Home Authors Posts by Santosh Nayak

Santosh Nayak

468 POSTS 0 COMMENTS

ଭୂମିହୀନଙ୍କୁ ଜାଗାମିଶନ କାର୍ଯ୍ୟକ୍ରମରେ ପଟ୍ଟା ପ୍ରଦାନ ସହ ହିତାଧିକାରୀଙ୍କୁ ମିଳିଲା ଭତ୍ତା

0
ଟିଟିଲାଗଡ଼ ୧୧ା୯(ଓଡିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ପୌରପରିଷଦ ଆନୁକୂଲ୍ୟରେ ଭୂମିହୀନଙ୍କୁ ଜାଗା ପଟ୍ଟା ବଣ୍ଟନ ସହ ଅସହାୟଙ୍କୁ ଭତ୍ତା ପ୍ରଦାନ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ 'ଜାଗା ମିଶନ' ଆୟୋଜିତ ହୋଇଯାଇଛି। ଏହି...

ଝାଡା, ବାନ୍ତିରେ ଜଣଙ୍କର ଶୋଚନୀୟ ମୃତ୍ୟୁ, ୩୨ ଆକ୍ରାନ୍ତ

0
ଟିଟିଲାଗଡ଼ ୯-୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ରୁ ପାଞ୍ଚ କି.ମି ଦୂର ସିରୁଲ ଗ୍ରାମରେ ଝାଡା, ବାନ୍ତିରେ ୩୨ ଜଣ ଆକ୍ରାନ୍ତ ହୋଇ ଥିବା ବେଳେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ସୂଚନା...

ବରିଷ୍ଠ ନାଗରିକଙ୍କୁ ନେଇ ସ୍ୱାସ୍ଥ୍ୟ କର୍ମଶାଳା ଅନୁଷ୍ଠିତ

0
ଟିଟିଲାଗଡ଼ ୯-୯ (ଓଡ଼ିଆ ପୁଅ) ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସଚେତନତାକୁ ନେଇ ଏକ କର୍ମଶାଳାର ଆୟୋଜନ ହୋଇଯାଇଛି। ଏହି କର୍ମଶାଳାରେ ଅନେକ ସଂଖ୍ୟାରେ ବରିଷ୍ଠ ନାଗରିକ ଯୋଗଦାନ...

ଟିଟିଲାଗଡ଼ କୁମୁଡ଼ା ପାହାଡରେ ଆରମ୍ଭ ହେବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ : ତାପମାତ୍ରା ହ୍ରାସ...

0
ଟିଟିଲାଗଡ଼ ୧୪ -୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ତତଲାଗଡ଼ ରୂପେ ପରିଚିତ ଟିଟିଲାଗଡ଼ ର ଲଣ୍ଡା କୁମୁଡ଼ା ପାହାଡ଼ ଉପରେ କୁମୁଡ଼ା ସୁରକ୍ଷା ସମିତି ତରଫରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ...

ଜେଲ କଡରେ ଦୋକାନ ଗୃହ ନିର୍ମାଣ ବନ୍ଦ କରିବାକୁ ଦାବି

0
ଟିଟିଲାଗଡ଼ ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ କାରାଗାର ବା ସବ ଜେଲ କଡରେ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ନେଇ ତୀବ୍ର ବିରୋଧ କରାଯାଉଛି। ପ୍ରକାଶ ଯେ, ଏହି ସବ...

ବିଷାକ୍ତ ଛତୁ ଖାଇ ତେର ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ

0
ଟିଟିଲାଗଡ଼ ୮-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ ଡିଭିଜନ ଅନ୍ତର୍ଗତ ମାଧିଗୁଡା ଗ୍ରାମର ୧୩ ଜଣ ବିଷାକ୍ତ ଛତୁ ଖାଇ ଗୁରୁତର ଅବସ୍ଥାରେ ଟିଟିଲାଗଡ଼ ଡାକ୍ତର ଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି।...

ସରକାରୀ ଡାକ୍ତରଖାନାରେ ବେଆଇନ ପରୀକ୍ଷା ଗାର: ରଞ୍ଜନ ରଶ୍ମି ସେବା ବନ୍ଦ କଲା ରୋଗୀ...

