Surendra Nath Pradhan
ରାସ୍ତା ମଝିରେ ପାଣି ଯିବାକୁ କେନ୍ଦକରି ଗୁଳିମାଡ଼,୨ମୃତ
ନୟାଗଡ଼,୧୪ା୭: (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ରାସ୍ତା ମଝିରେ ପାଣି ଯିବାକୁ କେନ୍ଦ୍ରକରି ଶରଣକୁଳ ଥାନା ପାଣିଭଣ୍ଡାର ଗ୍ରାମ ଓ ବଧିସାହି ଗ୍ରାମ ମଧ୍ୟରେ ଗଣ୍ଡଗୋଳ ଓ ଗୁଳିମାଡ଼ ଘଟି ୨ଜଣ ଯୁବକଙ୍କର ମୃତ ହୋଇଥିଲାବେଳେ...
ଧର୍ଷଣ ଅଭିଯୋଗରେ ମୁଦଲାକୁ ୭ବର୍ଷ ସଶ୍ରମ କାରାଦଣ୍ଡ
ନୟାଗଡ଼, ୯ା୭ (ଓଡ଼ିଆ ପୁଅ) : ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଂଣିଲୋ ଗ୍ରାମର ପାଣୁସାହୁ ପାଟଣାସାହିର ରାଜେଶ ମହାପାତ୍ରଙ୍କୁ ଧର୍ଷଣ ଅଭିଯୋଗରେ ମହିଳା ଅଦାଲତରେ ବିଚାରପତି ପ୍ରଜ୍ୟୋତି ରାଉତ ୭ବର୍ଷ ସଶ୍ରମ କାରାଦଣ୍ଡ...
ନୟାଗଡ଼ ଆଖୁଚାଷୀଙ୍କ କଥା କେହି ବୁଝିଲେନି, ବିଲୁପ୍ତ ହେବ ଆଖୁଚାଷ
ନୟାଗଡ଼, ୯/୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଆଖୁଚାଷୀଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି। ଚାଷୀଙ୍କ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ନୟାଗଡ଼ ଚାଷୀଙ୍କ ଏକମାତ୍ର ଲାଭଜନକ ଫସଲ ଆଖୁଚାଷ ଏବେ...
ନୟାଗଡ଼ : ବଜ୍ରପାତରେ ଯୁବକଙ୍କ ମୃତ୍ୟୁ
ନୟାଗଡ଼,୭/୭:(ଓଡିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) ନୟାଗଡ଼ ଥାନା ଅନ୍ତର୍ଗତ ଗଦାଧର ପ୍ରସାଦ ପଚାୟତ ଗୋବିନ୍ଦ ପୁର ଗ୍ରାମର ଜଣେ ଯୁବକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ସନ୍ତୋଷ ପ୍ରଧାନ (୩୪)। ଅପରାହ୍ନ ରେ...
ନୟାଗଡରୁ ଖଡ଼ଗପୁର ଚାଲିଲା ଫାଷ୍ଟ ପାସେଞ୍ଜର ଟ୍ରେନ
ନୟାଗଡ଼, ୩ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଡ଼ଗପୁର-ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ମଙ୍ଗଳବାର ଅପରାହ୍ନରେ ଫାଷ୍ଟ ପାସେଞ୍ଜର ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଟ୍ରେନ ନଂ ୦୮୦୦୫ ଖୋର୍ଦ୍ଧାରୋଡ଼-ନୟାଗଡ଼ ଟାଉନକୁ ରବିବାରକୁ ବାଦ୍ଦେଇ ଅନ୍ୟସବୁ ଦିନରେ...
ନୟାଗଡ଼: ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ ବିଜ୍ଞାନରେ...
ନୟାଗଡ଼, ୨୯/୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରଥମ କଟଅଫ୍ ମାର୍କ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲାର ଭୋକେସନାଲ କଲେଜ...
