Home ଓଡ଼ିଶା କଟକ ଐତିହାସିକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦେବା ପ୍ରସଙ୍ଗରେ ଆର.ଡି.ସି.ଙ୍କ କାର୍ଯ୍ୟାଳୟରେ ବିଜେପି ଦେବ ଧାରଣା

କଟକ ଐତିହାସିକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦେବା ପ୍ରସଙ୍ଗରେ ଆର.ଡି.ସି.ଙ୍କ କାର୍ଯ୍ୟାଳୟରେ ବିଜେପି ଦେବ ଧାରଣା

183

କଟକ ୧-୧୧ (ଓଡ଼ିଆ ପୁଅ) ଆସନ୍ତାକାଲି ଶନିବାର ଦିନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ଦେଙ୍କ ନେତୃତ୍ୱରେ କଟକ ନଗର ବିଜେପି କଟକ ଐତିହାସିକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦେବା ପ୍ରସଙ୍ଗରେ ଆର.ଡି.ସି.ଙ୍କ କାର୍ଯ୍ୟାଳୟରେ ଧାରଣା ଦେବ ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.