0
ଟିଟିଲାଗଡ଼ ୯-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଗତ କିଛି ଦିନ ହେବ ଏକ୍ସରେ କେନ୍ଦ୍ରଟି ବନ୍ଦ କରିଦିଆଯାଇଥିବା ନେଇ ଅସନ୍ତୋଷ...

କୋଟି ପତି ସାମ୍ବାଦିକ ଗିରଫ, ଜାଲ ଜି.ଏସ.ଟି ଠକେଇ

0
ଟିଟିଲାଗଡ଼ ୯ ଅଗଷ୍ଟ (ଓଡ଼ିଆ ପୁଅ/ସନ୍ତୋଷ ପତି) ଟିଟିଲାଗଡ଼ର ଜଣେ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଗଣ ମାଧ୍ୟମର ସାମ୍ବାଦିକ ବୋଲାଉ ଥିବା ଜଣେ ଯୁବକଙ୍କ ଘରେ ଆୟ ବହିର୍ଭୁତ ସମ୍ପତି ଠୁଳ ନେଇ ବିଭାଗୀୟ...

ରକ୍ତଦାନ ଶିବିର ଆୟୋଜନ: ୩୧ ୟୁନିଟ ରକ୍ତ ସଂଗ୍ରହ

0
ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସ୍ଥାନୀୟ ମହାବୀର ପଞ୍ଚାୟତ ଧର୍ମଶାଳା ଠାରେ ପରିଡ଼ା ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ରକ୍ତଦାନ ଶିବିର ରେ ମୋଟ...

ପିଅନ କରୁଛନ୍ତି ବ୍ୟାଙ୍କର ସମସ୍ତ କାମ: ମୋବାଇଲରେ ବ୍ୟସ୍ଥ ବ୍ୟାଙ୍କ ଅଧିକାରୀ

0
ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଶାଖା କର୍ମଚାରୀଙ୍କ ମନମୁଖୀ ଓ ଖାମଖିଆଲ କାର୍ଯ୍ୟକଳାପ ଯୋଗୁଁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ବ୍ୟାଙ୍କ...

ଟିଟିଲାଗଡ଼କୁ ସରକାରୀ ସେବା ବନ୍ଦ: ବିଭାଗୀୟ ମୁଖ୍ୟ ଦୃଷ୍ଟି ଦେବାକୁ ଦାବୀ

0
ଟିଟିଲାଗଡ଼ ୭-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହରକୁ ଆଜି ସୁଦ୍ଧା କୌଣସି ଗୋଟିଏ ବି ସରକାରୀ ବସ ଚଳାଚଳ କରୁ ନ ଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ...

ପଶ୍ଚିମ ଓଡିଶାର ଗଣ ପର୍ଵ ‘ନୁଆଁଖାଇ’ ପାଇଁ ଲଗ୍ନ ଧାର୍ଯ୍ୟ

0
ବଲାଙ୍ଗୀର ୫-୮ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ପଶ୍ଚିମ ଓଡ଼ିଶାର ଗଣ ପର୍ବ 'ନୂଆଖାଇ' ନିମନ୍ତେ ଲଗ୍ନ ଧାର୍ଯ୍ୟ କରାଯାଇଛି। ଏହି ଗଣପର୍ବ ନୂଆଁଖାଇ ନେଇ ବଲାଙ୍ଗୀର ଜିଲ୍ଲା ଜ୍ୟୋତିଷ ପଣ୍ଡିତ ମହାସଭାରେ ଏକ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ।

0
ବଲାଙ୍ଗୀର ୨୯-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଆଇନ ସେବା ପ୍ରାଧିକାରଣ ତରଫରୁ ବୃକ୍ଷ ରୋପଣ ଅଭିଯାନ ଆରମ୍ଭ କରାଯାଇଛି। ପ୍ରକାଶ ଯେ ଦିନକୁ ଦିନ ବୃକ୍ଷ କ୍ଷୟ ହେବା ଓ...

ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
ଟିଟିଲାଗଡ଼ ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଙ୍କ ଅଧ୍ୟକ୍ଷତାରେ ତାଙ୍କ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ...

ସାପ କାମୁଡାରେ ଜଣଙ୍କ ମୃତ୍ୟୁ: ଦୁଇ ମାସରେ ୧୩ ଆକ୍ରାନ୍ତ

0
ଟିଟିଲାଗଡ଼ ୨୭-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ), ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଲିମପଡା ଗ୍ରାମ ର ପ୍ରତିମା ସାହୁ ନାମ୍ନୀ (୪୮) ଜଣେ ମହିଳା ସାପ କାମୁଡା ରେ...

ଚାଷୀ ଆତ୍ମହତ୍ୟା: ସାର ପିଇ ଜୀବନ ହାରିଲେ ଯୁବଚାଷୀ

0
ଟିଟିଲାଗଡ଼ ୨୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ୍ଡିଭିଜନ ଅନ୍ତର୍ଗତ ସଇଁତଲା ଥାନା ଅଧିନସ୍ଥ ଧରବଗଡ଼ ଗ୍ରାମ ର ସୀତାରାମ ମାଝୀ ନାମକ ଜଣେ(୩୧) ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ପ୍ରକାଶ ଯେ...

ଝାଡାରେ ଆକ୍ରାନ୍ତ ୧୧ ବର୍ଷୀୟା ଝିଅର ଚିକିତ୍ସା ଅଭାବରୁ ମୃତ୍ୟୁ ନେଇ ଉତ୍ତେଜନା

0
ଟିଟିଲାଗଡ଼ ୨୩-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦେସିଲ ଗ୍ରାମର ଉର୍ମିଳା କୁମ୍ଭାର ନାମକ ଜଣେ ୧୧ ବର୍ଷୀୟା ଝିଅର ଝାଡା, ବାନ୍ତିରେ ଶୋଚନୀୟ ମୃତ୍ୟୁ ବରଣ କରିଥିବା ପରିବାର...

ବଲାଙ୍ଗୀର ଜିଲ୍ଲା ସମବାୟ ସମିତିର ସମ୍ପାଦକଙ୍କ ବିରୋଧରେ ଚାଷୀଙ୍କ ଟଙ୍କା ହଡ଼ପ ନେଇ ଥାନାରେ...

0
ଟିଟିଲାଗଡ଼ ୨୧ ଜୁଲାଇ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ଉପଖଣ୍ଡ ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ସମିତି ଅଧୀନସ୍ତ ବଡ଼ତେନତେଲଖୁଣ୍ଟି ତଥା ମାଲିସିରା ସୋସାଇଟିର ଦୁଇ ଜଣ ସମ୍ପାଦକଙ୍କ ବ୍ୟାପକ ଦୁର୍ନୀତି ନେଇ...

୨୦୧୧ ମସିହାରୁ ଜେଲରେ ରହି ନିର୍ଦ୍ଦୋଶରେ ଖଲାସ ହେଲେ

0
ଟିଟିଲାଗଡ଼ ୨୦-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଦୋଷୀ ପଛେ ଦଣ୍ଡ ନ ପାଉ, ନିର୍ଦ୍ଦେ।ଶୀକୁ ଦଣ୍ଡ ନ ମିଳୁ ବୋଲି ପ୍ରବାଦ ଥିବା ବେଳେ। ବିନା ଦୋଷରେ ଦୀର୍ଘ ବର୍ଷ ଧରି ଜେଲର...

ଟିଟିଲାଗଡ଼ ସହର ମଝିରୁ ମଦଭାଟି ସ୍ଥାନାନ୍ତର କରିବ, ମହିଳା ସ୍ୱୟଂ ସହାୟକ ଗୋଷ୍ଟି

0
ଟିଟିଲାଗଡ଼ ୧୮-୭ (ଓଡ଼ିଆ ପୁଅ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ମହୁଲପଡା ଗ୍ରାମ ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଟି ତରଫରୁ ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଆହ୍ବାନ ଦିଆଯାଇଛି। ପ୍ରକାଶ...