Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୦୨୨୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୨୦୨୨୧ କୁ ବୃଦ୍ଧି

149

ଭୁବନେଶ୍ୱର ୦୫-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୨୦୨୨୧ କୁ ବୃଦ୍ଧି ପାଇଛି।

– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୮୭୮
– ନୂଆ ଆକ୍ରାନ୍ତ : ୩୫୪୩
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୧୬୧
– ସ୍ଥାନୀୟ ଅଞ୍ଚଳରୁ୧୩୮୨

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୬୮
୨- ବାଲେଶ୍ୱର ଜିଲ୍ଲାରୁ – ୧୫୩
୩- ବରଗଡ଼ ଜିଲ୍ଲାରୁ – ୨୭୪
୪- ଭଦ୍ରକ ଜିଲ୍ଲାରୁ – ୫୦
୫- ବଲାଙ୍ଗୀର ଜିଲ୍ଲାରୁ – ୩୭
୬- ବୌଦ୍ଦ ଜିଲ୍ଲାରୁ – ୬୭
୭- କଟକ ଜିଲ୍ଲାରୁ – ୨୯୫
୮- ଦେବଗଡ଼ ଜିଲ୍ଲାରୁ – ୪
୯- ଢେଙ୍କାନାଳ ଜିଲ୍ଲାରୁ – ୬୯
୧୦- ଗଜପତି ଜିଲ୍ଲାରୁ – ୨୯
୧୧- ଗଞ୍ଜାମ ଜିଲ୍ଲାରୁ – ୧୦୨
୧୨- ଜଗତସିଂହପୁର ଜିଲ୍ଲାରୁ – ୮୫
୧୩- ଯାଜପୁର ଜିଲ୍ଲାରୁ – ୨୦୬
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୮୭
୧୫- କଳାହାଣ୍ଡି ଜିଲ୍ଲାରୁ – ୩୭
୧୬- କନ୍ଧମାଳ ଜିଲ୍ଲାରୁ – ୩୮
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୪୮
୧୮- କେନ୍ଦୁଝର ଜିଲ୍ଲାରୁ – ୪୪
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୮୭୮
୨୦- କୋରାପୁଟ ଜିଲ୍ଲାରୁ – ୯୦
୨୧- ମାଲକାନଗିରି : ୨୫
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୩୨୬
୨୩- ନବରଙ୍ଗପୁର ଜିଲ୍ଲାରେ: ୩୩
୨୪- ନୟାଗଡ଼ ଜିଲ୍ଲାରୁ – ୩୪
୨୫- ନୂଆପଡ଼ା ଜିଲ୍ଲାରୁ – ୯୮
୨୬- ପୁରୀ ଜିଲ୍ଲାରୁ – ୬୧
୨୭- ରାୟଗଡ଼ା ଜିଲ୍ଲାରୁ – ୬୭
୨୮- ସମ୍ବଲପୁର ଜିଲ୍ଲାରୁ – ୮୩
୨୯- ସୋନପୁର ଜିଲ୍ଲାରୁ – ୯୯
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୫୬
– ନୂଆ ସୁସ୍ଥ ହୋଇଥିଲେ୨୯୮୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୦୪୮୦୦୮
– ମୋଟ ଆକ୍ରାନ୍ତ ୧୨୦୨୨୧
– ମୋଟ ସୁସ୍ଥ ହେଲେଣି ୯୦୩୩୧
ସକ୍ରୀୟ ଆକ୍ରାନ୍ତ: ୨୯୨୯୯

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.