Home Authors Posts by Pramod Kumar Ray

Pramod Kumar Ray

9097 POSTS 0 COMMENTS

ଭଦ୍ରକ : ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକର ବିଭିନ୍ନ ଅନୁଷ୍ଠାନ, ସଂସ୍ଥା, ରାଜନୈତିକ ଦଳ ସେମାନଙ୍କ ପ୍ରତିଷ୍ଠାନ, କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି।ବସ୍ ସିଣ୍ଡିକେଟ : ଭଦ୍ରକ...

ଭଦ୍ରକ ସଖୀ ସେଣ୍ଟରରେ ବରିଷ୍ଠ ନାଗରିକ ମହାସଂଘର ୭୪ତମ ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ୭୪ତମ ସ୍ୱାଧୀନତା ଦିବସ ଭଦ୍ରକ ୱାନ୍‌ଷ୍ଟପ୍ କାର୍ଯ୍ୟାଳୟରେ ପାଳନ କରାଯାଇଥିଲା। ଏଥିରେ ଇନରହୁଇଲ କ୍ଲବ...

ପୁଣ୍ୟଉତ୍କଳ ସଂଗଠନ ତରଫରୁ ପତକା ଉତ୍ତୋଳନ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣ୍ୟଉତ୍କଳ ସଂଗଠନ ତରଫରୁ ସ୍ଥାନୀୟ ସ୍ୱରାଜବାର୍ତ୍ତା କାର୍ଯ୍ୟାଳୟଠାରେ ୭୪ ତମ ସ୍ୱାôଦନତା ଦିବସ ପାଳିର ହୋଇଯାଇଛି। ମୁଖ୍ୟଅତିଥିଭାବେ ଅଧ୍ୟାପକ ନିହାର ରଂଜନ...

ଯୁବଯାଦବ ମହାସଭା ପକ୍ଷରୁ ପତାକା ଉତ୍ତୋଳନ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଯୁବଯାଦବ ମହାସଭା ପକ୍ଷରୁ ବାଇପାସ ସ୍ଥିତ କାର୍ଯ୍ୟାଳୟଠାରେ ପତାକା ଉତ୍ତୋଳନ କରିଥିଲେ। ଯୁବଯାଦବ ସଭାପତି ରବି ନାରାୟଣ ଖିଲାରମୁଖ୍ୟ ଅତିଥ ôଭାବେ, ମୁଖ୍ୟବକ୍ତା...

ଯୁବଯାଦବ ଓ କୋଲକତା ଯାଦବ ମହାସଭା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ଯୁବ ଯାଦବ ମହାସଭା ଓ କୋଲକତା ଯାଦବ ମହସଭା ପକ୍ଷରୁ ବାସୁଦେବପୁର ବ୍ଲକର ୩ଟି ପଞ୍ଚାୟତରେ ବିଶ୍ୱର ମହାମାରୀ ରୋଗ...

ଧାମରାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ଅଂଚଳରେ ୭୪ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ଧାମରାଠାରେ ଥିବା ଭାରତୀୟ ମଜଦୁର ସଂଘ ଅଫିସ...

ଆଦାନି ଡିଏଭି ପବ୍ଲିକ ସ୍କୁଲରେ ୭୪ତମ ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚଳିତ ବର୍ଷ କରୋନା ମହାମାରୀ ଜନିତ ଆତଙ୍କ ହେତୁ ସମଗ୍ର ଦେଶରେ କଡ଼ା କଟକଣା ମଧ୍ୟରେ ନିରାଡ଼ମ୍ବର ଭାବରେ ସ୍ୱାଧୀନତା ଦିବସ ପାଳିତ...

ଭଦ୍ରକ ଓକିଲ ସଂଘ ପକ୍ଷରୁ ପବିତ୍ର ସ୍ୱାଧୀନତା ଦିବସ ପାଳିତ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଓକିଲ ସଂଘ ପକ୍ଷରୁ ପବିତ୍ର ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭଦ୍ରକ ଓକିଲ ସଂଘର ସଭାପତି ଦିଲୀପ ମହାପାତ୍ର...

ଆଦାନୀ ଧାମରା ପୋର୍ଟରେ ସ୍ୱାଧିନତା ଦିବସ ପାଳିତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦାନୀ ଧାମରା ପୋର୍ଟ ପରିସରରେ ଥିବା ରଙ୍ଗମଂଚ ପ୍ୟାରେଡ ଗ୍ରାଉଣ୍ଡଠାରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଧାମରା...

କୋବିଡ଼ ନିୟମ ମାନି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ

0
ଭଦ୍ରକ, ୧୭-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ଜିଲ୍ଳା ସ୍ତରୀୟ ୭୪ତମ ସ୍ୱଧୀନତା ଦିବସ ଉତ୍ସବ କୋବିଡ ନିୟମ ମାନି ନିରାଡମ୍ବର ଭାବେ ସୀମିତ ଅତିଥିଙ୍କ...

ନୂଆ ୧୦୪ ଆକ୍ରାନ୍ତ ଚିହ୍ନଟ : ପରୀକ୍ଷଣ ସଂଖ୍ୟା ବଢିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି...

0
ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ପୁଣି ଚିହ୍ନଟ ହୋଇଛନ୍ତି ୧୦୪ ନୂଆ ଆକ୍ରାନ୍ତ। ଯାହା ଫଳରେ ଜିଲ୍ଳାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୪ ହୋଇଛି। ସେମାନଙ୍କ ମଧ୍ୟରୁ...

