ଅରୂପ ଏବଂ ଅପରାଜିତା: କାହାର କେତେ ଦମ୍? ରୂପ ଦେଖାଇବାରେ ବିଳମ୍ବ ଅରୂପ; ଛାଇ ଗଲେଣି ଅପରାଜିତା!

ଭୁବନେଶ୍ୱର:ଭୁବନେଶ୍ୱର ଆସନରେ ନିର୍ବାଚନ ଆଉ ହାତ ଗଣତି କିଛି ଦିନ ରହିଲା।ବିଜେଡିରୁ ଅରୂପ ପଟ୍ଟନାୟକ, ବିଜେପିରୁ ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ/ବାମ ମେଣ୍ଟ ପାର୍ଥି ଜନାର୍ଦ୍ଦନ ପତି ଏଠି ମୈଦାନରେ।ଗତ ଥର ଏଠୁ ବିଜେଡି ଜିତିଥିଲା।ପାର୍ଥି ଥିଲେ ପ୍ରସନ୍ନ ପାଟ୍ଟଶାଣୀ।ପ୍ରସନ୍ନ ପାଟ୍ଟଶାଣୀ ୪୯.୨୯% ପ୍ରତିଶତ ହାରରେ ୪,୩୯,୨୫୨ ଭୋଟ ପାଇ ନିର୍ବାଚନ ଜିତିଥିଲେ।ପାଖାପାଖି ଅଧା ଭୋଟ।ବାକି ସବୁ ଦଳ ମିଶି ପାଇଥିଲେ ବାକି ଅଧକ।ବିଜେପି ପାର୍ଥି ପୃଥ୍ବୀରାଜ୍ ହରିଚନ୍ଦନ ୨୮.୦୦ % ହାରରେ ୨,୪୯,୭୭୫ଟି ଭୋଟ ପାଇ … Continue reading ଅରୂପ ଏବଂ ଅପରାଜିତା: କାହାର କେତେ ଦମ୍? ରୂପ ଦେଖାଇବାରେ ବିଳମ୍ବ ଅରୂପ; ଛାଇ ଗଲେଣି ଅପରାଜିତା!