Home Coronavirus Outbreak ରାଜ୍ୟରେ ରେକର୍ଡ଼ – ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ...

ରାଜ୍ୟରେ ରେକର୍ଡ଼ – ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ ୪୪୧୯୩ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

290

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ରାଜ୍ୟରେ ରେକର୍ଡ଼ – ଆଜି ୨୮ ଜିଲ୍ଲାରୁ ୧୬୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୪୪୧୯୩ କୁ ବୃଦ୍ଧି ପାଇଛି।

– ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ

– ଗଞ୍ଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୨୭୪

– ନୂଆ ଆକ୍ରାନ୍ତ: ୧୬୪୩

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୦୧୮

– ସ୍ଥାନୀୟ ଅଞ୍ଚଳରୁ୬୨୫

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

 

୧- ଅନୁଗୁଳ ଜିଲ୍ଲାରୁ –  ୧୬

୨- ବାଲେଶ୍ୱର ଜିଲ୍ଲାରୁ –  ୭୩

୩- ବରଗଡ଼ ଜିଲ୍ଲାରୁ –  ୭

୪- ଭଦ୍ରକ ଜିଲ୍ଲାରୁ –  ୨

୫- ବଲାଙ୍ଗୀର ଜିଲ୍ଲାରୁ –  ୪୩

୬- ବୌଦ୍ଦ ଜିଲ୍ଲାରୁ –  ୭

୭- କଟକ ଜିଲ୍ଲାରୁ –  ୯୮

୮- ଢେଙ୍କାନାଳ ଜିଲ୍ଲାରୁ –  ୩୬

୯- ଗଜପତି ଜିଲ୍ଲାରୁ –  ୩୫

୧୦- ଗଞ୍ଜାମ ଜିଲ୍ଲାରୁ –  ୨୭୪

୧୧- ଜଗତସିଂହପୁର ଜିଲ୍ଲାରୁ –  ୨୧

୧୨- ଯାଜପୁର ଜିଲ୍ଲାରୁ –  ୩୬

୧୩- ଝାରସୁଗୁଡ଼ା ଜିଲ୍ଲାରୁ –  ୨

୧୪- କଳାହାଣ୍ଡି ଜିଲ୍ଲାରୁ –  ୩୦

୧୫- କନ୍ଧମାଳ ଜିଲ୍ଲାରୁ –  ୫୨

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୪

୧୭- କେନ୍ଦୁଝର ଜିଲ୍ଲାରୁ –  ୩

୧୮- ଖୋର୍ଦ୍ଧା ଜିଲ୍ଲାରୁ : ୨୭୪

୧୯- କୋରାପୁଟ ଜିଲ୍ଲାରୁ –  ୫୦

୨୦- ମାଲକାନଗିରି : ୨୭

୨୧- ମୟୁରଭଞ୍ଜ ଜିଲ୍ଲାରୁ –  ୩୯

୨୨- ନବରଙ୍ଗପୁର ଜିଲ୍ଲାରେ: ୫

୨୩- ନୟାଗଡ଼ ଜିଲ୍ଲାରୁ –  ୪୦

୨୪- ନୂଆପଡ଼ା ଜିଲ୍ଲାରୁ –  ୧

୨୫- ପୁରୀ ଜିଲ୍ଲାରୁ –  ୯୨

୨୬- ରାୟଗଡ଼ା ଜିଲ୍ଲାରୁ –  ୧୩୬

୨୭- ସମ୍ବଲପୁର ଜିଲ୍ଲାରୁ –  ୧୧୨

୨୮- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୧୮

 

– ନୂଆ ସୁସ୍ଥ ହୋଇଥିଲେ୧୮୧୦

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୬୩୪୦୯୦

– ମୋଟ ଆକ୍ରାନ୍ତ ୪୪୧୯୩

– ମୋଟ ସୁସ୍ଥ ହେଲେଣି ୨୮୬୯୭

– ସକ୍ରୀୟ ଆକ୍ରାନ୍ତ –  ୧୫୧୮୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.