Home Top News କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ସାଗର ସରହଦୀଙ୍କର ଦେହାନ୍ତ: ‘ଚାନ୍ଦନୀ’ ‘ସିଲସିଲା’ ଭଳି...

କିମ୍ବଦନ୍ତୀ ଚଳଚ୍ଚିତ୍ର ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ସାଗର ସରହଦୀଙ୍କର ଦେହାନ୍ତ: ‘ଚାନ୍ଦନୀ’ ‘ସିଲସିଲା’ ଭଳି ଚଳଚ୍ଚିତ୍ର ପାଇଁ ସ୍କ୍ରିପ୍ଟ ଲେଖିଥିଲେ

76

ନୂଆ ଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରସିଦ୍ଧ ସ୍କ୍ରିନ୍ ରାଇଟର୍, ସଂଳାପ ଲେଖକ ତଥା ନିର୍ଦ୍ଦେଶକ ସାଗର ସରହଦୀଙ୍କ ଦେହାନ୍ତ ହୋଇଛି। ସାଗର ସରହଦୀ ‘କଭୀ କଭୀ’, ‘ଚାନ୍ଦନୀ’ ଏବଂ ‘ସିଲସିଲା’ ଭଳି ସୁପରହିଟ୍ ଚଳଚ୍ଚିତ୍ର ପାଇଁ ବେଶ୍ ଲୋକପ୍ରୀୟ। ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସାଗର ସରହଦୀ ତାଙ୍କ ମୁମ୍ବାଇ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.