Home ଓଡ଼ିଶା ବିଏସ ୬ର ଏଲ ୭ (ଚାରିଚକିଆ) ବର୍ଗ ପାଇଁ ନିର୍ଗମନ ସର୍ତ୍ତାବଳୀ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି

ବିଏସ ୬ର ଏଲ ୭ (ଚାରିଚକିଆ) ବର୍ଗ ପାଇଁ ନିର୍ଗମନ ସର୍ତ୍ତାବଳୀ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି

551

ନୂଆ ଦିଲ୍ଲୀ ୨୪-୫ (ଓଡ଼ିଆ ପୁଅ) ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ୨୨ ମେ ୨୦୨୦ରେ ବିଏସ ୬ ଲାଗି ଏଲ ୭ (ଚାରି ଚକିଆ) ଶ୍ରେଣୀର ନିର୍ଗମନ ମାନଦଣ୍ଡ ବିଷୟରେ ବିଜ୍ଞପ୍ତି ଜିଏସଆର ୩୦୮ (ଇ) ଜାରି କରାଯାଇଛି। ଏହି ମାନଦଣ୍ଡ ବିଜ୍ଞପ୍ତି ଜାରି ହେବା ତାରିଖ ଠାରୁ ଲାଗୁ ହେବ। ଏହି ବିଜ୍ଞପ୍ତି ଭାରତରେ ସମସ୍ତ ଏଲ, ଏମ ଓ ଏନ ଶ୍ରେଣୀର ବାହନ ଲାଗି ବିଏସ ୬ର ପ୍ରକ୍ରିୟାକୁ ପୂରଣ କରୁଛି। ନିର୍ଗମନ ମାନଦଣ୍ଡ ଡବ୍ଲ୍ୟୁଏମଟିସି ଚକ୍ର ସହିତ ୟୁରୋପୀୟୀ ସଂଘ ଅନୁରୂପ ଅଟେ। ପରୀକ୍ଷଣ ପ୍ରକ୍ରିୟା ଏଆଇଏସ ୧୩୭-ଭାଗ ୯ରେ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.