Home Coronavirus Outbreak ରାଜ୍ୟରେ ଆଜି ୧୭୦୯ ନୂଆ ଆକ୍ରାନ୍ତ : ମୋଟ ଆକ୍ରାନ୍ତ ୨୯୧୮୨୫ କୁ ବୃଦ୍ଧି

ରାଜ୍ୟରେ ଆଜି ୧୭୦୯ ନୂଆ ଆକ୍ରାନ୍ତ : ମୋଟ ଆକ୍ରାନ୍ତ ୨୯୧୮୨୫ କୁ ବୃଦ୍ଧି

54

ଭୁବନେଶ୍ୱର ୧-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୭୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୯୧୮୨୫ କୁ ବୃଦ୍ଧି ପାଇଛି।

 

– ନୂଆ ଦିଲ୍ଲୀ : ୧୭୦୯

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୯୮୫

– ସ୍ଥାନୀୟ ଅଞ୍ଚଳରୁ୭୨୪

 

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ:

 

୧- ଅନୁଗୁଳ ଜିଲ୍ଲାରୁ –  ୭୯

୨- ବାଲେଶ୍ୱର ଜିଲ୍ଲାରୁ –  ୬୧

୩- ବରଗଡ଼ ଜିଲ୍ଲାରୁ –  ୯୯

୪- ଭଦ୍ରକ ଜିଲ୍ଲାରୁ –  ୧୧

୫- ବଲାଙ୍ଗୀର ଜିଲ୍ଲାରୁ –  ୫୩

୬- ବୌଦ୍ଦ ଜିଲ୍ଲାରୁ –  ୧୮

୭- କଟକ ଜିଲ୍ଲାରୁ –  ୧୧୫

୮- ଦେବଗଡ଼ ଜିଲ୍ଲାରୁ –  ୯

୯- ଢେଙ୍କାନାଳ ଜିଲ୍ଲାରୁ –  ୬୪

୧୦- ଗଜପତି ଜିଲ୍ଲାରୁ –  ୪

୧୧- ଗଞ୍ଜାମ ଜିଲ୍ଲାରୁ –  ୧୯

୧୨- ଜଗତସିଂହପୁର ଜିଲ୍ଲାରୁ –  ୬୮

୧୩- ଯାଜପୁର ଜିଲ୍ଲାରୁ –  ୪୧

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୨୮

୧୫- କଳାହାଣ୍ଡି ଜିଲ୍ଲାରୁ –  ୭୨

୧୬- କନ୍ଧମାଳ ଜିଲ୍ଲାରୁ –  ୨୦

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୫୦

୧୮- କେନ୍ଦୁଝର ଜିଲ୍ଲାରୁ –  ୭୨

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୨୨୧

୨୦- କୋରାପୁଟ ଜିଲ୍ଲାରୁ –  ୩୮

୨୧- ମାଲକାନଗିରି : ୩୯

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୧୨୧

୨୩- ନବରଙ୍ଗପୁର ଜିଲ୍ଲାରେ: ୨୬

୨୪- ନୟାଗଡ଼ ଜିଲ୍ଲାରୁ –  ୨୯

୨୫- ନୂଆପଡ଼ା ଜିଲ୍ଲାରୁ –  ୮୬

୨୬- ପୁରୀ ଜିଲ୍ଲାରୁ –  ୫୮

୨୭- ରାୟଗଡ଼ା ଜିଲ୍ଲାରୁ –  ୧୬

୨୮- ସମ୍ବଲପୁର ଜିଲ୍ଲାରୁ –  ୪୩

୨୯- ସୋନପୁର ଜିଲ୍ଲାରୁ –  ୭

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୧୦୭

୩୧- State Pool: ୩୫

 

– ନୂଆ ସୁସ୍ଥ ହୋଇଥିଲେ୧୯୧୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୬୦୧୮୬୦

– ମୋଟ ଆକ୍ରାନ୍ତ ୨୯୧୮୨୫

– ମୋଟ ସୁସ୍ଥ ହେଲେଣି ୨୭୫୭୪୯

– ସକ୍ରୀୟ ଆକ୍ରାନ୍ତ –  ୧୪୬୯୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.