Home Top News ଲଭ୍ ଜିହାଦ୍’ ନିୟମ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ : ୩ ରାଜ୍ୟ ସରକାରଙ୍କୁ ନୋଟିସ୍

ଲଭ୍ ଜିହାଦ୍’ ନିୟମ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ : ୩ ରାଜ୍ୟ ସରକାରଙ୍କୁ ନୋଟିସ୍

26

ନୂଆ ଦିଲ୍ଲୀ ୬-୧ (ଓଡ଼ିଆ ପୁଅ) ‘ଲଭ୍ ଜିହାଦ’ ଆଇନର ସାମ୍ବିଧାନିକତା ଯାଞ୍ଚ କରିବେ ସୁପ୍ରିମକୋର୍ଟ। ଏ ନେଇ ବୁଧବାର ସହମତି ପ୍ରକାଶ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏ ନେଇ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.