Home Authors Posts by Snigdha Ray

Snigdha Ray

7418 POSTS 0 COMMENTS

ସମଗ୍ର ଉତ୍କଳରେ ଭଦ୍ରକର କଳା ସଂସ୍କୃତି ର ସ୍ଥାନ ସ୍ୱତନ୍ତ୍ର ରହିଛି,ଦଶମ ଭଦ୍ରକ ସାଂସ୍କୃତିକ...

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଭୂମି ତ୍ୟାଗ,ତିତିକ୍ଷା, ସଂଗ୍ରାମ ଓ ବଳିଦାନର ଭୂମି ଭାବେ ଯେପରି ଦେଶର ସ୍ୱାଧୀନତା ସଂଗ୍ରାମ ପୃଷ୍ଠାରେ ସୁବର୍ଣ୍ଣ ସ୍ୱାକ୍ଷର ଆଙ୍କିଛି...

ଅଖଣ୍ଡ ଓଡ଼ିଶାର ଗାଥା ବହନ କରୁଛି ‘ମୁଁ ଓଡ଼ିଆ ପ୍ରତିଷ୍ଠାନ’,ଏପ୍ରିଲ ପ୍ରଥମ ସପ୍ତାହରେ ପାଳିତ...

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ସମୟ ଆସିଛି ଆମ ସମସ୍ତଙ୍କୁ ଅଖଣ୍ଡ ଓଡ଼ିଶାକୁ ଅଖଣ୍ଡ ରଖିବାକୁ ହେବ। ଓଡ଼ିଆ ଭାଷାକୁ ସମୃଦ୍ଧ କରିବାକୁ ହେବ। ପ୍ରାଚୀନ...

ସାହାଡାପଲ୍ଲୀ,ଓଳମ ଓ ଜିରିଣା ରାସ୍ତା ନିର୍ମାଣ କେବେ? ଭିତିିି ପ୍ରସ୍ତରକୁ ୫ ମାସ ପୂରିବ

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ୨ଟି ପଚାଂୟତର ଗ୍ରାମ୍ୟ ଉନ୍ନୟନ ବିଭାଗର ୨ଟି ରାସ୍ତାକୁ ଆଜକୁ ୪ ମାସ ପୂର୍ବେ ଭଦ୍ରକ...

ଧାମନଗର ଯାଦବ ସଂଘ ପକ୍ଷରୁ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଆର୍ôଥକ ସହାୟତା

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘୋଇଇ କମ୍ପାନୀରେ କାର୍ଯ୍ୟରତ...

ଚାନ୍ଦବାଲି ଜଳସମ୍ପଦ ବିଭାଗର ବିବାଦୀୟ ସହକାରୀ ଯନ୍ତ୍ରୀଙ୍କ ପୁନଃ ବଦଳି ପାଇଁ ଯନ୍ତ୍ରୀ ମୁଖ୍ୟଙ୍କ...

0
ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାନ୍ଦବାଲି ଠାରେ ଥିବା ଜଳ ସମ୍ପଦ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କ ପୁନଃ ବଦଳି ଦାବୀ କରିଛନ୍ତି ଅଂଚଳବାସୀ। ଏ ନେଇ...

ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚଳର ବିକାଶ ହୋଇଥାଏ ,ଦଶମ ଭଦ୍ରକ ସାଂସ୍କୃତିକ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମହୋତ୍ସବ ମାଧ୍ୟମରେ ସମ୍ପର୍କ ଓ ନିଜ ଅଂଚର ବିକାଶ ହୋଇଥାଏ । ଭଦ୍ରକ ଜିଲ୍ଲା ହେଉଛି ତ୍ୟାଗର ମାଟି । ସମଗ୍ର ଓଡ଼ିଶା...

ଉତ୍କଳ ସେବା ସଂଘ ପକ୍ଷରୁ ମୃତ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ଆର୍ôଥକ ସହାୟତା

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କଲ୍ୟାଣୀ ପଂଚାୟତର ଯୁବକ ଦୀପକ ବାରିକ (୩୩) ଦାଦନ ଖଟିବାକୁ ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ...

ମହତାବଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଗରପଡା ବରିଷ୍ଠ ନାଗରିକ ସୁରକ୍ଷା ମଂଚ ପକ୍ଷରୁ ଡ.ହରେକୃଷ୍ଣ ମହତାବଙ୍କ ୩୯ ତମ ପୂର୍ଣ୍ଣ୍ୟ ତିଥି ପାଳିତ ହୋଇଯାଇଛି । ମଂଚ ସଭାପତି...

ଜନ ପ୍ରତିନିଧିଙ୍କୁ ନବ ବର୍ଷ ଅଭିନନ୍ଦନ ଜଣାଇଲେ କର୍ମୀ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜନପ୍ରତିନିଧି ଓ କର୍ମୀ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଜଣକୁ ଛାଡି ଅନ୍ୟ ଜଣକର କଳ୍ପନା କରାଯାଇ ପାରିବ ନାହିଁ...

ନିଶ୍ଚନ୍ତପୁର ସମବାୟ ସମିତିର ବାର୍ଷିକ ସାଧାରଣ ସଭା ,ସମିତିର ସ୍ଥିତି ସୁଦୃଢ଼ ହେଲେ ଚାଷୀମାନେ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ନିଶ୍ଚନ୍ତପୁର ସେବା ସମବାୟ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ସମିତିର ପ୍ରଶାସନିକ...

