Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୨୬, ଜୁଲାଇ

322

ଭୁବନେଶ୍ୱର ୨୬-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୫୩୮୯କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୯୧୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ୪୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪୮୪ ଜଣ ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୭୨୮ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୪୫୮୧୨୦। ମୋଟ ଆକ୍ରାନ୍ତ ୨୫୩୮୯ ହୋଇଥିବା ବେଳେ ମୋଟ ସୁସ୍ଥ ହୋଲେଣି ୧୫୯୨୮ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୯୨୮୭ ଜଣ।

ରାଜ୍ୟରେ ଆଜି ମଧ୍ୟ ରେକର୍ଡ଼ ସଂଖ୍ୟକ ମୃତ୍ୟୁ ହୋଇଛି। ପୁଣି କରୋନା ନେଇଛି ୧୦ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୧୪୦ କୁ ବୃଦ୍ଧି ପାଇଛି।
ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମଜିଲ୍ଲାରୁ ୬ ଜଣ, ଖୋର୍ଦ୍ଧାରୁ ୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୦ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଗଜପତି ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୨- ଗଞ୍ଜାମ ଜିଲ୍ଲାର ଜଣେ ୬୩ ବର୍ଷ ବୟସ୍କ ପୁରୁଷ।

୩- ଖୋର୍ଦ୍ଧା ଜିଲ୍ଲାର ଜଣେ ୩୫ ବର୍ଷ ବୟସ୍କ ପୁରୁଷ।

୪- ଗଞ୍ଜାମ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା।

୫- ସୁନ୍ଦରଗଡ ଜିଲ୍ଲାର ଜଣେ ୬୯ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୬- ଭୁବନେଶ୍ୱରର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ, କରୋନାରୀ ଧମନୀ ରୋଗ, ଡାହାଣ ନିମୋଥୋରାକ୍ସ ଏବଂ ମୋଟାପଣରେ ମଧ୍ୟ ପୀଡିତ ଥିଲେ।

୭- ଗଞ୍ଜାମ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୮- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୯- ଗଞ୍ଜାମ ଜିଲ୍ଲାର ଜଣେ ୬୪ ବର୍ଷ ବୟସ୍କ ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୧୦- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

ଅନ୍ୟ କାରଣରୁ ଗଞ୍ଜାମ ଜିଲ୍ଲାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି।

ଗଞ୍ଜାମ ଜିଲ୍ଲାର ୨୩ ବର୍ଷିୟ କୋଭିଡ ପଜିଟିଭ ମହିଳାଙ୍କ ମୃତ୍ୟୁ ତାଙ୍କର ପ୍ରେଗନାନ୍ସି ଏକ୍ଲାମପ୍ସିଆ କାରଣରୁ ମୃତ୍ୟୁ ହୋଇଛି।

