ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ ଯୋଗୀ!

ଲକ୍ଷ୍ନୋୖ:ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗୀଙ୍କ ଉପରେ ନିର୍ବାଚନ କମିଶନ ୭୨ ଘଣ୍ଟାର ପ୍ରତିବନ୍ଧ ଲଗାଇଛନ୍ତି।୭୨ ଘଣ୍ଟା ଯାଏଁ ଯୋଗୀ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ।ଭାଷଣ ଦେଇ ପାରିବେ ନାହିଁ।ଅର୍ଥାତ୍ ମୋୖନ ରହିବେ।ଯୋଗୀଙ୍କର “ଅଲ୍ଲୀ – ବଜରଙ୍ଗବଲୀ” ଭାଷଣକୁ ନେଇ ନିର୍ବାଚନ କମିଶନ ଏହି ପ୍ରତିବନ୍ଧ ଲଗାଇଛନ୍ତି।ବିଏସପି ଅଧ୍ୟକ୍ଷା ମାୟାବତୀ ମୁସଲିମ ଭୋଟ ମାଗିବାକୁ ନେଇ ଯୋଗୀ କହିଥିଲେ, “ଯଦି କଂଗ୍ରେସ, ବସପା, ସପାକୁ ଅଲ୍ଲୀ ଉପରେ ବିଶ୍ୱାସ, ତେବେ ଆମକୁ ମଧ୍ୟ ବଜରଙ୍ଗବଲୀ … Continue reading ଯୋଗୀଙ୍କ ଉପରେ ୭୨ ଘଣ୍ଟା ବ୍ୟାନ: କିଛି ନ’କହି, ଯାହା କହିବାର କଥା କହିଦେଲେ ଯୋଗୀ!