Home ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଫସଲ ବିବିଧକରଣ ଉପରେ ଗୁରୁତ୍ୱ

ରାଜ୍ୟ ସରକାରଙ୍କ ପକ୍ଷରୁ ଫସଲ ବିବିଧକରଣ ଉପରେ ଗୁରୁତ୍ୱ

246

ଭୁବନେଶ୍ୱର: କରୋନା ଭାଇରସ୍ କାରଣରୁ ଲକ୍ ଡାଉନ୍ ଘୋଷଣା ଯୋଗୁଁ ଆଗାମୀ ଦିନରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା କରାଯାଉଛି। ଲୋକ ମାନଙ୍କର ରୋଜଗାର ଉପରେ ଗୁରୁତ୍ୱର ପ୍ରଭାବ ପଡ଼ିବା ନେଇ ମଧ୍ୟ ଆକଳନ କରାଯାଉଛି। ଏଥିନେଇ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି।

ତଦ୍ ଅନୁଯାୟୀ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଖରିଫ-୨୦୨୦ ବର୍ଷରେ ୯୬ ଲକ୍ଷ ମେଟ୍ରିକ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ଫସଲ ବିବିଧ କରଣ ଉପରେ ଗୁରୁତ୍ୱ ଦିଆଯାଇଛି। ଫାର୍ମ ପଣ୍ଡ୍ (ପୋଖରୀ) ଖନନ ଓ ଫସଲ ଋଣ ପ୍ରଦାନ ଉପରେ ଅଧିକ ପ୍ରାଥମିକତା ଦିଆଯାଉଛି। -ଦେବଦତ୍ତ ରଥ

ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.