ରାହାଞ୍ଜ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ରାହାଞ୍ଜ ସେବା ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସମବାୟ ସମିତିର ସଭାପତି ତପନ...

ଜିଲ୍ଲା ସ୍ତରୀୟ ଫୁଟବଲ ପ୍ରତିଯୋଗତା ଉଦଘାଟିତ

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଥ୍ ଲେଟିକ ସଂଘ ଆନୁକୂଲ୍ୟରେ , ରାମେଶ୍ୱର ପଡିଆ ,ରାନ୍ଦିଆ ଠାରେ ୨ ଜାନୁଆରୀ ରୁ ଆରମ୍ଭ ହୋଇ...

୬୩ ବର୍ଷର ବିଦ୍ୟାଳୟ ପ୍ରତି ସରକାରଙ୍କ ଅବହେଳା ,ମୌଳିକ ସୁବିଧାରୁ ବଂଚିତ ହରିଜନ ଛାତ୍ରଛାତ୍ର,ନଦୀ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଶିକ୍ଷାର ବିକାଶ ଓ ଗରିବ ଶ୍ରେଣୀର ପିଲାଙ୍କ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ବାସ୍ତବ...

ଧାମରାରେ ବେଳାଭୂମି ପର୍ଯ୍ୟଟନ ବନାମ ଜେଟ୍ଟୀ ,ତଟ୍ଟ ସୁରକ୍ଷା କେନ୍ଦ୍ର ସ୍ଥାପନା ସହ ରାଡାର...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମରାରେ ପର୍ଯ୍ୟଟନ ଶିଳ୍ପର ବିକାଶ ହେବାର ସମୟ ଆସିଛି ଏହି ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରିଲେ କେବଳ ପର୍ଯ୍ୟଟନ...

ଧାନକଟା କୁ ନେଇ ତୁୁମୁଳ କାଣ୍ଡ,ଗଣ୍ଡଗୋଳରେ ୪ ଆହତ, ପୋଡିଦେଲେ ଘର

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଆଗରପଡା ଥାନା ଅଧିନ ସୁଆଁପଦା ଗ୍ରାମର ଧାନ କଟା ମେସିନ୍‌କୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୁମୁଳ କାଣ୍ଡ...

ପିରାହାଟ ହାଇସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ଅଂଚଳ ବାସୀଙ୍କ ବିରୋଧ,ମଦ ଦୋକାନ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ପୀରହାଟ ଶାନ୍ତି ଶୈଳେନ୍ଦ୍ର ହାଇସ୍କୁଲ ନିକଟରେ ବିଦେଶୀ ମଦ ଦୋକାନ ଖୋଲିବାକୁ ସ୍ଥିର ହୋଇଛି।...

ଭଗତ ସେନାର ପ୍ରମୁଖ ବିଧାୟକ ସୀତାଂଶୁ ମହାପାତ୍ରଙ୍କ ଶୀତବସ୍ତ୍ର ବଂଟନ ଓ ଦିବ୍ୟାଙ୍ଗ ପିଲାଙ୍କ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନୂଆବର୍ଷ କେବଳ ଉତ୍ସବ ନୁହେଁ,ଏହା ହେଉଛି ସେବା ଓ ସମର୍ପଣର ସଂକଳ୍ପ।"ଶହିଦ୍ ଭଗତ୍ ସେନା" ପରିବାରର ପକ୍ଷରୁ ଏହି ପବିତ୍ର ନୂଆବର୍ଷ...

ଭଦ୍ରକ ବିଧାନସଭା କ୍ଷେତ୍ରରେ ଭାଙ୍ଗୁଛି ବିଜେଡି ଗଡ,୪ଟି ପଂଚାୟତର ଶତାଧିକ ନିର୍ବାଚିତ ପ୍ରତିନିଧି ଶଙ୍ଖ...

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଗଡ କ୍ରମଶଃ ନିଶ୍ଚିହ୍ନ ହେବାକୁ ବସିଛି। ନିକଟରେ ରାଜ୍ୟ ବିଜେଡିର ସଂପାଦକ ପଦରୁ ଇସ୍ତଫା...

ଭଦ୍ରକ ସହରରେ ଅମାନିଆଙ୍କ ଦୋକାନ ଉପରେ ବୁଲିଲା ବୁଲଡୋଜର

0
ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରରେ ପୁଣି ଜବରଦଖଲକାରୀଙ୍କ ଦୋକାନଘର ଉପରେ ଚାଲିଲା ବୁଲଡୋଜର। ଏଠାରେ ସୂଚନାଯୋଗ୍ୟ ୨୦୨୪ ମସିହା ଅଗଷ୍ଟ ମାସରୁ ଏହି ସହରରେ...

କନିକାର ପ୍ରଜାନେତା ବିପ୍ଲବୀ ଚକ୍ରଧର ବେହେରାଙ୍କ ୫୩ତମ ଶ୍ରାଦ୍ଧ ବାର୍ଷିକ ସମାରୋହ ପାଳିତ

0
ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କନିକା ଅଂଚଳର ଉନ୍ନତି ପାଇଁ ଆଜୀବନ ସଂଗ୍ରାମ କରିଥିବା ତଥା ଭାରତୀୟ ସ୍ୱାଧିନତା ପୃଷ୍ଠ ଭୁମିରେ କନିକା କୃଷକ ଆନ୍ଦୋଳନର ପ୍ରମୂଖ...