Home ଓଡ଼ିଶା ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲୁକା କୃତି ମାଧ୍ୟମରେ ନିବେଦନ

ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବାଲୁକା କୃତି ମାଧ୍ୟମରେ ନିବେଦନ

20

ପୁରୀ, ୧୬/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟ) : ଆଜିଠାରୁ ସାରା ଦେଶରେ ଆରମ୍ଭ ହୋଇଛି କୋଭିଡ଼୍ ଟିକାକରଣ କାର୍ଯ୍ୟକ୍ରମ। ଭ୍ୟାକସିନ ଆସିବା ପରେ ଦେଶ କୋରୋନା ମୁକ୍ତ ହେବାକୁ ଯାଉଛି। ସୁଦର୍ଶନ ପଟ୍ଟନାୟକ ଏହାକୁ ନେଇ ସ୍ୱର୍ଣ୍ଣାଭ ବେଳାଭୂମିରେ ଗଢ଼ଇଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତି। ଏଥିରେ ଭାରତ ମାନଚିତ୍ର ଉପରେ କୋରୋନା ମହାମାରୀର ନିଖୁଣ ଚିତ୍ର ପ୍ରଦର୍ଶିତ ହେବା ସହ ଦେଶକୁ କୋରୋନା ମୁକ୍ତ କରିବା ପାଇଁ ଭ୍ୟାକସିନ ଦିଆଯାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ଦେଶରେ ଚାଲିବାକୁ ଥିବା ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କୃତି ଜରୀୟା ଦେଶବାସୀଙ୍କୁ ସହୋଯୋଗ ନିମନ୍ତେ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.