Home ଓଡ଼ିଶା NTPCର ଆଉ ଏକ ୟୁନିଟ ବନ୍ଦ

NTPCର ଆଉ ଏକ ୟୁନିଟ ବନ୍ଦ

257

ଭୁବନେଶ୍ୱର, ୦୩/୦୮(ଓଡ଼ିଆପୁଅ /ପଙ୍କଜିନୀ ନାୟକ): ଆଜି ପୁଣି ବନ୍ଦ ହୋଇଛି NTPCର ଆଉ ଗୋଟିଏ ୟୁନିଟ । ମୋଟ NTPCର ୬ଟି ୟୁନିଟ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ସେଥିରୁ ୪ଟି ୟୁନିଟ ବନ୍ଦ ରହିଛି ।

ତେବେ ଏଭଳି ପରିସ୍ଥିତି କେବଳ କୋଇଲା ସଙ୍କଟ ପାଇଁ ଉପୁଜିଥିବା ସୂଚନା ମିଳିଛି । ଏବେ ସେଠାରେ କୋଇଲା  ସଙ୍କଟ ଜାରି ରହିଥିବା ବେଳେ ବିଦ୍ୟୁତ ଉତ୍ପାଦନ ମଧ୍ୟ ହ୍ରାସ ପାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.