Home Authors Posts by Surendra Nath Pradhan

Surendra Nath Pradhan

866 POSTS 0 COMMENTS

ନୂଆ ଜିଲାପାଳଙ୍କ ଜନଶୁଣାଣିରେ ଲୋକଙ୍କ ଖୁସି ପ୍ରକଟ

0
ନୟାଗଡ଼, ୨୦ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲାର ନୂଆ ଜିଲାପାଳ ଡ.ପୋମା ଟୁଡୁ ରଣପୁରର ବ୍ଳକ ପରିସରରେ ପ୍ରଥମ ଜନଶୁଣାଣି କରିଛନ୍ତି। ବିଡିଓ ରଶ୍ମିରେଖା ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି...

ବିଶ୍ୱ ମାତୃ ସ୍ତନ୍ୟପାନ ସପ୍ତାହ ପାଳିତ

0
ନୟାଗଡ଼, ୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ବ୍ଳକ ଅନ୍ତର୍ଗତ କ୍ରିଦାଶପୁର ପଂଚାୟତର ଜେମାଦେଇପୁର ଗଣ୍ଡିବେଢ ସାତଦେଶ ଖଣ୍ଡାୟତ ପରିଷଦ ଠାରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ନୟାଗଡ଼ ସମନ୍ନିତ...

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି

0
ନୟାଗଡ଼, ୬ା୮ (ଓଡ଼ିଆ ପୁଅ) :ଜିଲ୍ଳା ମୁଖ୍ୟ ଦପ୍ତରରେ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ଏନ.ତିରୁମାଳା ନାୟକ ଲୋକମାନଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ସମସ୍ୟାର ସମାଧାନ କରିଥିଲେ। ଏଥିରେ...

୩ୟ ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ

0
ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ନୂଆ ରାଜବାଟୀ କଲ୍ୟାଣ ମଣ୍ଡପଠାରେ ନୟାଗଡ଼ ଟାଇକୋଣ୍ଡ ସ୍ପୋର୍ଟସ ଆସୋସିଏସନ ଦ୍ୱାରା ୩ୟ ଜିଲାସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗୀତାରେ...

ପୋଖରୀ ଖୋଳାରେ ମିଥ୍ୟା ବିଲ୍ କରି ୩ଅଧିକାରୀଙ୍କୁ ଦୋଷି ସାବ୍ୟସ୍ତ

0
ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପୋଖରି ଖୋଳାରେ ମିଥ୍ୟା ବିଲ୍ କରି ଧରାପଡ଼ିଛନ୍ତି ୩ ଅଧିକାରୀ। ସେମାନେ ହେଲେ ଓଡ଼ଗାଁ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶତର କୁମାର ମଲ୍ଲିକ,...

ବିଜେପିର ଅଭିଯୋଗ ପରେ ଜିଲ୍ଲା ଡାକ୍ତରୀ ଦଳର କିଡ଼ନୀ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ

0
ସମ୍ବଲପୁର, ୬/୮ - (ଓଡ଼ିଆ ପୁଅ) ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବିଭନ୍ନ ଗ୍ରାମରେ କିଡ଼ନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବର୍ତ୍ତମାନ ସେହି ଅଞ୍ଚଳରେ କିଡ଼ନୀ ରୋଗ...

ନୟାଗଡ଼ର ନୂଆ ଜିଲାପାଳ ହେଲେ ପୋମା ଟୁଡୁ

0
ନୟାଗଡ଼, ୬ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ର ଜିଲାପାଳ ଡ.ଏନ.ତିରୁମାଳା ନାୟକଙ୍କ ବଦଳି ହୋଇଛି। ଡ. ନାୟକଙ୍କୁ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଥିବାବେଳେ କୋରାପୁଟ ଜିଲାପାଳ ପୋମା ଟୁଡ଼ୁ(ଆଇଏଏସ୍...

ଜଙ୍ଗଲ ଭିତରୁ ଉଦ୍ଧାର କରାଯାଇଥିବା ମୃତ ମହିଳାଙ୍କ ପରିଚୟ ମିଳୁନି

0
ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼୍ ବ୍ଳକ ଅନ୍ତର୍ଗତ ପାଣିପଇଲା ଜଙ୍ଗଲରେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବାବେଳେ ପୁଲିସ ଅନୁସନ୍ଧାନ...

ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କୁ ତାଲିମ

0
ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୟାଗଡ଼୍ ୍ ବ୍ଳକ ଅନ୍ତର୍ଗତ ଜେମାଦେଇପୁରପାଟଣା ଗ୍ରାମପଂଚାୟତ ସଭାଗୃହରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ଏକ ଆର୍ଥୀକ ସ୍ୱାକ୍ଷରତା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।...

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

0
ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) :ନୂଆଗାଁ ବ୍ଳକ ପରିସରରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ.ଏନ.ତିରୁମାଳା ନାୟକ ଏହି ଶିବିରରେ ଯୋଗଦେଇ ଲୋକମାନଙ୍କ ଅଭିଯୋଗ ଶୁଣାଣି କରି...

