Home କଳାହାଣ୍ଡି କଳାହାଣ୍ଡିରେ ନ୍ୟାୟ ସଂଯୋଗ କେନ୍ଦ୍ର ଉଦଘାଟିତ

କଳାହାଣ୍ଡିରେ ନ୍ୟାୟ ସଂଯୋଗ କେନ୍ଦ୍ର ଉଦଘାଟିତ

94

କଳାହାଣ୍ଡି-  13.09.2018 (ଓଡିଆପୁଅ/ଦୁ୍ଷ୍ମନ୍ତ କୁମାର ପଣ୍ଡା) ଦ୍ୱାର ଦେଶରେ ନ୍ୟାୟ ଯୋଗାଇବା ଲକ୍ଷ୍ୟରେ ସରକାର ବିଭିନ୍ନ ଯୋଜନା ମାନ ପ୍ରଣୟନ କରୁଥିବା ଜଣାପଡିଛି । ସୁପ୍ରିମ କୋର୍ଟ ର ମାନ୍ୟବର ମୂଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଭିଡିଓ କନଫରେନସିକ ମାଧ୍ୟମରେ ନ୍ୟାୟ ସଂଯୋଗ କେନ୍ଦ୍ର ଉଦଘାଟନ କରିଛନ୍ତି । ଏହି ଅବସରରେ ଭବାନୀପାଟଣାସ୍ଥ ଜିଲ୍ଲା କୋର୍ଟ ପରିସରରେ ମାନ୍ୟବର ଜିଲ୍ଲା ଜଜଙ୍କ ସମେତ ସମସ୍ତ ବିଚାରପତି ଏବଂ ବିଚାର ବିଭାଗୀୟ ପଦାଧିକାରୀ ମାନଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲା ପାଇଁ ମଧ୍ୟ ନ୍ୟାୟ ସଂଯୋଗ କେନ୍ଦ୍ର ଉଦଘାଟିତ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.