Home କେନ୍ଦ୍ରାପଡ଼ା ଯୁବ ସାମ୍ବାଦିକ ମହେଶ ପାଢୀଙ୍କୁ ୨୦୨୧ର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ

ଯୁବ ସାମ୍ବାଦିକ ମହେଶ ପାଢୀଙ୍କୁ ୨୦୨୧ର ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ

19

କେନ୍ଦ୍ରାପଡ଼ା ୧୫ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାର ଯୁବ ସାମ୍ବାଦିକ ମହେଶ ପାଢୀଙ୍କୁ ୨୦୨୧ର ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରାଯାଇଛି। ମେଟ୍ରୋଟିଭିର କେନ୍ଦ୍ରାପଡା ଜିଲ୍ଲା ପ୍ରତିନିଧି ଶ୍ରୀ ପାଢୀଙ୍କୁ ଭୁବନେଶ୍ୱରସ୍ଥିତ ହୋଟେଲ ପ୍ରେସିଡେନସିର କନଫରେନ୍ସ ହଲରେ ମେଟ୍ରୋଟିଭିର ପ୍ରତିଷ୍ଠାତା ପିୟୁସ ମହାନ୍ତି ଚଳିତ ୨୦୨୧ବର୍ଷ ପାଇଁ ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମେଟ୍ରୋଟିଭିର ସମ୍ପାଦକ ପ୍ରକାଶ ରଥ ଉପସ୍ଥିତ ଥିଲେ। ଏହାକୁ ନେଇ ସାମ୍ବାଦିକ ଶ୍ରୀ ପାଢୀଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.