Home Authors Posts by Dushmanta Kumar Panda

Dushmanta Kumar Panda

325 POSTS 0 COMMENTS

ଉକ୍ରଳ ଗ୍ରାମୀଣ ବ୍ୟାଙ୍କରେ ଜାଲିଆତି, ଶାଖା ପରିଚାଲକ ଓ କ୍ୟାସିୟର ଗିରଫ

0
କଳାହାଣ୍ଡି – ୨୨.୧୨.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ମୋଟେରସ୍ଥିତ ଉକ୍ରଳ ଗ୍ରାମୀଣ ବ୍ୟାଙ୍କ ଶାଖାରେ ୧କୋଟୀ ୨୩ ଲକ୍ଷ ୩୦ ହଜାର ୧୮୦ ଟଙ୍କାର ଜାଲିଆତି ହୋଇଥିବା ଅଭିଯୋଗରେ ଶାଖାପରିଚାଲକ...

କଳାହାଣ୍ଡି ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ। ଜୁନାଗଡ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗ।...

0
କଳାହାଣ୍ଡି – (ଓଡିଆପୁଅ) ୧୩/୧୨/୨୦୧୮ କଳାହାଣ୍ଡି ଜିଲ୍ଲାର ଅପହଂଚ ଅଂଚଳରେ ଶିକ୍ଷା ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଥିବା ବିଷୟ ଗଣମାଧ୍ୟମରେ ଯଥେଷ୍ଟ ପ୍ରମାଣ ସହ ପ୍ରକାଶିତ ହେଉଥିଲେହେଁ ବିଭାଗୀୟ ପଦାଧିକାରୀ ମାନଙ୍କ ପ୍ରୀୟାପ୍ରୀତି...

ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ ।

0
କଳାହାଣ୍ଡି- ୨୫/୧୧/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସାଂପ୍ରତିକ ବସ୍ତୁବାଦୀ ଦୁନିଆରେ ଜନ୍ମଦିବସ କୁ ବହୁ ଆଡମ୍ବର ସହକାରେ ପାଳନ କରୁଥିବା ବେଳେ ଏପରି ବ୍ୟକ୍ତିତ୍ୱ ମଧ୍ୟ ଅଛନ୍ତି ଯେଉଁ ମାନେକି ନିଜ ପୁଅଝୀଅ...

କଳାହାଣ୍ଡି ଜିଲ୍ଲାର ୩୦ ଗୋଟି ମିଲର୍ସ ପାଖରେ ପରିବେଶ ମଂଜୁରୀ ନାହିଁ , ମିଲିଂ...

0
କଳାହାଣ୍ଡି – ୨୩.୧୧.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଧାନକିଣାରେ ସାମିଲ ହେବା ସହ ବିଭିନ୍ନ ମଣ୍ଡିରୁ ଧାନ ଉଠାଣ କରୁଥିବା ୩୦ ଗୋଟି ମିଲର୍ସର ପରିବେଶ ମଂଜୁରୀ ନଥିବା ପରିବେଶ ବିଭାଗ ତରଫରୁ ଜଣାପଡିଛି...

କଳାହାଣ୍ଡି ସ୍ୱୟଂଶାସିତ କଲେଜରେ ୪୮ଅଧ୍ୟାପକ ଓ ୪୧ ଅଣଅଧ୍ୟାପକ ଖାଲି ପଡିଛି , ଶିକ୍ଷାଦାନ...

0
କଳାହାଣ୍ଡି- ୨୩/୧୧/୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲାର ଏକମାତ୍ର ସର୍ବପୁରାତନ ଭବାନୀପ୍ଧଙ୍କନା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଲୟରେ ଚଳିତ ବର୍ଷ ଅଧ୍ୟାପକ ମରୁଡି ଦେଖାଦେଇଛି । ଆବଶ୍ୟକତାକୁ ଉପଲବ୍ଧô କରି ଯୁକ୍ତ ଦୁଇ...

