Snigdha Ray
ଧାମନଗର ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ, ଶିଳାନ୍ୟାସ ହେବ ୧୦୧ କୋଟି ଟଙ୍କାର ପ୍ରକଳ୍ପ
ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧାମନଗର ଗସ୍ତରେ ଆସନ୍ତା ୨୨ ତାରିଖ ଶନିବାର ଦିନ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ...
ଭଦ୍ରକ ପାଲଟିଛି ଗୋଚାଲାଣର ଚରାଭୂଇଁ, କୁମ୍ଭକର୍ଣ୍ଣ ନିଦ୍ରାରେ ପୁଲିସ୍, ଭ୍ୟାନ୍ ଓଲଟି ୧୨ ଗୋରୁ...
ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବେଆଇନ ଗୋରୁ ଚାଲାଣରେ ଭଦ୍ରକ ଏବେ ଗୋରୁ ମାଫିଆଙ୍କର ହବ୍ ପାଲଟିଛି। ଏ ଦିଗରେ ଗୋ ରକ୍ଷକ ମାନେ ନିଜ ଜୀବନକୁ...
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ, ଏକତା ପଦଯାତ୍ରା ଓ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମରେ...
ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି କ୍ରୀଡା ଯୁବ ବିଭାଗ ଏବଂ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ...
ଐତିହାସିକ ତ୍ୟାଗଭୂମି ଭଦ୍ରକର ସର୍ବାଙ୍ଗୀନ ବିକାଶ ନିତାନ୍ତ ଜରୁରୀ, ତ୍ରୟୋଦଶ ଭଦ୍ରକ ମହୋତ୍ସବ ଓ...
ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମା' ଭଦ୍ରକାଳୀଙ୍କ ନାମରେ ନାମିତ ଭଦ୍ରକ ଭୂମିରେ ବହୁ ଧର୍ମ ପ୍ରଚାରକ,ସନ୍ଥ, ମହାପୁରୁଷ, ମନୀଷୀ, ରାଜନେତା ପଦାର୍ପଣ କରିଥିବା ବେଳେ ଏହି ପବିତ୍ର...
କୋହ୍ଲ ହାଇସ୍କୁଲ୍ରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା, ୪୫ପ୍ରକଳ୍ପ ପ୍ରଦର୍ଶିତ, ପିଲାମାନଙ୍କର ବୌଦ୍ଧିକ ଶକ୍ତିର ବିକାଶରେ ବିଜ୍ଞାନ...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ କୋହ୍ଲ ସରକାରୀ ହାଇସ୍କୁଲରେ ବୁଧବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ଏହିମେଳାକୁ ପଂଚାୟତର ସମିତିସଭ୍ୟା...
ଧର୍ମପରାୟଣ ମହିଳାଙ୍କ ପରଲୋକ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରା ଅଂଚଳର ଜଣେ ଧର୍ମପରାୟଣ ମହିଳାଙ୍କ ପରଲୋକ ହୋଇଯାଇଛି। ସଂପୃକ୍ତ ମହିଳା ଆଶାଲତା ମହାପାତ୍ର ୯୪ବର୍ଷ ବୟସର ହୋଇଥିବା ବେଳେ...
ବ୍ଳକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୬୮୭ ପଞ୍ଜୀକୃତ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ଅନୁଷ୍ଟିତ ହୋଇ ଯାଇଛି।ସାଂସଦ ପ୍ରତିନିଧି...
ଭଦ୍ରକ ଜିଲ୍ଲା ଧାନ କ୍ରୟ କମିଟି ସଦସ୍ୟ ଭାବେ ନିଯୁକ୍ତ ଉପେନ୍ଦ୍ର ରାଉଳ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର କୁମାର ରାଉଳ ଆର୍ôଥକ ବର୍ଷ ୨୦୨୫-୨୬ ପାଇଁ ଜିଲା ଧାନ କ୍ରୟ...
ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଜିଲ୍ଲପାଳଙ୍କୁ ଦାବିପତ୍ର
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଟି ଜିଲ୍ଲା ବାସୀଙ୍କୁ ଏକ କର୍ପୋରେଟ ହସ୍ପିଟାଲ ଭଳି ଲାଗୁଥିବା ବେଳେ ଡାକ୍ତରଙ୍କ ଅଭାବ ଓ ନର୍ସିଙ୍ଗ ଷ୍ଟାଫମାନେ...
ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଭାରତ ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା...
