ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ

ଭୁବନେଶ୍ୱର: କରୋନା ଭାଇରସ୍ କାରଣରୁ ଲକ୍ ଡାଉନ୍ ଘୋଷଣା ଯୋଗୁଁ ଆଗାମୀ ଦିନରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେବାର ଆଶଙ୍କା କରାଯାଉଛି। ଲୋକ ମାନଙ୍କର ରୋଜଗାର ଉପରେ ଗୁରୁତ୍ୱର ପ୍ରଭାବ ପଡ଼ିବା ନେଇ ମଧ୍ୟ ଆକଳନ କରାଯାଉଛି। ଏଥିନେଇ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ଦିଗରେ କାର୍ଯ୍ୟ କରୁଛନ୍ତି। ତଦ୍ ଅନୁଯାୟୀ ଶ୍ରମିକମାନଙ୍କ ପାଇଁ ଅଧିକ ରୋଜଗାର ବୃଦ୍ଧି କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ … Continue reading ନୂଆ ନିୟମ: ଏଣିକି ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିପାରିବେ ଶ୍ରମିକ