ରାଜ୍ୟରେ ଆଜି ୧୩୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ –  ୫

୨- ବାଲେଶ୍ୱର ଜିଲ୍ଲାରୁ –  ୨୯

୩- ବରଗଡ଼ ଜିଲ୍ଲାରୁ –  ୭

୪- ଭଦ୍ରକ ଜିଲ୍ଲାରୁ –  ୧୦

୫- ବଲାଙ୍ଗୀର ଜିଲ୍ଲାରୁ –  ୧୯

୬- ବୌଦ୍ଦ ଜିଲ୍ଲାରୁ –  ୮

୭- କଟକ ଜିଲ୍ଲାରୁ –  ୭୫

୮- ଦେବଗଡ଼ ଜିଲ୍ଲାରୁ –  ୧୧

୯- ଢେଙ୍କାନାଳ ଜିଲ୍ଲାରୁ –  ୧୫

୧୦- ଗଜପତି ଜିଲ୍ଲାରୁ –  ୭୪

୧୧- ଗଞ୍ଜାମ ଜିଲ୍ଲାରୁ –  ୪୮୪

୧୨- ଜଗତସିଂହପୁର ଜିଲ୍ଲାରୁ –  ୧୧

୧୩- ଯାଜପୁର ଜିଲ୍ଲାରୁ –  ୮

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୬

୧୫- କଳାହାଣ୍ଡି ଜିଲ୍ଲାରୁ –  ୧୧

୧୬- କନ୍ଧମାଳ ଜିଲ୍ଲାରୁ –  ୧୨

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧

୧୮- କେନ୍ଦୁଝର ଜିଲ୍ଲାରୁ –  ୧୦୩

୧୯- ଖୋର୍ଦ୍ଧା ଜିଲ୍ଲାରୁ : ୧୮୭

୨୦- କୋରାପୁଟ ଜିଲ୍ଲାରୁ –  ୭

୨୧- ମାଲକାନଗିରି : ୧୫

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୨୨

୨୩- ନବରଙ୍ଗପୁର ଜିଲ୍ଲାରେ: ୨୧

୨୪- ନୟାଗଡ଼ ଜିଲ୍ଲାରୁ –  ୩୦

୨୫- ନୂଆପଡ଼ା ଜିଲ୍ଲାରୁ –  ୪

୨୬- ପୁରୀ ଜିଲ୍ଲାରୁ –  ୯୧

୨୭- ରାୟଗଡ଼ା ଜିଲ୍ଲାରୁ –  ୪୫

୨୮- ସମ୍ବଲପୁର ଜିଲ୍ଲାରୁ –  ୧୭

୨୯- ସୋନପୁର ଜିଲ୍ଲାରୁ –  ୫

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୩୩

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୨୫୮ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୭୭ [+୫] ଜଣ ସକ୍ରୀୟ ଅଛନ୍ତି। ୧୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୮୩୭ [+୨୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୪ [+୨୯] ଜଣ ସକ୍ରୀୟ ଅଛନ୍ତି। ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୩୫୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦୩ [+୭] ଜଣ ସକ୍ରୀୟ ଅଛନ୍ତି। ୨୪୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୫୨୧ [+୧୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୬୬ [+୧୦] ଜଣ ସକ୍ରୀୟ ଅଛନ୍ତି। ୩୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୩୩୨ [+୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧ [+୧୯] ଜଣ ସକ୍ରୀୟ ଅଛନ୍ତି। ୨୭୧ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲା ରେ ୧୩୧ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୮] ଜଣ ସକ୍ରୀୟ ଅଛନ୍ତି। ୬୩ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲା ରେ ୧, ୬୮୯ [+୭୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫୬ [+୭୫] ଜଣ ସକ୍ରୀୟ ଅଛନ୍ତି। ୧, ୧୨୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୮୧ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫ [+୧୧] ଜଣ ସକ୍ରୀୟ ଅଛନ୍ତି। ୬୬ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୧୬୭ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୮ [+୧୫] ଜଣ ସକ୍ରୀୟ ଅଛନ୍ତି। ୧୦୯ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲା ରେ ୯୮୩ [+୭୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୬୧ [+୭୩] ଜଣ ସକ୍ରୀୟ ଅଛନ୍ତି। ୬୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୮, ୬୭୮ [+୪୮୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୧୮୯ [+୪୭୭] ଜଣ ସକ୍ରୀୟ ଅଛନ୍ତି। ୫, ୪୦୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୯ [+୬]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୬ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୬୩୧ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮୦ [+୧୧] ଜଣ ସକ୍ରୀୟ ଅଛନ୍ତି। ୪୪୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୧, ୦୯୬ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୧୭୧ [+୮] ଜଣ ସକ୍ରୀୟ ଅଛନ୍ତି। ୯୨୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୨୭୯ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୬୭ [+୬] ଜଣ ସକ୍ରୀୟ ଅଛନ୍ତି। ୨୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୧୨୨ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦ [+୧୧] ଜଣ ସକ୍ରୀୟ ଅଛନ୍ତି। ୮୨ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲା ରେ ୩୬୫ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୪୧୮ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯ [+୧୧] ଜଣ ସକ୍ରୀୟ ଅଛନ୍ତି। ୩୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୬୧୦ [+୧୦୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୫ [+୧୦୩] ଜଣ ସକ୍ରୀୟ ଅଛନ୍ତି। ୩୮୪ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୩, ୦୩୭ [+୧୮୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୬୯ [+୧୮୫] ଜଣ ସକ୍ରୀୟ ଅଛନ୍ତି। ୧, ୪୪୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୪୫୧ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୮୯ [+୭] ଜଣ ସକ୍ରୀୟ ଅଛନ୍ତି। ୧୬୨ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ରେ ୩୯୬ [+୧୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୫ [+୧୫] ଜଣ ସକ୍ରୀୟ ଅଛନ୍ତି। ୨୪୧ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲା ରେ ୫୫୩ [+୨୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୩ [+୨୨] ଜଣ ସକ୍ରୀୟ ଅଛନ୍ତି। ୩୯୮ ଜଣ ସୁସ୍ଥ ହୋଇଛନ୍ତି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୨୦୪ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୫୩ [+୨୧] ଜଣ ସକ୍ରୀୟ ଅଛନ୍ତି। ୧୫୦ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୪୮୮ [+୩୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧୯୨ [+୩୦] ଜଣ ସକ୍ରୀୟ ଅଛନ୍ତି। ୨୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୧୧୦ [+୪] ଜଣ ସଂକ୍ରମିତ ହୋଇଥିବା ବେଳେ ୧୦ [+୪] ଜଣ ସକ୍ରୀୟ ଅଛନ୍ତି। ୧୦୦ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୬୭୭ [+୯୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୩ [+୯୧] ଜଣ ସକ୍ରୀୟ ଅଛନ୍ତି। ୩୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୫୩୨ [+୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୮ [+୪୫] ଜଣ ସକ୍ରୀୟ ଅଛନ୍ତି। ୨୦୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୨୬୪ [+୧୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨୯ [+୧୭] ଜଣ ସକ୍ରୀୟ ଅଛନ୍ତି। ୧୩୫ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲା ରେ ୭୪ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ [+୫] ଜଣ ସକ୍ରୀୟ ଅଛନ୍ତି। ୫୪ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲା ରେ ୧, ୦୫୩ [+୩୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୪ [+୩୨] ଜଣ ସକ୍ରୀୟ ଅଛନ୍ତି। ୭୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.