Home Top News ଜରୁରୀ ସୂଚନା: ୧୭ରେ ଜଏନ୍ କର – କମିଶନରେଟ୍ ପୋଲିସ୍

ଜରୁରୀ ସୂଚନା: ୧୭ରେ ଜଏନ୍ କର – କମିଶନରେଟ୍ ପୋଲିସ୍

86

ଭୁବନେଶ୍ୱର/କଟକ: କନେଷ୍ଟବଳ ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ଜଏନ୍ କରିବା ପାଇଁ ଟ୍ବିଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ। କମିଶନରେଟ୍ ପୋଲିସ ଟ୍ବିଟ କରିଛି, ”ଓଡ଼ିଶା ପୋଲିସର କନେଷ୍ଟବଳ(ସିଭିଲ)୨୦୨୨ ଚୟନ ପରକ୍ଷାରେ ଭୁବନେଶ୍ବର-କଟକ ପୋଲିସ କମିଶନରେଟ୍ ପାଇଁ କୃତକାର୍ଯ୍ୟ ହୋଇଥିବା ପାର୍ଥୀ ମାନଙ୍କୁ ଜଣାଇ ଦିଆଯାଉଛି ଯେ, ସେମାନେ ଏପ୍ରିଲ ୧୭ ତାରିଖ ଦିନ ସକାଳ ୮ଟା ସୁଦ୍ଧା ରିଜର୍ଭ ପୋଲିସ ଲାଇନ ଭୁବନେଶ୍ବରରେ ନିଜର ଓରିଜିନାଲ ସାର୍ଟିଫିକେଟ ଓ ଡାକ୍ତରୀ ଫିଟନେସ ସାର୍ଟିଫିକେଟ ସହ ଜଏନିଂ ଏବଂ ଟ୍ରେନିଂ ଆରମ୍ଭ କରିବା ପାଇଁ ରିପୋର୍ଟ କରିବେ।”
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.