ରାଜପଥରେ ଜଳିଗଲା ବିସ୍କୁଟ ବୋଝେଇ କଣ୍ଟେନର

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ସହରର ସାହାପୁର ଛକରେ ଅପରାହ୍ନରେ ଏକ ବିସ୍କୁଟ ବୋଝେଇ ଟ୍ରକ ଜଳିଯିବା ଘଟଣା ଆଲୋଚନାର ବିଷୟ ହୋଇଛି। ନିଆଁକୁ ଆୟତ...

ନିଆଁରେ ପୋଡି ଯୁବତୀ ମୃତ

0
ଭଦ୍ରକ, ୧୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଓଲଙ୍ଗ ବେହେରାସାହି ଗ୍ରାମରେ ଅଗ୍ନିକାଣ୍ଡ ଘଟି ଘର ସହିତ ଜଣେ ଯୁବତୀ ଜଳିଯାଇଛନ୍ତି। ଯୁବତୀ ଜଣଙ୍କ ଖଗେଶ୍ୱର...

ମାନବାଧିକାର ସୁରକ୍ଷା ନାମରେ ଜାଲିଆତି ଅଭିଯୋଗ

0
ଭଦ୍ରକ, ୧୫-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) --ଭଦ୍ରକ ଜିଲ୍ଲାରେ ମାନବାଧିକାର ନାମରେ ଅନେକ ଜାଲିଆତି ସଂସ୍ଥା କାୟା ବିସ୍ତାର କରିଅଛନ୍ତି। ନିରୀହ ଓ ସାଧାରଣ ଲୋକଙ୍କୁ ଶୋଷଣ କରୁଛନ୍ତି ଠକ...

ଯୁକ୍ତଦୁଇ ଫରୀକ୍ଷାଫଳ ବାହାରିଲା ହେଲେ ହବ୍‌ରେ ପ୍ରଶ୍ନପତ୍ର ଏଯାଏ ଜଗିରହିଛି ପୁଲିସ

0
ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତ ମାର୍ଚ୍ଚ ୨୨ ତାରିଖଠାରୁ ଜନତାକର୍ଫ୍ୟ ଘୋଷଣା ଓ ତା’ ପରଠାରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରିହେବା...

ନିଜ ଜମିରେ ଚାଷ କରିପାରିବ ନାହିଁ ବୋଲି ଦେଇଥିଲେ ଧମକ – ମାଡ଼ମାରି ବେକରେ...

0
ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତିହିଡ଼ି ଥାନା ଅଧୀନ କାଁପଡ଼ା ପଞ୍ଚାୟତ ଅଧୀନ ତଳକାଁପଡ଼ା ଗ୍ରାମରେ ଏକ ପରିବାରକୁ ଆକ୍ରମଣ କରିବା ଏବଂ ପରିବାର ମୁଖ୍ୟଙ୍କୁ ଆକ୍ରମଣ...

ଦିନକରେ ସର୍ବାଧିକ ୧୧୮ ଆକ୍ରାନ୍ତ ଚିହ୍ନଟ ଧାମନଗର ଏନ୍‌ଏସି ସୋମବାର ଓ ମଙ୍ଗଳବାର...

0
ଭଦ୍ରକ, ୧୪-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାରେ କରୋନାର ଦୃତ ସଂକ୍ରମଣ ହେବାରେ ଲାଗିଛି। ଆଜି ଜିଲ୍ଲାରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ୧୧୮ଜଣ ଆକ୍ରାନ୍ତ...

କରୋନା କବଳରେ ସମଗ୍ର ପୌରାଞ୍ଚଳ, ଚେତୁ ନାହାନ୍ତି ପୌରବାସୀ

0
ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମହାମାରୀ କ;ରୋନା ଏହାର କାୟା ବିସ୍ତାର କରି ଚାଲିଛି। ବିଶେଷକରି ଭଦ୍ରକ ପୌରାଞ୍ଚଳରେ ଏହି ମହାମାରୀ ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି।...

ରାଜପଥ ପ୍ରଶସ୍ତିକରଣ; ତୃଟିପୂର୍ଣ୍ଣ ସୁରକ୍ଷା ପ୍ରାଚୀର, ଭୁଷୁଡିବ ୨ମହଲା କୋଠା

0
ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୬ ଜାତୀୟ ରାଜପଥ ପ୍ରଶସ୍ତିକରଣ କାର୍ଯ୍ୟ ସମୟରେ ଠିକାସଂସ୍ଥା ଦିଲ୍ଲିପ ବିଲ୍ଡି କର୍ପୋରେସନ କତ୍ତୃପକ୍ଷ ଉପଯୁକ୍ତ ଭାବେ ‘ଯ’ ନାଳର ସୁରକ୍ଷା...

ବଧୂହତ୍ୟା ଅଭିଯୋଗ; ୩ ଅଭିଯୁକ୍ତ କୋର୍ଟ ଚାଲାଣ

0
ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଷୋଳମପୁର ପଞ୍ଚାୟତ ବିରୋଳି ରାଜସ୍ୱ ଗ୍ରାମର ଦାଣ୍ଡକୂଳ ସାହିରେ ଗତ ବୁଧିାର ଘଟିଥିବା ବଧୂହତ୍ୟା ଅଭିଯୋଗରେ ତିନି ଅଭିଯୁକ୍ତଙ୍କୁ...