Home କେନ୍ଦ୍ରାପଡ଼ା ବୀରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ

ବୀରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ଗଠିତ

23

କେନ୍ଦ୍ରାପଡ଼ା ୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବୀରସ୍ୱତୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ସ୍ଥାନୀୟ ଇଛାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇ ଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରତ୍ନମାଳୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୟ କୁମାର ପ୍ରଧାନ ସଭାପତି ଏବଂ ନିରୁପମା ଦାସ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଓସ୍ତପୁର ପଂଚାୟତ ସମିତିସଭ୍ୟ ପ୍ରସନ୍ନ ରାଉତ, ସୁବାଷ ଜେନା, ମିନୁ ଜେନା, ଡଲି ମଲିକ, ଲକ୍ଷ୍ମୀପ୍ରିୟା ମହାନ୍ତି, ସୁମିତ୍ରା ସାହୁ, ବିଜ୍ଞାନ ମଲିକ, ଜଳଧର ପ୍ରଧାନ, ସଂଯୁକ୍ତା ମଲିକ, ବିଜୟ ବସନ୍ତିଆ, ଚାରୁଲତା ସାମଲ ପ୍ରମୁଖ ସଦସ୍ୟ ଓ ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷୟତ୍ରୀ କାକୁଲି ମଲିକ, ଗୀତାଞ୍ଜଳୀ ବେହେରା, ସଂଜ୍ଞା ସାଗରିକା ନାୟକ, ନନ୍ଦିନୀ ଶତପଥି, ମଞ୍ଜୁଲତା ବେହେରା, ଶୁଭଲକ୍ଷ୍ମୀ ପତ୍ରୀ ଓ ପ୍ରିୟବ୍ରତ ମହାରଣା ପ୍ରମୁଖ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.