Home Coronavirus Outbreak ଦେଶରେ ୬୧, ୫୩୭ ନୂଆ କରୋନା ଆକ୍ରାନ୍ତ, ୯୩୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୨, ୫୧୮...

ଦେଶରେ ୬୧, ୫୩୭ ନୂଆ କରୋନା ଆକ୍ରାନ୍ତ, ୯୩୩ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୨, ୫୧୮ କୁ ବୃଦ୍ଧି

103

ନୂଆ ଦିଲ୍ଲୀ ୮-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୧, ୫୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୯୩୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦, ୮୮, ୬୧୨ କୁ ବୃଦ୍ଧି ପାଇଛି ଏବଂ ୬, ୧୯, ୦୮୮ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୪, ୨୭, ୦୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୨, ୫୧୮ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.