Home Coronavirus Outbreak ଦେଶରେ ରେକର୍ଡ଼ – ୬୨, ୫୩୮ ନୂଆ କରୋନା ଆକ୍ରାନ୍ତ, ୮୮୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା...

ଦେଶରେ ରେକର୍ଡ଼ – ୬୨, ୫୩୮ ନୂଆ କରୋନା ଆକ୍ରାନ୍ତ, ୮୮୬ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୧, ୫୮୫ କୁ ବୃଦ୍ଧି

99

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୨, ୫୩୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୮୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦, ୨୭, ୦୭୫ ଲକ୍ଷକୁ ବୃଦ୍ଧି ପାଇଛି ଏବଂ ୬, ୦୭, ୩୮୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୧୩, ୭୮, ୧୦୬ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୪୧, ୫୮୫ କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.