Snigdha Ray
ଧର୍ମପ୍ରାଣା ମହିଳାଙ୍କ ପରଲୋକ
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ବ୍ଲକ ବାଙ୍କତିରା ଗ୍ରାମର ଶିକ୍ଷାବିତ୍ ଜଳଧର ମହାପାତ୍ରଙ୍କ ପତ୍ନୀ ବୈଜୟନ୍ତୀ ମହାପାତ୍ର(୭୭)ଙ୍କ ପରଲୋକ ଘଟିଛି । ସେ ଘରୋଇ ଚିକିତ୍ସାରେ...
ଶିକ୍ଷାଗୁରୁ ବାବାଜୀ ବେହେରାଙ୍କ ପ୍ରତିମୂର୍ତି ଉନ୍ମୋଚନ ଓ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ଅଂଚଳର ଜଣେ ଆଦର୍ଶ ଶିକ୍ଷକ, ସ୍ମରଣୀୟ ଶିକ୍ଷାବିତ୍, ଶିକ୍ଷକ ନେତା ତଥା ସାମାଜିକ...
ଧାମନଗର କଲେଜରେ ସାଇବର ସଚେତନତା କାର୍ଯ୍ୟକ୍ରମ,ଛାତ୍ରଛାତ୍ରୀଙ୍କୁ ମୋବାଇଲ ଓ ସାଇବର ଅପରାଧ ସମ୍ପର୍କରେ ଦିଆଗଲା...
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର କଲେଜ ପରିସରରେ ଧାମନଗର ପୋଲିସ ପକ୍ଷରୁ ଏକ ସାଇବର କ୍ରାଇମ ସଚେତନତା ଏବଂ ନୂତନ ଆଇନ ସମ୍ପର୍କିତ...
ପଧାନପଡା ମିଶନ ଶକ୍ତି ଗୃହରୁ ତାଲା ଖୋଲିଲା
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ପଧାନପଡା ପଚାଂୟତ ସ୍ତରୀୟ ମହିଳା ମହାସଂଘ ଜମାଖାତାରୁ ଅର୍ଥ ଆତ୍ମସାତ ଘଟଣାରେ ଆଜକୁ ଦୁଇ ବର୍ଷ...
ଭଦ୍ରକରେ ଇଲେକ୍ଟୋରାଲ ରୋଲ୍ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା ନିମନ୍ତେ ଇଲେକ୍ଟୋରାଲ ରୋଲ୍ ପର୍ଯ୍ୟବେକ୍ଷକ ତଥା ଉଚ୍ଚଶିକ୍ଷା ବିଭାଗର କମିଶନର-କମ୍-ସଚିବ ଅରବିନ୍ଦ ଅଗ୍ରୱାଲ,...
ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ମା’ ରମାଦେବୀଙ୍କ ୪୧ ତମ ମହାପ୍ରୟାଣ ଦିବସ,ସେବା ଓ ମମତାର...
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସେବା ମମତାର ମୂର୍ତି ରମାଦେବୀ ଓଡ଼ିଶାର ଘରେ ଘରେ ପରିଚିତ। ତାଙ୍କର ସଂଗ୍ରାମ ଜୀବନ ଗାନ୍ଧିବାଦୀ ଚିନ୍ତାଧାରାରେ ପରିଚାଳିତ ଥିଲା। ସେ...
ସରକାରୀ ଓ ପୌରପାଳିକା ଅନୁମୋଦିତ କାର୍ଯ୍ୟ ଭଙ୍ଗା ଅଭିଯୋଗ ,ପୁରୁଣାବଜାର ଥାନାରେ ଏତଲା, ଦୋଷୀଙ୍କ...
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରପାଳିକାର ୨୭ ନମ୍ବର ୱାର୍ଡ ଅନ୍ତର୍ଗତ ଫେବର ରୋଡ–୨ରେ ପୌରପାଳିକା ଓ ସରକାରଙ୍କ ଅନୁମୋଦନକ୍ରମେ ଚାଲିଥିବା ଏକ ବିକାଶମୂଳକ କାର୍ଯ୍ୟକୁ...
ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କ ଉପରେ ବର୍ବର ଆକ୍ରମଣକୁ କଂଗ୍ରେସର ନିନ୍ଦା,ପ୍ରଧାନମନ୍ତ୍ରୀ, ଗୃହ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ...
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂଆଦିଲ୍ଲୀ ଠାରେ କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ ଦମନଲୀଳାର ପ୍ରତିବାଦରେ ଧାରଣା ଦେଇଥିବା ଲୋକସଭାର ବିରୋଧୀ ଦଳ...
ଅନାଥ ଶୁଭମ୍ ଶେଷରେ ସାଇ ବିଜୟନାଥର ପରିଚୟ ପାଇଲା,ଏବେ ଭଦ୍ରକ ଛାଡି ସେ ଗୋଆରେ
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମୟ ଚକ୍ରରେ ନିଜ ପିତାମାତାଙ୍କ ପରିଚୟ ଓ ନିଜ ନାମ ଜାଣିନଥିବା ଯେଉଁ ପିଲାଟିକୁ ଜଣେ କିନ୍ନର ଭଦ୍ରକ ରେଳଷ୍ଟେସନରେ ଭିକ୍ଷାବୃତି...
