Home ଓଡ଼ିଶା ଗୋଡ଼ରେ ଲେଖି ପାସ୍ କଲେ ମାଟ୍ରିକ; ତାହା ପୁଣି ଟପ୍ ଗ୍ରେଡ୍ ସହିତ!

ଗୋଡ଼ରେ ଲେଖି ପାସ୍ କଲେ ମାଟ୍ରିକ; ତାହା ପୁଣି ଟପ୍ ଗ୍ରେଡ୍ ସହିତ!

2028

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଥାଇ ଯଦି ଜଣେ ନିଷ୍ଠାର ସହ କୌଣସି କାର୍ଯ୍ୟରେ ଲାଗିଯାଏ, ତେବେ ତା’ର ସଫଳତା ପାଇବାର ଯଥେଷ୍ଟ ସମ୍ଭାବନା ଥାଏ।ଯେତେ ବାଧା ବିଘ୍ନ ସବୁକୁ ଏଡ଼ାଇ ଯାଇ ସେ ଲକ୍ଷ ପ୍ରାପ୍ତି କରେ।ଏପରି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ଦିବ୍ୟଙ୍ଗା ବାଳିକା।ଦୁଇ ହାତ ନାହିଁ ତାଙ୍କର।କିନ୍ତୁ ଦୃଢ଼ ଇଚ୍ଛା ଶକ୍ତି ବଳରେ ସେ ତାଙ୍କର ଗୋଡ଼ରେ ଲେଖି ମାଟ୍ରିକ ପାସ୍ କରିଛନ୍ତି।ତାହା ପୁଣି ଏ+ ଗ୍ରେଡ୍ ସହିତ।ବାଳିକା ଜଣଙ୍କ ହେଲେ କେରଳର ମଲପ୍ପୁରମ ଅଞ୍ଚଳର ଦେବୀକା।ସାରା ଦେଶରୁ ଏବେ ତାଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.