Home ଓଡ଼ିଶା କ୍ୟାପିଟାଲ ଲଢେ଼ଇ: ଦୁଇ ଅପରାଜିତାଙ୍କ “ରୋଡ଼ ସୋ”

କ୍ୟାପିଟାଲ ଲଢେ଼ଇ: ଦୁଇ ଅପରାଜିତାଙ୍କ “ରୋଡ଼ ସୋ”

758

ଭୁବନେଶ୍ୱର: ବିଜେପିର ଦୁଇ ଅପରାଜିତା, ଭୁବନେଶ୍ୱର ସାଂସଦ ପାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ ଉତ୍ତର ନିର୍ବାଚନ ମଣ୍ଡଳୀ ବିଧାୟିକା ପାର୍ଥିନୀ ଅପରାଜିତା ମହାନ୍ତି କରିଛନ୍ତି “ରୋଡ଼ ସୋ”।ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଦୁଇ ନେତ୍ରୀ ନିଜର ସମର୍ଥକଙ୍କ ସହ “ଜନ ପରାମର୍ଶ ପଦଯାତ୍ରା” କରି ଲୋକଙ୍କ ସହ ସଂପର୍କ କରି ସେମାନଙ୍କୁ ରାଜ୍ୟ ସରକାରଙ୍କ ଅପାରଗତା ଏବଂ ମୋଦୀ ସରକାର ତଥା କେନ୍ଦ୍ରୀୟ ଯୋଜନା ଗୁଡ଼ିକର ଉପଲବ୍ଧି ବାବଦରେ ସଚେତନ କରାଇବା ସହ ନିଜ ପାଇଁ ତଥା ବିଜେପି ପାଇଁ ଭୋଟ ଭିକ୍ଷା କରିଛନ୍ତି।//ଦେବଦତ୍ତ

ଅରୂପ ଏବଂ ଅପରାଜିତା: କାହାର କେତେ ଦମ୍? ରୂପ ଦେଖାଇବାରେ ବିଳମ୍ବ ଅରୂପ; ଛାଇ ଗଲେଣି ଅପରାଜିତା!

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.