ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!

ନୂଆଦିଲ୍ଲୀ: ପାକିସ୍ଥାନର ଦୋମୁହାଁ ଚରିତ୍ର ସବୁବେଳେ ସାମନାକୁ ଆସିଥାଏ।ଏବେ ଏକ ଘଟଣା ପାକିସ୍ଥାନରେ ମହିଳାମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ମାନବାଧିକାର ଉଲ୍ଲଂଘନର ପ୍ରମାଣ ଦେଉଛି।ଗୁଲାଲାଇ ଇସ୍ମାଇଲ ନାମକ ଜଣେ ମହିଳା ମାନବାଧିକାର କାର୍ଯ୍ୟକର୍ତ୍ତା ପାକିସ୍ଥାନରୁ ଲୁଚି ଆମେରିକା ପଳାଇଛନ୍ତି।ଏବଂ ଆମେରିକାକୁ ରାଜନୈତିକ ଶରଣ ମାଗିଛନ୍ତି।ପାକିସ୍ଥାନୀ ଆକ୍ଟିଭିଷ୍ଟ ଗୁଲାଲାଇ ଇସ୍ମାଇଲ କହିଛନ୍ତି କି ପାକିସ୍ତାନୀ ସେନା ମହିଳାମାନଙ୍କର ଶୋଷଣ କରୁଛି।ଗୁଲାଲାଇ କୌଣସି ମତେ ପାକ ଅଧିକାରୀମାନଙ୍କ ଠାରୁ ନିଜକୁ ବଞ୍ଚାଇ ଆମେରିକାରେ ପହଞ୍ଚି ଯାଇଛନ୍ତି।ସେଠାରେ ପହଁଞ୍ଚିବା ପରେ … Continue reading ପାକିସ୍ଥାନରୁ ଭୟରେ ଲୁଚି ପଳାଇଲେ ଏହି ମହିଳା; ଏବେ ମାଗୁଛନ୍ତି ଶରଣ!