ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

ଜଣେ ହେଲେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀ।ଭାରତର ସ୍ବାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ଗାନ୍ଧୀଙ୍କୁ କୁହାଯାଏ।ଆଉ ଜଣେ ହେଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ।ସ୍ୱାମୀ ବିବେକାନନ୍ଦଙ୍କ ପରେ ବିଶ୍ୱ ଦରବାରରେ ଭାରତର ସମ୍ମାନ ବୃଦ୍ଧି କରାଇବାରେ ମୋଦୀଙ୍କ ନାମ କୁହାଯାଉଛି।ଗାନ୍ଧୀଙ୍କୁ ମହାତ୍ମା କୁହାଯାଉଥିବା ବେଳେ ମୋଦୀଙ୍କୁ କୁହାଯାଉଛି ଆଧୁନିକ ଭାରତର ନିର୍ମାତା।ତେବେ ଏ’ ଭିତରେ ରାଷ୍ଟ୍ରପିତା (ଫାଦର ଅଫ ନେସନ)/ ଜାତିର ପିତା ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି।ଆଜି ଯାଏଁ ଗାନ୍ଧୀଙ୍କୁ … Continue reading ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?