Tag: Bhadrak News
ବିନା ନୋଟିସ୍ରେ ୩ ଦଳିତ ପରିବାରଙ୍କ ଘର ଉପରେ ଚାଲିଲା ବୁଲଡୋଜର, ୩୦ ବର୍ଷଧରି...
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏକ ସରକାରୀ ଜମିରେ ସରକାରଙ୍କୁ ଖଜଣା ଦେଇ ବସବାସ କରିଆସୁଥିବା ତିନୋଟି ଦଳିତ...
ଅଢାଳପଙ୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତର ଅନ୍ୟତମ ପୂରାତନ ଅଢାଳପଙ୍କ ସାର୍ବଜନୀନ ଶ୍ୟାମାକାଳୀ ପୂଜା କମିଟି ପକ୍ଷରୁ ସଭା, ପ୍ରତିଭା ସମ୍ବର୍ଦ୍ଧନା ଓ ବାଦିପାଲା...
ଲକି ସ୍ୱାଇଁ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ସଦସ୍ୟ ମନୋନୀତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଟିଲୋ ଗ୍ରାମର ଯୁବନେତା ଇଂ.ଲକି ମାଷ୍ଟର ସ୍ୱାଇଁ ରାଜ୍ୟ ପ୍ରଦେଶ କଂଗ୍ରେସର ପ୍ରଚାର ଓ ପ୍ରକାଶନ...
ବିଜେପିର ଜନଆକ୍ରୋଶ ସମାବେଶ, ଏକ ଛତ୍ରବାଦ ଶାସନର ବିଲୋପ ହେବ-ମନମୋହନ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରୀ ବିରୋଧରେ ଆଜି ଭଦ୍ରକ ଜିଲ୍ଲା ବନ୍ତ ବିଜେପି ପକ୍ଷରୁ ଜନଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଯାଇଛି...
ଶ୍ରୀଜଗନ୍ନାଥ ସଂସ୍କୃତିରେ ଆମ ପାରିବାରିକ ଓ ସାମାଜିକ ସଂସ୍କୃତି ଅବଧାରିତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଗନ୍ନାଥ ଜଗତର ନାଥ ଶ୍ରୀଜଗନ୍ନାଥ ସଂସ୍କୃତିରେ ଆମ ପାରିବାରିକ ଓ ସାମାଜିକ ସଂସ୍କୃତି ଅବଧାରିତ । ଏହାକୁ ଆମ୍ଭେ ଆପଣେଇ ପାରିଲେ...
ବିଶ୍ୱ ଦୀର୍ଘସ୍ଥାୟୀ ଶ୍ୱାସ ଅବରୋଧ ଫୁସ୍ଫୁସ୍ ରୋଗ ଦିବସ ପାଳିତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିଶ୍ୱାସ ହିଁ ଜୀବନ । ସୁସ୍ଥ ନିରାମୟ ଜୀବନ ଯାପନ ଦିଗରେ ଅମ୍ଳଜାନ ଯୁକ୍ତ ଶୁଦ୍ଧ ବାୟୁକୁ ପ୍ରଶ୍ୱାସରେ ନେବା ନିହାତି...
ସୁରକ୍ଷିତ ସଞ୍ଚୟ, ଠକାମିରୁ ବଞ୍ôଚବାର ଏକମାତ୍ର ଉପାୟ, ବିଶ୍ୱ ମିତବ୍ୟୟିତା ଦିବସ ଓ ସ୍ୱଳ୍ପ...
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମିତବ୍ୟୟିତା ଓ ସଞ୍ଚୟ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନ ପାଇଁ ଅପରିହାର୍ଯ୍ୟ । ଏହା ଆମ ଆର୍ଥିକ ସମ୍ବଳକୁ ଯେମିତି ପରିପୁଷ୍ଟ...
ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ଶିଶୁ ଦିବସ ପାଳିତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ, ଭଦ୍ରକଙ୍କ ତରଫରୁ ନାରାୟଣ ଚନ୍ଦ୍ର ହାଇସ୍କୁଲ, ପୁରୁଣାବଜାର, ଭଦ୍ରକ ଠାରେ ଶିଶୁ ଦିବସ ପାଳନ କରାଯାଇଅଛି...
ବିଶ୍ୱ ମଧୁମେହ ଦିବସ ପାଳିତ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ଡ଼ାକ୍ତର ସନ୍ତୋଷ...
ସିଂହବାହିନୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ
ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦ୍ୟାଶକ୍ତି ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଆଜି ଚତୁର୍ଥ ଦିବସରେ ମା’ ସିଂବାହିନୀ ବେଶରେ ପୂଜା ପାଇଛନ୍ତି । ଏହି ବେଶକୁ...
ଭଣ୍ଡାରିପୋଖରୀରେ ୭୪ବର୍ଷର କାଳୀପୂଜା
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରବିବାର ଠାରୁ ଆରମ୍ଭ ହୋଇଥିବା ଭଣ୍ଡାରିପୋଖରୀ ବଜାରରେ ଅନୁଷ୍ଠିତ ଚଳିତ ବର୍ଷର ୭୪ ତମ କାଳୀପୂଜାରେ ଜନଗହଳି କ୍ରମେ ବୃଦ୍ଧି ପାଉଛି...