କଳାହାଣ୍ଡି ; ଅସାଧୁ ମିଲର୍ସଙ୍କ ହାତରେ ଧାନସଂଗ୍ରହ ବ୍ୟବସ୍ତା, ପରିବେଶ ମଂଜୁରୀ ନାହିଁ, ଟାର୍ଗେଟ...

0
କଳାହାଣ୍ଡି – ୨୨.୧୧.୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ବ୍ୟବସ୍ଥା ପରେ ଧାନ ଉତ୍ପାଦନ ବୃଦ୍ଧିପାଇବାରେ ଲାଗିଛି । କଳାହାଣ୍ଡି ଜିଲ୍ଲା ଓଡିଶାରେ ଦ୍ୱିତୀୟ ସର୍ବାଧିକ ଧାନ ଉତ୍ପାଦନ ଜିଲ୍ଲା ଭାବରେ...

ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ ଯୋର ଧରିଲା

0
କଳାହାଣ୍ଡି – ୨୦/୧୧/୨୦୧୮(ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଂଚଲକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବୀ ଏବେ ସମଗ୍ର ଅଂଚଳରେ ଯୋର ଧରିଛି । ଧର୍ମଗଡ ଉପଖଣ୍ଡ...

କଳାହାଣ୍ଡିରେ ଘୋଷଣାର ଅଠର ଦିନ ପରେ ମଧ୍ୟ ଧାନକିଣା ମଣ୍ଡି ଆରମ୍ଭ ହୋଇପାରିନାହିଁ, ଆଗାମୀ...

0
କଳାହାଣ୍ଡି-୧୮.୧୧.୨୦୧୮ (ଓଡିଆପୁଅ) ଚାଷୀଙ୍କ କଷ୍ଟୋପାର୍ଜିତ ଧାନକୁ ଠିକ ମୂଲ୍ୟ ଯୋଗାଇଦେବା ନିମନ୍ତେ ସରକାର ମିଲର୍ସଙ୍କୁ ହଟାଇ ରାଜ୍ୟ ଯୋଗାଣ ନିଗମ ଦ୍ୱାରା ସ୍ଥାନୀୟ ସମବାୟ ସମିତି (ପାକ୍ସ) ମାଧ୍ୟମରେ ମଣ୍ଡି ମାନଙ୍କରୁ ଚାଷୀଙ୍କ...

କଳାହାଣ୍ଡି ଧାନମଣ୍ଡି ପାଇଁ ଚାଷୀ ପଂଜୀକରଣରେ ହେରାଫେରୀ ଅଭିଯୋଗ,ହାବସପୁର ଆରଆଇ ସର୍କଲରେ ଚାଷୀ ପଂଜୀକରଣ...

0
କଳାହାଣ୍ଡି- ୧୬/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ରେ ଧାନ ମଣ୍ଡି ବ୍ୟବସ୍ଥାରେ ଅନେକ ହେରାଫେରୀ ହେଉଥିବା ଘଟଣା କ୍ରମଶଃ ପଦାକୁ ଆସିବାରେ ଲାଗିଛି । ଚାଷୀଙ୍କୁ ଧାନ ବିକିବା ପୂର୍ବରୁ ସମବାୟ ସମିତିରେ...

ଆଠ କୋଟୀରୁ ଉଦ୍ଧ୍ୱର୍ ରୟାଲଟି ଠକେଇ କରି ଜିଭିଆର କମ୍ପାନୀ ଛୁ ,ଜୁନାଗଡ ତହସିଲ...

0
କଳାହାଣ୍ଡି- ୧୨.୧୧.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡି ଜିଲ୍ଲା ଜୁନାଗଡ ତହସିଲ ଅନ୍ତର୍ଗତ କଲୋପଲାସ୍ଥିତ ଏକ ବିଶାଳ ପଥର ଡୁଙ୍ଗୁରୀକୁ ରାସ୍ତା ନିର୍ମାଣ କରିବାକୁ ଆସିଥିବା ଏକ ଅଣଓଡିଆ କମ୍ପାନୀ ପଥର ପାଇଁ...