କଳା ଓ ସଂସ୍କୃତିର ମାଟି ଭଦ୍ରକରେ ଅନୁଷ୍ଠିତ ହେବ ଏବିଭିପିର ସ୍ୱର୍ଣ୍ଣଜୟନ୍ତୀ ୫୦ତମ ରାଜ୍ୟ...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଭଦ୍ରକରେ ଅନୁଷ୍ଠିତ ହେବ ସ୍ୱର୍ଣ୍ଣ ଜୟନ୍ତୀ ଅର୍ଥାତ ୫୦ ତମ ରାଜ୍ୟ...
ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ସିଧା ପ୍ରସାରଣ କାର୍ଯ୍ୟକ୍ରମ, ଯୋଗଦେଲେ ଜିଲାର ୨୫୦...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତାମିଲନାଡୁ କୋଏମବାଟୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ତମ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ସଂପର୍କରେ ଦେଇଥିବା ଅଭିଭାଷଣ ଆଜି...
ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରର ୮ ମାସ ପରେ ପିଲା ଜନ୍ମ କଲେ ମହିଳା, ପରୀକ୍ଷା...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ପାରଡିଆ ଗାଁର ବାସ କରୁଥିବା ଦଳିତ ଗରିବ ପରିବାରର ମନ୍ଦାକିନୀ ମଳିକ (୩୦...
ଦିଗଛିଆ-ବାଂଶଡା ରାସ୍ତା ପ୍ରକଳ୍ପ ମିଆଦୀ ପରେ ମଧ୍ୟ କାର୍ଯ୍ୟ ଶେଷ ନେଇ ପ୍ରଶ୍ନବାଚୀ, ପିଚୁ...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦିଗଛିଆ-ବାଂଶଡା ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗ ହୋଇଥିବା ନେଇ ଅଂଚଳବାସୀ ଅଭିଯୋଗ ଆଣିଥିବା ବେଳେ ଏହି ରାସ୍ତା କାର୍ଯ୍ୟ କେବେ ସଂପୂର୍ଣ...
ଅଣ୍ଡର ୨୩ ମହିଳା କ୍ରିକେଟ ଓଡ଼ିଶା ଦଳରେ ଭଦ୍ରକର ପୂଜାରାଣି
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିସିସିଆଇ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ଅଣ୍ଡର ୨୩ ମହିଳା କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ ୩ ଟି ମ୍ୟାଚ୍ ପାଇଁ ଓଡ଼ିଶା...
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ଓଡ଼ିଶାର ଲୋକପ୍ରିୟ ନିର୍ଭୀକ ତଥା ଦୁଃସାହାସିକ କର୍ମବୀର...
ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଥିଲେ ପ୍ରକୃତରେ ଝଡ଼ର ଇଗଲ ଏବଂ ଦୁଃସାହସ ଥିଲା ତାଙ୍କ ବ୍ୟକ୍ତିତ୍ୱର ଭୂଷଣ । ଓଡ଼ିଶା...
ଭଦ୍ରକ ବିଧାୟକଙ୍କ ଅଭିନ୍ୱ ପ୍ରୟାସ, ଗୋ ମାତାଙ୍କ ଦୁର୍ଘଟଣାର ସୁରକ୍ଷା ପାଇଁ ୫୦ ଟି...
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ନିକଟ ଅତୀତରେ ରାନ୍ଦିଆ ପଞ୍ଚାୟତରେ ବଢ଼ୁଥିବା ଗୋମାତାଙ୍କ ଦୁର୍ଘଟଣାଗୁଡ଼ିକୁ ଗୁରୁତ୍ୱ ଦେଇ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ମାର୍ଗଦର୍ଶନରେ ଏକ ଗୁଣାତ୍ମକ ପ୍ରୟାସ...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଚାନ୍ଦବାଲି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ...
ଯୁଧିଷ୍ଠିର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ବନ୍ତ ବ୍ଲକ ଅଣିଜୋ ପଂଚାୟତ ଯୁଧିଷ୍ଠିର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଜନଗର ମଙ୍ଗଳପୁର ପରିସରରେ ଆଜି ବିଦ୍ୟାଳୟ...
ଆଗରପଡା କଲେଜରେ ମହତାବଙ୍କ ଜନ୍ମ ଶତ ବାର୍ଷିକ
ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ମହାବିଦ୍ୟାଳୟ ପରିସରରେ ଆଜି ଯୋଗଜନ୍ମା ପୁରୁଷ ନବ ଉତ୍କଳର ନିର୍ମାତା ଡ.ହରେକୃଷ୍ଣ ମହତାବଙ୍କ ୧୨୫ ତମ ଜନ୍ମ ଶତ ବାର୍ଷିକୀ...
























