Home ଓଡ଼ିଶା ଜିନ୍ସ ଆଉ ଟପ୍ସ ପିନ୍ଧିଥିଲେ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା !

ଜିନ୍ସ ଆଉ ଟପ୍ସ ପିନ୍ଧିଥିଲେ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା !

943

ନୂଆଦିଲ୍ଲୀ: ଜିନ୍ସ ଆଉ ଟପ୍ସ ପିନ୍ଧିଥିଲେ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମନା।ଡ୍ରାଇଭିଂ ଲାସେନ୍ସ ପାଇବାକୁ ହେଲେ ମହିଳାଙ୍କୁ ସାଲ୍ୱାର ସୁଟ୍ ପିନ୍ଧିଥିବାକୁ ପଡ଼ିବ।ଏପରି ଅଜବ ନିୟମ ଏବେ ତାମିଲନାଡ଼ୁରେ ଦେଖିବାକୁ ମିଳୁଛି।ଚେନାଇ ଟ୍ରାଫିକ୍ ଇନ୍ସପେକ୍ଟର ନିୟମ କାନୁନ ଠାରୁ ଅଲଗା ତାଙ୍କର ଏକ ସ୍ୱତନ୍ତ୍ର ନିୟମ ଚଲାଇଛନ୍ତି।ଜିନ୍ସ ଏବଂ ଟପ୍ସ ପିନ୍ଧି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଥିବା ମହିଳାଙ୍କୁ ଟ୍ରାଫିକ୍ ଇନ୍ସପେକ୍ଟର ଏପରି ଡ୍ରେସରେ ଡ୍ରାଇଭିଂ ଲାଇସେନ୍ସ ଦିଆଯିବନି କହି ଫେରାଇ ଦେଉଛନ୍ତି।ନିହାତି ଆବଶ୍ୟକତା ଥିବାରୁ ଜିନ୍ସ ଏବଂ ଟପ୍ସ ପିନ୍ଧି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆସିଥିବା ମହିଳା ପୁଣି ଘରକୁ ଯାଇ ସଲ୍ୱାର ସୁଟ୍ ପିନ୍ଧି ଆସୁଥିବାର ଘଟଣା ସାମ୍ନାକୁ ଆସୁଛି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.