ଶିକ୍ଷକଙ୍କ ଅକ୍ଟୋବର ମାସର ଦରମା ଓ ପୂଜା ଅଗ୍ରିମ ଟଙ୍କା ନପାଇବା ପ୍ରସଙ୍ଗ ।...

0
କଳାହାଣ୍ଡି- ୧୧/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା ସାରା ଶିକ୍ଷକ ମାନେ ଗତ ଅକ୍ଟୋବର ମାସର ଦରମା ଓ ଦଶହରା ପୂଜା ଅଗ୍ରିମ ଟଙ୍କା ପାଇସାରିଥିବା ବେଳେ କେବଳ ଜୁନାଗଡ ବ୍ଲକରେ କାର୍ଯ୍ୟରତ ପା୍ରଥମିକ...

ପ୍ରାକ୍ତନ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ସୁଧାନିଧଙ୍କ ଘରବାହୁଡା । ଜୁନାଗଡ କଂଗ୍ରେସରେ କମ୍ପନ ।

0
କଳାହାଣ୍ଡି ୧୦/୧୧/୨୦୧୮ (ଓଡିଆପୁଅ) କଳାହାଣ୍ଡି କଂଗ୍ରେସ ସେବାଦଳର ପ୍ରାକ୍ତନ କଳାହାଣ୍ଡି ଜିଲ୍ଲା ଅଧ୍ୟକ୍ଷ ସୁଧାନିଧି ନାଏକ ସଂପ୍ରତି ନିରଂଜନ ପଟ୍ଟନାୟକ ରାଜ୍ୟ ସଭାପତି ହେବା ପରେ ପୁଣିଥରେ କଂଗ୍ରେସରେ ସାମିଲ ହୋଇଛନ୍ତି ।...

କଳାହାଣ୍ଡିରେ ସ୍ୱଚ୍ଛ ଧାନ କିଣା ବ୍ୟବସ୍ଥା ଘୋଷଣା ଧୂଆଁବାଣ । ଚାଷୀ ଶୋଷଣର ଶୀକାର...

0
କଳାହାଣ୍ଡି-୧୦/୧୧/୨୦୧୮ (ଓଡିଆପୁଅ) ସ୍ୱଚ୍ଛତାର ସହ ଧାନ କିଣା ବ୍ୟବସ୍ଥା ପରିଚାଳନା କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଉଥିଲେହେଁ କଳାହାଣ୍ଡି ଜିଲ୍ଲାରେ ତୃଣମୂଳ ସ୍ତରରେ ବ୍ୟାପକ ଜାଲିଆତି ହେଉଥିବା ଘଟଣା କ୍ରମଶଃ ଲୋକଲୋଚନକୁ ଆସିବାରେ...

କୃଷିଜୀବୀ କଲ୍ୟାଣ ସଂଘ ତରଫରୁ ଚାଷୀ ଗର୍ଜନ ସମାବେଶ

0
କଳାହାଣ୍ଡି – ୦୫/୧୧ (ଓଡ଼ିଆ ପୁଅ) କଳାହାଣ୍ଡି କୃଷିଜୀବୀ କଲ୍ୟାଣ ସଂଘ ପକ୍ଷରୁ ଜୁନାଗଡ ଠାରେ ସୋମବାର ଦିନ ଚାଷୀ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଆରଏମସି ପରିସର ଠାରୁ ଚାଷି ମାନଙ୍କ...

