Home ଓଡ଼ିଶା ବିଶ୍ୱର ବୟସ୍କ ମା’: ବିବାହର ୫୭ ବର୍ଷ ପରେ ଯାଆଁଳା ଶିଶୁ ଜନ୍ମଦେଲେ ମହିଳା!

ବିଶ୍ୱର ବୟସ୍କ ମା’: ବିବାହର ୫୭ ବର୍ଷ ପରେ ଯାଆଁଳା ଶିଶୁ ଜନ୍ମଦେଲେ ମହିଳା!

424

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଗୁଂଟୁର ଜିଲ୍ଲାରେ ୭୪ ବର୍ଷର ଜଣେ ମହିଳା ବିବାହର ୫୭ ବର୍ଷ ପରେ ମା’ ହୋଇଛନ୍ତି।ପୁଣି ଦୁଇଟି ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି।ମଙ୍ଗାୟମ୍ମା ନାମକ ଏହି ମହିଳା ଜଣଙ୍କର ଏ’ନେଇ ଏକ ଦଶନ୍ଧି ଧରି ଚିକିତ୍ସା ଚାଲିଥିଲା।ଇବିଏଫ ଟେକନିକ ଅନୁଯାୟୀ ତାଙ୍କର ଛୁଆ ଜନ୍ମ ହୋଇଛି।ଅନ୍ୟ କୌଣସି ମହିଳାଙ୍କ ୟୁଟର୍ସ ମଙ୍ଗାୟମ୍ମା ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା।ମାଇନର ସର୍ଜରି ପରେ ଏବେ ତାଙ୍କର ଡେଲିଭରି କରାଗଲା।ଏବେ ସେ ଶିଶୁ ଜନ୍ମ ଦେବାରେ ବିଶ୍ୱର ବୟସ୍କ ମା’ ହୋଇଯାଇଛନ୍ତି।//ଦେବଦତ୍ତ ରଥ

ଗାନ୍ଧୀ ନାଁ ମୋଦୀ; ରାଷ୍ଟ୍ରପିତା କିଏ?

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.