ ପଡି ସାମଗ୍ରୀ କୁ ନେଇ ବଢୁଛି ଅଡୁଆ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର...
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ କଇଥଖୋଲା ପଂଚାୟତରେ ପଡି ସାମଗ୍ରୀକୁ ନେଇ ବଢି ଚାଲିଛି ଅଡୁଆ । ପ୍ରଶାସନ ବର୍ତମାନ ପର୍ଯ୍ୟନ୍ତ...
କଇଥଖୋଲାରେ ବିଜେଡିର ନୂତନ ଅଫିସ ଉଦଘାଟିତ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ କଇଥଖୋଲା ଠାରେ ବିଜୁ ଜନତା ଦଳର ନୂତନ ଅଫିସ ଗୃହ ଉଦଘାଟିତ ହୋଇଯାଇଛି । ଏହି...
‘ଆଧ୍ୟାତ୍ମିକତାରେ ବିଜ୍ଞାନ ଅନ୍ତର୍ନିହିତ’, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କଲ୍ୟାଣୀନଗର ସ୍ଥିତ ‘ଗୁରୁକୃପା ଭବନ’ରେ ‘ଆମ ମାତୃଭାଷା ପରିଷଦ’ର ସଂକ୍ରାନ୍ତି ଆସର ଅନୁଷ୍ଠିତ ହୋଇଯାଇଛି । ଇଂ ଅଭୟ ସୂତାରଙ୍କ...
ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ନୂଆଖାଇ ପାଳନ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠମାନେ ସମାଜର ଦିଗଦର୍ଶକ । ବରିଷ୍ଠମାନେ ଆନନ୍ଦରେ ଜୀବନ ଯାପନ କରି ବିଭିନ୍ନ ଜନହିତକର କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବାକୁ ଜିଲ୍ଲା...
“ସାଇବର ଅପରାଧ ବିପକ୍ଷରେ ଶିଶୁ” ଶୀର୍ଷକ ଆଲୋଚନା, ସଚେତନତା ହିଁ ରକ୍ଷାକବଚ
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବର୍ତ୍ତମାନର ପରିସ୍ଥିତିରେ ଅନଲାଇନ୍ର ବହୁଳ ବ୍ୟବହାର ସକାଶେ ଅନେକ ସମୟରେ ଆମେ ସାଇବର ଅପରାଧର ସମ୍ମୁଖୀନ ହୋଇଆସୁଛନ୍ତି । ଅଜଣା, ଅପରିଚିତ...
ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ, ତିହିଡ଼ିର ମହକକୁ ଓଡ଼ିଶାରେ ପହଞ୍ଚାଇବା ଥିଲା...
ଭଦ୍ରକ, ୨୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବତନ ବିଧାୟକ ତଥା ବିରୋଧୀଦଳ ଉପନେତା ଓ ‘ଘାସଫୁଲ’ର ସମ୍ପାଦକ ବିଷ୍ଣୁ ସେଠୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଭଦ୍ରକ ଜିଲା ତିହିଡ଼ି କାଳୀପଡ଼ିଆ...
ଉଚ୍ଛେଦ ହେଲା ମେଡିକାଲ ସମ୍ମୁଖ ଜବରଦଖଲ
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଜବରଦଖଲ ସୋମବାର ଉଚ୍ଛେଦ ହୋଇଛି । ତହସିଲଦାର ତଥା ମାଜିଷ୍ଟ୍ରେଟ ସରୋଜକାନ୍ତ ନାୟକ...
ତିହିଡ଼ି ବ୍ଲକ ୯ନମ୍ବର ଜୋନରେ ବିଜେଡିର ମହାମିଶ୍ରଣ ପର୍ବ, ପୂର୍ବତନ ୨ଜଣ ସମିତିସଭ୍ୟଙ୍କ ସମେତ...
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ୯ନମ୍ବର ଜୋନରେ ବିଜେଡିର ମହା ମିଶ୍ରଣ ପର୍ବ ପୀରହାଟ ଠାରେ ଥିବା...
ବାଂଶଡା -ଧାମରା ଆଂଚଳିକ ବିକାଶ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆଦାନୀ କର୍ତୁପକ୍ଷ ଗଳାପୋଲ...
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ନିକଟସ୍ଥ ବାଂଶଡା ଠାରେ ଏକ ଗଳାପୋଲ ନିର୍ମାଣ କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି...
ଧାମରାରେ ଭାରତୀୟ ମଜଦୁର ସଂଘ ଏବଂ ଧାମରା ବନ୍ଦର କର୍ମଚାରୀ ସଂଘ ପକ୍ଷରୁ ରାଷ୍ଟ୍ରୀୟ...
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଶ୍ରମ ଦିବସ ଏବଂ...
ଆଇ.ଟି.ଆଇ. ଚରମ୍ପାରେ ବିଶ୍ୱକର୍ମା ପୂଜା
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୃଥିବୀକୁ ମହତ୍ତର କରି ତୋଳିଥିବା ଏବଂ ଜୀବନ ଶୈଳୀର ଆଧୁନିକୀକରଣ ଓ ପ୍ରାଚୁର୍ଯ୍ୟରେ ଭରିଥିବା ଶିଳ୍ପ ତଥା ବୈଷୟିକ ଜ୍ଞାନକୌଶଳର ଦେବତା...
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ୭୩ଟି ଦୀପ ପ୍ରଜ୍ୱଳନ କରି ଶୁଭକାମନା କଲେ ବିଜେପି ନେତ୍ରୀ ମନସ୍ମିତା
ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୩ତମ ଜନ୍ମଦିନରେ ଭଦ୍ରକ ଜଗଦଳପୁର ଠାରେ ଦକ୍ଷିଣଚଣ୍ଡୀ ମନ୍ଦିରରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ଭଦ୍ରକ...
























