Home Coronavirus Outbreak ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୪୫୩୩କୁ...

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୬୪୫୩୩କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

208

ଭୁବନେଶ୍ୱର ୧୮-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୬୪୫୩୩କୁ ବୃଦ୍ଧି ପାଇଛି।

– ୨୯ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୧୯

– ନୂଆ ଆକ୍ରାନ୍ତ : ୨୨୩୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୪୧୬

– ସ୍ଥାନୀୟ ଅଞ୍ଚଳରୁ୮୨୩

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୬

୨- ବାଲେଶ୍ୱର ଜିଲ୍ଲାରୁ –  ୧୩୦

୩- ବରଗଡ଼ ଜିଲ୍ଲାରୁ –  ୫୧

୪- ଭଦ୍ରକ ଜିଲ୍ଲାରୁ –  ୭୩

୫- ବଲାଙ୍ଗୀର ଜିଲ୍ଲାରୁ –  ୬୬

୬- ବୌଦ୍ଦ ଜିଲ୍ଲାରୁ –  ୫୩

୭- କଟକ ଜିଲ୍ଲାରୁ –  ୧୧୭

୮- ଢେଙ୍କାନାଳ ଜିଲ୍ଲାରୁ –  ୩୬

୯- ଗଜପତି ଜିଲ୍ଲାରୁ –  ୪୨

୧୦- ଗଞ୍ଜାମ ଜିଲ୍ଲାରୁ –  ୨୪୬

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୬

୧୨- ଯାଜପୁର ଜିଲ୍ଲାରୁ –  ୭୫

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୧୩

୧୪- କଳାହାଣ୍ଡି ଜିଲ୍ଲାରୁ –  ୨୧

୧୫- କନ୍ଧମାଳ ଜିଲ୍ଲାରୁ –  ୯୦

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭

୧୭- କେନ୍ଦୁଝର ଜିଲ୍ଲାରୁ –  ୭୨

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୪୧୯

୧୯- କୋରାପୁଟ ଜିଲ୍ଲାରୁ –  ୯୧

୨୦- ମାଲକାନଗିରି : ୫୫

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୮୦

୨୨- ନବରଙ୍ଗପୁର ଜିଲ୍ଲାରେ: ୧୪

୨୩- ନୟାଗଡ଼ ଜିଲ୍ଲାରୁ –  ୧୪୭

୨୪- ନୂଆପଡ଼ା ଜିଲ୍ଲାରୁ –  ୮

୨୫- ପୁରୀ ଜିଲ୍ଲାରୁ –  ୪୦

୨୬- ରାୟଗଡ଼ା ଜିଲ୍ଲାରୁ –  ୧୨୦

୨୭- ସମ୍ବଲପୁର ଜିଲ୍ଲାରୁ –  ୫୩

୨୮- ସୋନପୁର ଜିଲ୍ଲାରୁ –  ୨୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ –  ୬୪

 

– ନୂଆ ସୁସ୍ଥ ହୋଇଥିଲେ୧୫୦୩

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୧୦୦୯୪୫୪

– ମୋଟ ଆକ୍ରାନ୍ତ ୬୪୫୩୩

– ମୋଟ ସୁସ୍ଥ ହେଲେଣି ୪୩୭୭୯

– ସକ୍ରୀୟ ଆକ୍ରାନ୍ତ –  ୨୦୩୩୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.