Home ଓଡ଼ିଶା ଖେଳଣା ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ, ୨୦୨୦ ପ୍ରଣୟନ ତାରିଖ ଘୁଞ୍ଚିଲା

ଖେଳଣା ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ, ୨୦୨୦ ପ୍ରଣୟନ ତାରିଖ ଘୁଞ୍ଚିଲା

72

ନୂଆ ଦିଲ୍ଲୀ ୧୭-୯ (ଓଡ଼ିଆ ପୁଅ) ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଉଦ୍ୟୋଗ ସମ୍ବର୍ଦ୍ଧନ ବିଭାଗ (ଡିପିଆଇଆଇଟି) ବୁଧବାରଦିନ ଏକ ବିଜ୍ଞପ୍ତିରେ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶ, ୨୦୨୦ର ପ୍ରଣୟନ ତାରିଖ ୦୧-୦୯-୨୦୨୦ରୁ ୦୧-୦୧-୨୦୨୧କୁ ଘୁଞ୍ଚାଇ ଦେଇଛି।

ଏହି ନିଷ୍ପତ୍ତି ଦ୍ୱାରା କୋଭିଡ-୧୯ ମହାମାରୀ ସମୟରେ ଘରୋଇ ଉତ୍ପାଦନକାରୀମାନଙ୍କୁ ଆବଶ୍ୟକ ମାନାଙ୍କ ହାସଲ କରିବାକୁ ଅଧିକ ୪ ମାସ ସମୟ ମିଳିପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.