ଗାନ୍ଧୀବାଦୀ ନେତା ରାମନାରାୟଣ ରାୟଙ୍କ ୯୨ତମ ଜନ୍ମ୍ ଦିବସ ପାଳିତ,ଶୁଭେଚ୍ଛା ଜଣାଇଲେ ପୂର୍ବତନ ପୌରପାଳ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବନ୍ତ ବ୍ଲକ ଆଗରପଡ଼ାରେ ବିଶିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ରାମନାରାୟଣ ରାୟଙ୍କ ୯୨...
ନିଶାମୁକ୍ତ ଭାରତ ଅଭିଯାନ-୨୦୨୬, ଭଦ୍ରକରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା, ୨୩ ଜୁଲାଇ ସୁଦ୍ଧା ପଞ୍ଜୀକରଣ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଯୁବସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବା ଏବଂ ନିଶାମୁକ୍ତ, ସୁସ୍ଥ ଓ ସଶକ୍ତ ଭାରତ ଗଠନ ଲକ୍ଷ୍ୟରେ “ନିଶାମୁକ୍ତ ଭାରତ...
ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ତଥା ସାଇବର ସଚେତନତା ଶିବିର
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ଶିବିର ମନ୍ଦାରୀ ମହାବିଦ୍ୟାଳୟରେ...
ସୋନମ ୱାଙ୍ଗଚୁକଙ୍କ ସମର୍ଥନରେ ମହମବତୀ ପ୍ରଜ୍ୱଳନ ରାଲି
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶିକ୍ଷା କେବଳ ପାଠପଢ଼ାର ମାଧ୍ୟମ ନୁହେଁ, ବରଂ ଏକ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣର ଭିତି। ସେହି ଭିତି ଯେତେବେଳେ ପ୍ରଶ୍ନବିଦ୍ଧ ହୁଏ, ସେତେବେଳେ...
ଧାମରା ସାମୁଦ୍ରିକ ଥାନା ପକ୍ଷରୁ ଏକ ବଗିୟା ମା କା ନାମ ପେ
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମରା ସାମୁଦ୍ରିକ ଥାନା ପକ୍ଷରୁ ପରିବେଶକୁ ସୁସ୍ଥ ସୁନ୍ଦର ଏବଂ ସବୁଜିମାରେ ଭରିଦେବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ...
ଧସୁଛି ଗେଙ୍ଗୁଟି ନଦୀବନ୍ଧ, ରକ୍ଷଣାବେକ୍ଷଣ ଅଭାବରୁ ସୃଷ୍ଟି ହେଲାଣି ବିରାଟ ଘାଇ, ବାଲିବସ୍ତା ଭରସାରେ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ନଦୀବନ୍ଧ ଗୁଡ଼ିକର ସୁଦୃଢ଼ୀକରଣ ଓ ବନ୍ୟା ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ମଞ୍ଜୁର କରୁଛନ୍ତି। ହେଲେ ବିଭାଗୀୟ...
ବିଧବା ବୃଦ୍ଧା ଦେବକୀ ପାଇଁ ସରକାରୀ ଯୋଜନା ସାତସପନ
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମ ପଂଚାୟତ ସ୍ଥିତ କୁଳେଇପଦା ଗ୍ରାମର ବିଧବା ବୃଦ୍ଧା ଦେବକି ଯେନା ଏବେ...
ଭୋଗ ଖାଇବାକୁ ଯାଇଥିବା ବେଳେ ଆକ୍ରମଣ, ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତେଜନା
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ପଂଚାୟତର ବରଗଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମାଳତୀ ସାହୁ...
ପିତୃମାତୃହୀନ ଶିଶୁକୁ ମିଳିଲା ନୂଆ ପରିବାର, ପୋଷ୍ୟସନ୍ତାନ ଗ୍ରହଣ ପ୍ରକ୍ରିୟାରେ ଗୋଆର ଦମ୍ପତିଙ୍କୁ ହସ୍ତାନ୍ତର...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପିତୃମାତୃହୀନ ଶିଶୁମାନଙ୍କୁ ସ୍ନେହ, ସୁରକ୍ଷା ଓ ପାରିବାରିକ ପରିବେଶ ପ୍ରଦାନ କରିବା ଦିଗରେ ଭଦ୍ରକ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆଉ...
ଚରମ୍ପା ଅଂଚଳରେ ନୂତନ ମଦ ଦୋକାନ ନଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର , ଦୋକାନ ଖୋଲିଲେ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଚରମ୍ପା ଅଂଚଳରେ ଏକ ନୂତନ ମଦ ଦୋକାନ ଖୋଲିବାକୁ ଅନୁମତି ନଦେବା ନେଇ ଆଜି ସ୍ଥାନୀୟ ଅଂଚଳର ବହୁ ଜନସାଧାରଣ...
ଅଜଣା ଗାଡ଼ି ଧକ୍କାରେ ଚାଷୀଙ୍କ ମୃତ୍ୟୁ
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଳକ୍ ଅଧିନ ତଳଦୁମୁକା ଗାଁର ଅସହାୟ ଚାଷୀ ଜୟଦେବ ନାୟକ(୬୯) ଝିଅ ଘରୁ ସନ୍ଧ୍ୟା ସମୟରେ ଆରଡି...
























