Home ଓଡ଼ିଶା ଭାରତର ଅର୍ଥନୀତିକୁ ଦୁର୍ବଳ କରିବାରେ ମୋଗଲ ଏବଂ ଇଂରେଜ ଦାୟୀ: ଯୋଗୀ

ଭାରତର ଅର୍ଥନୀତିକୁ ଦୁର୍ବଳ କରିବାରେ ମୋଗଲ ଏବଂ ଇଂରେଜ ଦାୟୀ: ଯୋଗୀ

634

ମୁମ୍ବାଇ: ଭାରତର ଅର୍ଥନୀତିକୁ ଦୁର୍ବଳ କରିବାରେ ମୋଗଲ ଏବଂ ଇଂରେଜ ଦାୟୀ।ଏହା କହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।ମୁମ୍ବାଇରେ ଆୟୋଜିତ ୱାର୍ଲଡ଼ ହିନ୍ଦୁ ଇକୋନୋମିକ ଫୋରମ୍-୨୦୧୯ରେ ଉଦବୋଧନ ଦେଇ ଭାରତର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ଇଂରେଜ ଏବଂ ମୋଗଲଙ୍କୁ ଦାୟୀ କରିଛନ୍ତି ଯୋଗୀ ଆଦିତ୍ୟନାଥ।ଯୋଗୀ କହିଛନ୍ତି, ମୋଗଲ ଆକ୍ରମଣ ପୂର୍ବରୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଭାରତର ଯୋଗଦାନ ୩୬%ରୁ ଅଧିକ ଥିଲା।ଏବଂ ଇଂରେଜ ଆସିବା ପୂର୍ବରୁ ଏହା ୨୦% ଥିଲା।ଯାହା ସେମାନେ ହ୍ରାସ ଘଟାଇ ୪%ରେ ପହଞ୍ଚାଇ ଦେଇଥିଲେ।//ଦେବଦତ୍ତ ରଥ

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.