୩୦ତମ ରୋଟାରୀ ଅଧିଷ୍ଠାନ ଉତ୍ସବ

0
ନୟାଗଡ଼, ୧ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ରୋଟାରୀ ଭବନଠାରେ ୩୦ତମ ରୋଟାରୀ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ, ଜିଲ୍ଳା କଂଗ୍ରେସ ସଭାପତି ତଥା ରୋଟାରୀଆନ ରଣଜିତ୍ ଦାଶଙ୍କ...

ଜିଲ୍ଲାସେବା ପ୍ରାଧିକରଣ ସଚେତନତା କାର୍ଯ୍ୟକ୍ରମ

0
ନୟାଗଡ଼, ୩୦ା୭ (ଓଡ଼ିଆ ପୁଅ) : ସ୍ଥାନୀୟ ଇନସ୍ପାୟାର କଲେଜ ପରିସରରେ ଜିଲ୍ଲାସେବା ପ୍ରାଧିକରଣ ସଚେତନତା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟ ରଂଜୁଲତା ଲେଙ୍କାଙ୍କ ପୌରହିତ୍ୟରେ ଅନୁଷ୍ଠିତ...

ଲଡ଼ୁବାବାଙ୍କ ପୀଠରେ ୮ହଜାର ଭକ୍ତଙ୍କ ଜଳାଭିଷେକ

0
ନୟାଗଡ଼, ୩୦ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଓଡ଼ିଶାର ପ୍ରସିଦ୍ଧ ଶୌବପୀଠ ଶରଣକୁଳର ଲଡ଼ୁବାବାଙ୍କ ପୀଠରେ ଶ୍ରାବଣର ଦ୍ୱିତୀୟ ସୋମବାରେ ୮ହଜାର ୧ଶହ ୨୦ଭକ୍ତ ଜଳାଭିଷେକ କରିଛନ୍ତି। ରାଜ୍ୟର ୍ ବିଭିନ୍ନ କୋଣ...

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେମୋଥେରାପି ଅତିଶୀଘ୍ର

0
ନୟାଗଡ଼, ୨୯-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେବାକୁ ଯାଉଛି କେମୋଥେରାପି। ଯେଉଁ କ୍ୟାନସର ରୋଗୀମାନେ କେମୋ ନେବାପାଇଁ ଖର୍ଚ୍ଚାନ୍ତ ହୋଇ ନୟାଗଡ଼ ଛାଡ଼ି କଟକ...

ବିଶ୍ୱନାଥ ମହାପାତ୍ରଙ୍କ ‘ଅଥଚ ଆନନ୍ଦ ‘ଲୋକାର୍ପିତ

0
ନୟାଗଡ଼, ୨୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ସ୍ଥାନୀୟ ରୋଟାରି ଭବନଠାରେ ଏକ ଲୋକର୍ପଣ ଉତ୍ସବରେ ଔପନ୍ୟାସିକ, ଗାଳ୍ପିକ, ସାହିତ୍ୟିକ, ଲେଖକ, ନାଟ୍ୟକାର ତଥା ସମାଜସେବୀ ବିଶ୍ୱନାଥ ମହାପାତ୍ରଙ୍କ ‘ଅଥଚ ଆନନ୍ଦ’ ଲୋକାର୍ପିତ...

ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଇନ ସଚେତନତା ଶିବିର

0
ନୟାଗଡ଼, ୨୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ରବିବାର ଏକ ବୃହତ ଆଇନ...

ଉତ୍କଳ ସମ୍ମିଳନୀ ନୟାଗଡ଼ ଜଲ୍ଳା ଶାଖା ପକ୍ଷରୁ ‘ନୂଆ ସ୍ୱର ନିଆରା କଥା’

0
ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଳା ଶାଖା ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ‘ ନୂଆ ସ୍ୱର ନିଆରା କଥା’ ସ୍ଥାନୀୟ ମୈତ୍ରି ଯୁବ ସଂସଦ...

ବସଷ୍ଟାଣ୍ଡରେ ଅରୁଣଙ୍କ ଜନ ଶୁଣାଣି : ମନ୍ତ୍ରୀଙ୍କ ପାଖରେ ସିଧାସଳଖ ଅଭିଯୋଗ କରି ଲୋକେ...

0
ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ପୁରୁଣା ବସଷ୍ଟାଣ୍ଡଠାରେ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଦ୍ୱିତୀୟ ଜନଶୁଣାଣିରେ ବହୁ ଲୋକ...

ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆଇନ ସଚେତନତା ଶିବିର

0
ନୟାଗଡ଼, ୨୨-୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ନୂଆ ବସଷ୍ଟାଣ୍ଡ ନିକଟ ଇଶ୍ୱର କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ପକ୍ଷରୁ ରବିବାର ଏକ ବୃହତ ଆଇନ...

ନୟାଗଡ଼ କଲେଜ ପ୍ରତିଷ୍ଠା ଦିବସରେ ଡ.ପ୍ରଦୀପ ଆଚାର୍ଯ୍ୟ ସମ୍ବର୍ଦ୍ଧିତ

0
ନୟାଗଡ଼, ୧୨ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ୫୯ ତମ ପ୍ରତିଷ୍ଠା ଦିବସରେ ସଦ୍ୟ ପିଏଚ୍ ଡି ଲାଭ କରିଥିବା ଅଧ୍ୟାପକ ଡ.ପ୍ରଦୀପ କୁମାର ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।...