ବିଭାଜନ ଦ୍ୱାର ଦେଶରେ ନୟାଗଡ଼ ବିଜେପି, ଗୋଷ୍ଠୀକନ୍ଦଳ ତୀବ୍ରତର
ନୟାଗଡ଼, ୨୮ା୬( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପିରେ ଗୋଷ୍ଠୀକନ୍ଦଳ କମିବା ପରିବର୍ତ୍ତେ ଦିନକୁ ଦିନ ବଢୁଥିବା ଦେଖା ଦେଇଛି। ନୟାଗଡ଼ରେ ବିଜେପିର ସଂଗଠନ କରିଥିବା ପୁରୁଣା ଗୋଷ୍ଠୀ...
ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିରେ ୪୩ ସିଆରସିସି
ନୟାଗଡ଼, ୨୬ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ):ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ନୟାଗଡ଼ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ୮ଟି ବ୍ଳକର ୪୩ ଜଣ ସିଆରସିସିଙ୍କୁ ବଦଳି କରାଯାଇଛି। ଯେଉଁମାନେ ୫ବର୍ଷରୁ ଅଧିକ କାଳ...
ନୟାଗଡ଼ ଏନଏସିରେ ୧୨ ରାଜସ୍ୱ ଗ୍ରାମ ସାମିଲ, ୩ପଂଚାୟତ ବାଦ୍
ନୟାଗଡ଼, ୨୬-୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଏନଏସିରେ ନୂଆକରି ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଥିଲାବେଳେ ୩ଟି ପଂଚାୟତ ଖୁଂଟୁବନ୍ଧ, ଘଡ଼ୁଆଳ ଓ ଭାଟସାହି ବାଦ୍ ପଡ଼ିଥିବା ଜଣାପଡ଼ିଛି। ଇତିମଧ୍ୟରେ ନୟାଗଡ଼...
ଗତୀଶ୍ୱର ଡିଗ୍ରୀ କଲେଜରେ ରକ୍ତଦାନ ଶିବିର
ନୟାଗଡ଼, ୨୫ା୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୂଆଗାଁ ବ୍ଳକ ଅନ୍ତର୍ଗତ ମାଳିସାହି ଗତୀଶ୍ୱର ଡିଗ୍ରୀ କଲେଜରେ ରେଡ଼କ୍ରସ ୟୁନିଟ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ରେଡ଼କ୍ରସ ୟୁନିଟର କାଉନସିଲର ଅଧ୍ୟାପକ...
ଚାଲିଲାନି ଚିନିକଳ, ନୟାଗଡ଼ରୁ ବୁଡ଼ିବ ଆଖୁଚାଷ
ନୟାଗଡ଼, ୨୫ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଆଖୁଚାଷୀଙ୍କ ଭାଗ୍ୟ ଏବେ ସୂତାଖିଅରେ ଝୁଲୁଛି। ଚାଷୀଙ୍କ ପ୍ରତି ସରକାରଙ୍କ ଅଣଦେଖା ଯୋଗୁଁ ନୟାଗଡ଼ ଚାଷୀଙ୍କ ଏକମାତ୍ର ଲାଭଜନକ ଫସଲ ଆଖୁଚାଷ ଏବେ ବିଲୁପ୍ତ...
ନୟାଗଡ଼ ଏନଏସିରେ ୧୨ ରାଜସ୍ୱ ଗ୍ରାମ ସାମିଲ, ୩ପଂଚାୟତ ବାଦ୍
ନୟାଗଡ଼, ୧୬ା୬(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଏନଏସିରେ ନୂଆକରି ୧୨ଟି ରାଜସ୍ୱ ଗ୍ରାମ ସାମିଲ ହୋଇଥିଲାବେଳେ ୩ଟି ପଂଚାୟତ ଖୁଂଟୁବନ୍ଧ, ଘଡ଼ୁଆଳ ଓ ଭାଟସାହି ବାଦ୍ ପଡ଼ିଥିବା ଜଣାପଡ଼ିଛି। ଇତିମଧ୍ୟରେ ନୟାଗଡ଼...
