Home Authors Posts by Chitta Ranjan Das

Chitta Ranjan Das

908 POSTS 0 COMMENTS

ଯୁବ ସାମ୍ବାଦିକ ମହେଶ ପାଢୀଙ୍କୁ ୨୦୨୧ର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଯୁବ ସାମ୍ବାଦିକ ମହେଶ ପାଢୀଙ୍କୁ ୨୦୨୧ର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଛି। ମେଟ୍ରୋଟିଭିର କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ଶ୍ରୀ ପାଢୀଙ୍କୁ...

ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ଜିଲ୍ଲା ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।...

ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ୧୭ନମ୍ବର ୱାର୍ଡ ସଂରକ୍ଷଣକୁ ବଦଳାଇବା ପାଇଁ ଆବେଦନ

0
କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ଅନ୍ତର୍ଗତ ୧୭ନମ୍ବର ୱାର୍ଡର ଅଧିବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୯ତାରିଖରେ ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି...

ଶ୍ରୀ କ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଆସିଲା ପାଟବସ୍ତ୍ର

0
କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ପାରମ୍ପରିକ ପ୍ରଥା ଅନୁଯାୟୀ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ୩ଗୋଟି ପାଟବସ୍ତ୍ର କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ଆସିଛି।...

ବିଦ୍ୟୁତ କରେଣ୍ଟରେ ଯୁବକ ମୃତ

0
କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଘରେ ବିଦ୍ୟୁତ ବଲ୍ୱ ଲଗାଉଥିବା ବେଳେ ହଠାତ କରେଣ୍ଟ ଆସିଯିବାରୁ ବିଦ୍ୟୁତ କରେଣ୍ଟ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। କେନ୍ଦ୍ରାପଡା ସଦର...

ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ

0
କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ସମଗ୍ର ଶିକ୍ଷା ପ୍ରକଳ୍ପ ଆନୁକୂଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ ହୋଇଯାଇଛି। ଏହି...

ଆଜମେର ଯାତ୍ରୀଙ୍କୁ ବିଧାୟକଙ୍କ ଶୁଭେଛା ଓ ଅଭିନନ୍ଦନ

0
କେନ୍ଦ୍ରାପଡ଼ା ୩ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରୁ ଆଜମେର ତୀର୍ଥରେ ଯାଉଥିବା ମୁସଲମାନ ସଂପ୍ରଦାୟର ଭାଇଭଉଣୀମାନଙ୍କୁ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ...

ବୀରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ

0
କେନ୍ଦ୍ରାପଡ଼ା ୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସ୍ଥାନୀୟ ଇଛାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର...

ଜିଲ୍ଲାରେ ବୋଇତ ବନ୍ଦାଣ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା, ୩ା୧୧ ପୁରୀ ୩ -୧୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଜିଲ୍ଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ସ୍ଥାନୀୟ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ପରିସରରେ ୫୩ତମ ବୋଇତ ବନ୍ଦାଣ ମହୋତ୍ସବ...

ଆହତ କଂସାର ସାହାସପୁର ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ଭେଟିଲେ ଓଷ୍ଟା ନେତୃତ୍ୱ

0
କେନ୍ଦ୍ରାପଡ଼ା, ୧ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର -ସାହାସପୁର ନୋଡାଲ ହାଇସ୍କୁଲ ପରିସରରେ ଗତ ଅକ୍ଟୋବର ୨୭ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଗଠନ ପାଇଁ ଆହୁତ ବୈଠକରେ ଦୁଇଗୋଷ୍ଠି...

ବିଶ୍ୱହିନ୍ଦୁ ପରିଷଦର ସମ୍ବର୍ଦ୍ଧନା ସଭା

0
କେନ୍ଦ୍ରାପଡ଼ା, ୧ା୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା କାର୍ଯ୍ୟଳୟରେ ନଗର ବଜରଙ୍ଗ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ନୂତନ କରି...

ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ପ୍ରଭାଗୀୟ ଶ୍ରମ ସଂସ୍ଥାପକଙ୍କୁ ଦାବିପତ୍ର

0
କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ନିଖିଳ ଓଡିଶା ନିର୍ମାଣ ଶ୍ରମିକ ସଙ୍ଘ ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ପ୍ରଭାଗୀୟ ଶ୍ରମ ସଂସ୍ଥାପକ...

ଧର୍ମପ୍ରାଣା ମହିଳାଙ୍କ ପରଲୋକ

0
କେନ୍ଦ୍ରାପଡ଼ା ୨୭ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କଖାରୁଣୀ ଗ୍ରାମର ପୂର୍ବତନ ସରପଞ୍ଚ ସ୍ୱର୍ଗତ ଭଗବାନ ଜେନାଙ୍କ ଧର୍ମପତ୍ନୀ ଭାବପ୍ରୀୟା ଜେନାଙ୍କର ୮୭ବର୍ଷ ବୟସରେ...

ବିଜୁ ଯୁବଜନତା ଦଳ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡା ଟିମର ଯୋଗଦାନ

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) :ପୁରୀ ଠାରେ ଅନୁଷ୍ଠିତ ବିଜୁ ଯୁବଜନତା ଦଳର ୨ଦିନିଆ ପ୍ରଶିକ୍ଷଣ ଶିବିରରେ କେନ୍ଦ୍ରାପଡାର ଏକ ଟିମ ଯୋଗଦେଇଛନ୍ତି। ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ...

ପଲିଥିନମୁକ୍ତ କ୍ୟାମ୍ପସ ଉପରେ ଆଲୋଚନାଚକ୍ର

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କୋରୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପଲିଥିନ ମୁକ୍ତ କ୍ୟାମ୍ପସ ଉପରେ ଏକ ଆଲୋଚନାଚକ୍ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମଲ୍ଲିକଙ୍କ ସଭାପତିତ୍ୱରେ...

କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କା, ନୂଆ ଗେଜେଟ୍‌ରେ ସ୍ଥାନ ପାଇନାହିଁ ପୌରପାଳିକା

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ାରେ ପୌର ନିର୍ବାଚନ ହେବା ନେଇ ଆଶଙ୍କ ପ୍ରକାଶ ପାଇଛି। କାରଣ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଗେଜେଟ୍‌ରେ କେନ୍ଦ୍ରାପଡ଼ା ପୌରପାଳିକା ନାମ...

ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ପାଇଁ ଶିବାନନ୍ଦ ଆଶ୍ରମରେ ପ୍ରସ୍ତୁତି ବୈଠକ

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ବିଶ୍ୱ ସର୍ବଧର୍ମ ପ୍ରାର୍ଥନା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ମା...

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ଶପଥ ପାଠ

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଜିଲ୍ଲା ସଦ୍‌ଭାବନା ସଭାଗୃହରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଦୁର୍ନୀତି ନିବାରଣ ଶପଥ ପାଠ କରାଇଥିଲେ।...

କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନ ଶ୍ରେଣୀର ଆଲୋଚନା ଚକ୍ର

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଇତିହାସ ସମ୍ମାନଶ୍ରେଣୀ ପକ୍ଷରୁ ମଙ୍ଗଳବାର “ଆଧୁନିକ ଭାରତ ନିର୍ମାଣ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ...

ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ଅଶାନ୍ତି

0
କେନ୍ଦ୍ରାପଡ଼ା ୨୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କିଛିଦିନ ଧରି ତୁଳସୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ଅନଲାଇନରେ ପରୀକ୍ଷା ଦେଉଥିଲେ। କିନ୍ତୁ ଆସନ୍ତା ୧୬ତାରିଖଠାରୁ +୩ ଶ୍ରେଣୀର ଯେଉଁ ଚତୁର୍ଥ ସେମିଷ୍ଟାର...