Home ଓଡ଼ିଶା ପ୍ରକାଶ ପାଇଲା ICSE, ISC ପରୀକ୍ଷା ଫଳ

ପ୍ରକାଶ ପାଇଲା ICSE, ISC ପରୀକ୍ଷା ଫଳ

188

ନୂଆ ଦିଲ୍ଲୀ ୧୦-୭ (ଓଡ଼ିଆ ପୁଅ) ଆଜି ଅପରାହ୍ନ ୩ ଟାରେ ICSE ଏବଂ ISC ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ଗତକାଲି ଏକ ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ICSE ପରୀକ୍ଷା ଫଳାଫଳ ଏବଂ ISC ପରୀକ୍ଷା ଫଳାଫଳ ଉଭୟ ଆସନ୍ତା କାଲି ଅପରାହ୍ନ ୩ ଟାରେ ପ୍ରକାଶିତ ହେବ। ପୂର୍ବ ନିର୍ଦ୍ଧାରିତ ସମୟାନୁଯାୟୀ ଫଳ ପ୍ରକାଶ ପାଇଛି।

ଛାତ୍ରମାନେ ICSE ବୋର୍ଡ ଫଳାଫଳ ୨୦୨୦ ଏବଂ ISC ବୋର୍ଡ ଫଳାଫଳ CISCE ର ଅଫିସିଆଲ୍ ୱେବସାଇଟ୍ – cisce.org ଏବଂ results.cisce.org ରେ ଉପଲବ୍ଧ।

ଚଳିତ ବର୍ଷ ୯୬-୮% ଛାତ୍ରଛାତ୍ରୀ ଦ୍ୱାଦଶ ଶ୍ରେଣୀ ISC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୯୯-୩୩% ଛାତ୍ରଛାତ୍ରୀ ICSE, ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
୨୦୭୯୦୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦୬୫୨୫ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.