ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!

ଭୋପାଳ: ମାଲେଗାଓଁ ବିସ୍ଫୋରଣ ମାମଲାରେ ଦୋଷମୁକ୍ତ ହୋଇ ସାରିଥିବା ସାଧ୍ଵୀ ପ୍ରଜ୍ଞା ସିଂ ଠାକୂର ବିଜେପିରେ ଯୋଗ ଦେଇଛନ୍ତି।ମଧ୍ୟପ୍ରଦେଶ ରାଜ୍ୟ କାର୍ଯ୍ୟାଳୟକୁ ଆସି ସେ ଭାଜପାର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି।ଦଳ ତାଙ୍କୁ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ବିରୋଧରେ ଭୋପାଳରୁ ପାର୍ଥି କରିପାରେ ବୋଲି ଆଲୋଚନା ଜୋର ଧରିଛି।ସୂଚନାଯୋଗ୍ୟ ଯେ ଯଦି ସଙ୍ଗଠନ ଚାହିଁବ ତେବେ କଂଗ୍ରେସ ପାର୍ଥି ଦିଗବିଜୟ ସିଂଙ୍କ ବିରୋଧରେ ସେ ଭୋପାଳ ଲୋକସଭା ଆସନରୁ ଭାଜପା ଟିକେଟରୁ ଲଢ଼ିବା ପାଇଁ ପ୍ରସ୍ତୁତ … Continue reading ବିଜେପିରେ ଯୋଗ ଦେଲେ ସାଧ୍ଵୀ ପ୍ରଜ୍ଞା: ଦିଗବିଜୟଙ୍କୁ ଦେବେ ଟକ୍କର!