ad
ଓଡ଼ିଶା

ଖେଳଣା ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ, ୨୦୨୦ ପ୍ରଣୟନ ତାରିଖ ଘୁଞ୍ଚିଲା

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଉଦ୍ୟୋଗ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ବୁଧବାରଦିନ ଏକ ବିଜ୍ଞପ୍ତିରେ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ର ପ୍ରଣୟନ ତାରିଖ ୦୧-୦୯-୨୦୨୦ରୁ ୦୧-୦୧-୨୦୨୧କୁ ଘୁଞ୍ଚାଇ ଦେଇଛି।

ଏହି ନିଷ୍ପତ୍ତି ଦ୍ୱାରା କୋଭିଡ-୧୯ ମହାମାରୀ ସମୟରେ ଘରୋଇ ଉତ୍ପାଦନକାରୀମାନଙ୍କୁ ଆବଶ୍ୟକ ମାନାଙ୍କ ହାସଲ କରିବାକୁ ଅଧିକ ୪ ମାସ ସମୟ ମିଳିପାରିବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top