Home ଓଡ଼ିଶା ଭାରତର ପ୍ରଥମ କରୋନା ଭାଇରସ୍ କେସ୍ କନଫର୍ମ

ଭାରତର ପ୍ରଥମ କରୋନା ଭାଇରସ୍ କେସ୍ କନଫର୍ମ

1437

ନୂଆ ଦିଲ୍ଲୀ ୩୦-୧ (ଓଡ଼ିଆ ପୁଅ) ଭାରତର ପ୍ରଥମ କରୋନା ଭାଇରସ୍ କେସ୍ କନଫର୍ମ ହୋଇଛି। ଏହା ଭାରତ ପାଇଁ ଖରାପ ଖବର। ଜଣେ ମାଲାୟାଲାମ ଡାକ୍ତରୀ ଛାତ୍ରୀ ଯିଏ କି ୱୁହାନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲା। ଫେରିବା ପରେ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତାହାର ବ୍ଲଡ୍ ସାମ୍ପୁଲ୍ ଟେଷ୍ଟ କରାଯାଇ ଥିଲା ଯାହା ପଜିଟିଭ୍ ବାହାରିଛି। ସ୍ୟାସ୍ଥ୍ୟ ମନ୍ତ୍ରଣାଳୟ ଏହାର ପୁଷ୍ଟି କରିଛି। ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଡକାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.