Home ଓଡ଼ିଶା ଭିଜିଲାନ୍ସ ପଞ୍ଝାରେ ବ୍ୟାଙ୍କ ମ୍ୟାନେଜର

ଭିଜିଲାନ୍ସ ପଞ୍ଝାରେ ବ୍ୟାଙ୍କ ମ୍ୟାନେଜର

402

ବଲାଙ୍ଗୀର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ଭିଜିଲାନ୍ସ ଜାଲରେ ବଲାଙ୍ଗିର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର । କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର ଅଶୋକ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରାଯାଇଛି । ବଲାଙ୍ଗିର ମୁଖ୍ୟ ଅଫିସ, ଦଶମତିନଗରସ୍ଥିତ ବାସଭବନର, ନାଲପଡା ସ୍ଥିତ ବାସଭବନ, ଭବାନୀପାଟଣା ସ୍ଥିତ ସମ୍ପର୍କୀୟଙ୍କ ଘରେ ମଧ୍ୟ ରେଡ୍ ଚାଲିଛି । ସମ୍ବଲପୁର, ବରଗଡ, ଭବାନୀପାଟଣା, ବଲାଙ୍ଗିରର ୪ଟି ଟିମ୍ ଚଢାଉରେ ସାମିଲ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.