କାଳିମେଘାରେ ୪ଶହ ବର୍ଷର ପରମ୍ପରା ଦକ୍ଷିଣେଶ୍ୱର କାଳୀ ପୂଜା, ମା’ଙ୍କ ନିକଟରେ ସମର୍ପିତ ହେଲା...
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହେଉଛି । ମାଙ୍କ ମୃଣ୍ମୟୀ ମୂର୍ତ୍ତିକୁ ମଣ୍ଡପରେ...
ବାଣ ଫୁଟାଇ ତିହିଡ଼ି ବ୍ଲକର ୧୪ଆହତ, ୪ଗୁରୁତର
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକର ବିଭିନ୍ନ ସ୍ଥାନରେ ଦୀପାବଳି ଉପଲକ୍ଷେ ବାଣ ଫୁଟାଇ ୧୪ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ...
ଜଳେଶ୍ୱରପୁର ପ୍ରାଥମିକ କୃଷି ସେବା ସମିତିରେ ୭୦ତମ ସେବା ସମବାୟ ଦିବସ ପାଳିତ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳେଶ୍ୱର ପୁର ପ୍ରାଥମିକ କୃଷି ସେବା ସମବାୟ ସମିତିରେ ୭୦ ତମ ସେବା ସମବାୟ ଦିବସ ପାଳିତ ହୋଇ ଯାଇଛି ।...
ନୂଆଗାଁ ପଞ୍ଚାୟତ ସ୍ତରୀୟ ମହାସଂଘର ମହାଦୁର୍ନୀତି, ଜିପିଏଲ୍ଏଫର ସଂପାଦିକା, ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ...
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ଅଧୀନସ୍ଥ ନୂଆଗାଁ ଗ୍ରାମପଞ୍ଚାୟତସ୍ତରୀୟ ମହାସଂଘ ଅଧୀନରେ ଥିବା ବିଭିନ୍ନ ଏସଏଚ୍ଜି ଗ୍ରୁପ୍ର ପୂରଣ ହୋଇଥିବା ଗ୍ରେଡେସନ ଫର୍ମାଟ...
ଭଦ୍ରକରେ ସମବାୟ ସପ୍ତାହ ପାଳିତ, ୭ଦିନ ଧରି ଲୋକଙ୍କୁ ସଚେତନ କରାଇବା ସଚେତନତା ରଥ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ସମବାୟ ସପ୍ତାହ ପାଳନ ଅବସରରେ ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଭଦ୍ରକ ଶାଖା ସମ୍ମୁଖରେ ସପ୍ତରଙ୍ଗୀ ଇନ୍ଦ୍ରଧୁନ ସମବାୟ ଏକତାର...
ଲାୟନ୍ସ କ୍ଲବ୍ ଭଦ୍ରକାଳୀ ଡିଭାଇନ ଓ ସତ୍ୟଭାମା ହେଲଥ୍ କେୟାର ପକ୍ଷରୁ ମାଗଣା ମଧୁମେହ...
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ନଭେମ୍ବର ୧୪ ତାରିଖ ବିଶ୍ୱ ମଧୁମେହ ଦିବସ ଅବସରରେ ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମାଗଣା ପରୀକ୍ଷା ଶିବିର ଅନୁଷ୍ଠିତ...
ବାସନ୍ତୀ ଦୁର୍ଗାମଣ୍ଡପ କାଳୀ ମେଢ ଓ ଇଲେକ୍ଟ୍ରି ବାରୁଆଳୀ ଦର୍ଶକଙ୍କୁ ଆକୃଷ୍ଠ କରୁଛି
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକର ଓଡ଼ିଶା ପ୍ରସିଦ୍ଧ କାଳୀପୂଜା ୩ ଦିନରେ ପହଞ୍ôଚଛି । ଚରମ୍ପାର କାଳୀଙ୍କ ମେଢ ମଧ୍ୟରୁ ବାସନ୍ତୀ ଦୁର୍ଗାମଣ୍ଡପ କାଳୀ...
ଭଦ୍ରକର ସେବାନିବୃତ୍ତ ସହକାରୀ ଯନ୍ତ୍ରୀ ମିର୍ଜା ମହମ୍ମଦ ଗୋଲାମ ରବ୍ଙ୍କ ପରଲୋକରେ ଶୋକ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ (ମେକାନିକାଲ) ମିର୍ଜା ମହମ୍ମଦ ଗୋଲାମ ରବ୍ଙ୍କର ୭୩ ବର୍ଷ ବୟସରେ ପରଲୋକ ଘଟିଛି । ମହମ୍ମଦ...
ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ, ତୃତୀୟ ଦିବସରେ ରାଜରାଜେଶ୍ୱରୀ ବେଶ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ତୃତୀୟ ଦିବସରେ ମା’ ରାଜରାଜେଶ୍ୱରୀ ବେଶରେ ପୂଜା ପାଇଛନ୍ତି । ଏହି...
























