Home ଓଡ଼ିଶା ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା ଓଡ଼ିଶାଜିଲ୍ଲା ପରିକ୍ରମାପୁରୀସହର ସ୍ୱର୍ଗଦ୍ୱାରରେ ପୁରୀ ବାହାର ଶବର ଅନ୍ତିମ ସଂସ୍କାର କଟକଣା ହଟିଲା By Bureau - October 19, 2020 110 0 0 0 0ପୁରୀ ୧୯-୧୦ (ଓଡ଼ିଆ ପୁଅ) ପୁରୀଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ୱାର ଠାରେ ଶେଷକୃତ୍ୟ ପାଇଁ ଥିବା କଟକଣାକୁ ଉଠାଇ ଦିଆଯାଇଛି। ଶେଷକୃତ୍ୟ ସମୟରେ କୋଭିଡ ନିୟମ ପାଳନ କରିବା ଅନିବାର୍ଯ୍ୟ ରହିବ। କରୋନାରେ ମୃତ୍ୟୁ ହୋଇଥିଲେ କିନ୍ତୁ କଟକଣା ବଳବତ୍ତର ରହିବ। Tweet 0 0 0 0