ନୟାଗଡ଼ ଏନ୍ଏସି ପକ୍ଷରୁ ମେଧା ସମ୍ମାନ
ନୟାଗଡ଼, ୧୬ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଏନଏସି ପକ୍ଷରୁ ମାଟି୍ରକ ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଥିବା କୃତି ପ୍ରତିଭାମାନଙ୍କୁ ସମ୍ମାନୀତ କରାଯାଇଛି। ନୟାଗଡ଼ ଏନଏସିର ଚେୟାରମ୍ୟାନ ଗୁରୁପ୍ରସାଦ ଜେନାଙ୍କ ଅଧ୍ୟକ୍ଷତାରେ...
ବିଭିନ୍ନ ଦାବି ନେଇ ପାଚିକା ସହାୟିକାଙ୍କ ଧାରଣା
ନୟାଗଡ଼, ୧୬ା୬(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସିଆଇଟିୟୁ ପରିଚାଳିତ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘର ଜିଲ୍ଲାସ୍ତରୀୟ ବିାକ୍ଷୋଭରେ ଜିଲ୍ଳାର ୮ଟି ବ୍ଳକରୁ ଆସିଥିବା ପାଚିକାମାନଙ୍କର ବିଭିନ୍ନ ଦାବିକୂ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ...
ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ ବୈଠକ
ନୟାଗଡ଼, ୦୫.୦୬ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) – ପୂର୍ବାହ୍ନ ଘ.୧୦.୧୫ମି. ସମୟରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଠାରେ ନୂତନ ସମ୍ମିଳନୀ ଗୃହ "ସୁରଭି'',...
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସରେ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ଗୁରୁତ୍ୱ
ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟର ସମ୍ମିଳନୀ କକ୍ଷରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ୱ ଉଚ୍ଚ ରକ୍ତ ଚାପ ଦିବସ ଅନୁଷ୍ଠିତ ହୋଇଯାଇଛି। ଜିଲା ମୁଖ୍ୟ...
ନୟାଗଡ଼ ‘ମୋ ସ୍କୁଲ’ କର୍ମଶାଳାରେ ଅବ୍ୟବସ୍ଥା
ନୟାଗଡ଼, ୨୧ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ‘ମେ ସ୍କୁଲ’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ତେବେ ଆୟୋଜକଙ୍କ ଦ୍ୱାରା ହୋଇଥିବା ଏହି କର୍ମଶାଳାରେ ବିଭିନ୍ନ ଅବ୍ୟବସ୍ଥାକୁ...
ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳର ସଫଳତା ନେଇ ବିଧାୟକଙ୍କ ଅଭିନନ୍ଦନ
ନୟାଗଡ଼, ୨୧ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳରେ ନୟାଗଡ଼ ଜିଲ୍ଲା ପ୍ରଥମ ହୋଇ ସାରା ରାଜ୍ୟରେ ଟେକ ରଖିଛି।...
ନୟାଗଡ଼ର ନୂଆ ଜିଲ୍ଲାପାଳ ଡ.ଏନ୍ ଥିରୁମାଲା ନାଏକ କାର୍ଯ୍ୟରେ ଯୋଗଦେଲେ
ନୟାଗଡ଼, ୧୦ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନୂତନ ଜିଲାପାଳଭାବେ ଡ.ଏନ୍ ଥିରୁମାଲା ନାଏକ (ଆଇଏଏସ୍) ଗୁରୁବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବାହ୍ନରେ କାର୍ଯ୍ୟରେ ଯୋଗଦେଇ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି।...
ଗଛରେ ପିଟିଲା କାର୍, ସରପଂଚଙ୍କ ସ୍ୱାମୀ ମୃତ
ନୟାଗଡ଼, ୭ା୫:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଣ୍ଡପଡ଼ା ଥାନା ରାଜକିଆରୀଠାରେ ଏକ କାର ଦୁର୍ଘଟଣାରେ ଜଣେ ପୂର୍ବତନ ସରପଂଚ ଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନରସିଂହପୁର ଜୟମଙ୍ଗଳର ପୂର୍ବତନ ସରପଂଚ ତଥା...