Home Coronavirus Outbreak ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୭୧୬୧...

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୧୬୭୧୬୧ କୁ ବୃଦ୍ଧି

235

ଭୁବନେଶ୍ୱର ୧୭-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୪୨୪୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୧୬୭୧୬୧ କୁ ବୃଦ୍ଧି ପାଇଛି।


– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
–  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୪୭

– ନୂଆ ଆକ୍ରାନ୍ତ : ୪୨୪୧

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୫୦୨

– ସ୍ଥାନୀୟ ଅଞ୍ଚଳରୁ୧୭୩୯

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୮୪

୨- ବାଲେଶ୍ୱର ଜିଲ୍ଲାରୁ –  ୧୪୧

୩- ବରଗଡ଼ ଜିଲ୍ଲାରୁ –  ୧୪୯

୪- ଭଦ୍ରକ ଜିଲ୍ଲାରୁ –  ୭୨

୫- ବଲାଙ୍ଗୀର ଜିଲ୍ଲାରୁ –  ୪୪

୬- ବୌଦ୍ଦ ଜିଲ୍ଲାରୁ –  ୯୪

୭- କଟକ ଜିଲ୍ଲାରୁ –  ୩୮୯

୮- ଦେବଗଡ଼ ଜିଲ୍ଲାରୁ –  ୬

୯- ଢେଙ୍କାନାଳ ଜିଲ୍ଲାରୁ –  ୮୬

୧୦- ଗଜପତି ଜିଲ୍ଲାରୁ –  ୨୩

୧୧- ଗଞ୍ଜାମ ଜିଲ୍ଲାରୁ –  ୭୫

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୨୬

୧୩- ଯାଜପୁର ଜିଲ୍ଲାରୁ –  ୧୫୦

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୧୧୧

୧୫- କଳାହାଣ୍ଡି ଜିଲ୍ଲାରୁ –  ୧୧୪

୧୬- କନ୍ଧମାଳ ଜିଲ୍ଲାରୁ –  ୧୧୬

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୦୩

୧୮- କେନ୍ଦୁଝର ଜିଲ୍ଲାରୁ –  ୭୭

୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୬୪୭

୨୦- କୋରାପୁଟ ଜିଲ୍ଲାରୁ –  ୯୮

୨୧- ମାଲକାନଗିରି : ୨୮

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୪୭

୨୩- ନବରଙ୍ଗପୁର ଜିଲ୍ଲାରେ: ୧୦୭

୨୪- ନୟାଗଡ଼ ଜିଲ୍ଲାରୁ –  ୯୪

୨୫- ନୂଆପଡ଼ା ଜିଲ୍ଲାରୁ –  ୯୯

୨୬- ପୁରୀ ଜିଲ୍ଲାରୁ –  ୨୯୧

୨୭- ରାୟଗଡ଼ା ଜିଲ୍ଲାରୁ –  ୬୬

୨୮- ସମ୍ବଲପୁର ଜିଲ୍ଲାରୁ –  ୯୧

୨୯- ସୋନପୁର ଜିଲ୍ଲାରୁ –  ୧୨୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୫୪

୩୧- State Pool: ୩୩୦

ଗତକାଲି ସୁସ୍ଥ ହୋଇଥିଲେ : ୪୧୨୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୬୧୯୬୦୧

– ମୋଟ ଆକ୍ରାନ୍ତ ୧୬୭୧୬୧

– ମୋଟ ସୁସ୍ଛ ହୋଲେଣି ୧୨୯୮୫୯

ସକ୍ରୀୟ ଆକ୍ରାନ୍ତ : ୩୬୫୮୦

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.