କଳାହାଣ୍ଡିରେ ମରୁଡି ଜନିତ ଆତ୍ମହତ୍ୟା ବଢିବାରେ ଲାଗିିଛି – କୃଷି ବିଭାଗ ନିଦାବିଷ୍ଣୁ

0
କଳାହାଣ୍ଡି – ୦୩/୧୧/୨୦୧୮ ( ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା )ଚଳିତ ଖରିଫ ଋତୁରେ ଅନିୟମିତ ଓ କମ ବର୍ଷା ଯୋଗୁଁ ଚାଷ ନଷ୍ଟ ହୋଇଯାଇଥିବାର ଅନେକ ଅଭିଯୋଗ ହୋଇଆସୁଛି। ବର୍ଷାଅଭାବ ସା୮୍ଗକୁ...

ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ

0
କଳାହାଣ୍ଡି - (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷରେ ନୂଆଖାଇ ପର୍ବ ପାଳନ କରାଯାଇଥାଏ । ଓଡିଶାର ବିଶେଷ କରି ପଶ୍ଚିମ ଓଡିଶାର ଏହା ଏକ ଗଣ ପର୍ବ ।...

କୃଷି ବିଭାଗର ଦୋମୁହାଁ ନୀତି,କଳାହାଣ୍ଡିରେ ସାର ଅଭାବ,ଚାଷୀ ମୁଣ୍ଡରେ ଭାଲେଣି

0
କଳାହାଣ୍ଡି- ତା୧୯.୦୯.୨୦୧୮ (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ଚାଷ ପାଇଁ ଆବଶ୍ୟକତା ଅନୁଯାୟୀ ୟୁରିଆ ସାରର ଘୋର ଅଭାବ ଯୋଗୁଁ ଚାଷୀ ମୁଣ୍ଡରେ ଚଡକ ପଡିଛି ।...

କଳାହାଣ୍ଡିରେ ନ୍ୟାୟ ସଂଯୋଗ କେନ୍ଦ୍ର ଉଦଘାଟିତ

0
କଳାହାଣ୍ଡି-  13.09.2018 (ଓଡିଆପୁଅ/ଦୁ୍ଷ୍ମନ୍ତ କୁମାର ପଣ୍ଡା) ଦ୍ୱାର ଦେଶରେ ନ୍ୟାୟ ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ଜଣାପଡିଛି । ସୁପ୍ରିମ କୋର୍ଟ ର ମାନ୍ୟବର ମୂଖ୍ୟ ବିଚାରପତି...

ଶିକ୍ଷା ଅଧିକାରୀ ମାନଙ୍କୁ ଅଟକ ରଖିଲେ ଉତ୍ୟକ୍ତ ଗ୍ରାମବାସୀ । ତୁରନ୍ତ ସ୍କୁଲ ଘର...

0
କଳାହାଣ୍ଡି- (ଓଡିଆପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ସରକାର ଶିକ୍ଷା କ୍ଷେତ୍ରରେ ଉନ୍ନତିକରିବା ପାଇଁ ଅନେକ ପ୍ରକାର ଯୋଜନା କରୁଥିବା ବେଳେ ଅସାଧୁ କର୍ମଚାରୀ ମାନଙ୍କ ଲାଭ ଖୋର ମନୋବୃତି ପାଇଁ ସେସବୁ ର ସଫଳ...

କଳାହାଣ୍ଡିରେ ତୁରନ୍ତ ମେଡିକାଲ କଲେଜ ନିର୍ମାଣ ସ୍ପଷ୍ଟ କରିବାକୁ ଦାବି: ସରକାରୀ ଉଦାସୀନତାର ପ୍ରତିବାଦ

0
କଳାହାଣ୍ଡି- ୧୦-୯ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଆଗାମୀ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଭଙ୍ଗାବାରୀ ଠାରେ ଶିଳାନ୍ୟାସ ହୋଇଥିବା ମେଡିକାଲ କଲେଜ ନିର୍ମାଣ ପାଇଁ ସ୍ପଷ୍ଟ କରିବାକୁ କଳାହାଣ୍ଡି ଶିକ୍ଷା ବିକାଶ...