Home ଆମ ସଂସ୍କୃତି, କଳା ଓ ଐତିହ୍ୟ ନବରାତ୍ର ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ହେବ ଦାଣ୍ଡିଆ; କରନ୍ତୁ ବୁକିଂ

ନବରାତ୍ର ଉପଲକ୍ଷେ ଭୁବନେଶ୍ୱରରେ ଆୟୋଜିତ ହେବ ଦାଣ୍ଡିଆ; କରନ୍ତୁ ବୁକିଂ

202

ଭୁବନେଶ୍ୱର: ନବରାତ୍ର ଉପଲକ୍ଷେ ଭୁବନେଶ୍ୱରରେ ଓଟିଡିସି ପ୍ରଥମ ଥର ପାଇଁ ଆୟୋଜନ କରିବ ଦାଣ୍ଡିଆ।ଭୁବନେଶ୍ୱର ପାନ୍ଥନିବାସ ଠାରେ ୫,୬ ଏବଂ ୭ ତାରିଖ ସପ୍ତମୀ, ଅଷ୍ଟମୀ ଏବଂ ନବମୀ ତିଥିରେ ଏହା ଆୟୋଜନ ହେବ।ଏହି ତିନି ଦିନ ପ୍ରତ୍ୟେହ ସନ୍ଧ୍ୟା ୬:୩୦ ରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିବ।ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଜଣଙ୍କ ପାଇଁ ଟିକେଟର ମୂଲ୍ୟ ୬୯୯ ଟଙ୍କା ଏବଂ ଯୋଡ଼ି ହୋଇ ଗଲେ ୧୨୯୯ ଟଙ୍କା ରହିଛି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.