Chitta Ranjan Das
କେନ୍ଦ୍ରାପଡା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗରେ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ
କେନ୍ଦ୍ରାପଡା, ୧୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ୟୁଜିସି ସଂପ୍ରସାରଣ କାର୍ଯ୍ୟକ୍ରମ ଜରିଆରେ ଏକ ପରିବେଶ ସଚେତନତା ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।...
ଭରତପୁର ଗ୍ରାମର ମା’ଲକ୍ଷ୍ମୀ ମନ୍ଦିରରେ ଦ୍ୱିତୀୟ ବାର୍ଷିକ ଉତ୍ସବ
କେନ୍ଦ୍ରାପଡା, ୧୬/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ପ୍ରଭୁ ଶ୍ରୀ ଦଧିବାବନଜୀଉଙ୍କ ବିଜେସ୍ଥଳିରେ ମା’ଲକ୍ଷ୍ମୀଙ୍କ ମନ୍ଦିରର ଦ୍ୱିତୀୟ ବାର୍ଷିକ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ...
ତେଲଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଓଡିଶା ବନ୍ଦ ଡାକରା କେନ୍ଦ୍ରାପଡାରେ ସଫଳ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନରେ ସୋମବାର ଓଡିଶା ବନ୍ଦ କେନ୍ଦ୍ରାପଡାରେ ସଫଳ ହୋଇଥିବା ଦେଖାଯାଇଛି। ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ,...
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଦଲାଲଙ୍କ ଦୈାରାତ୍ମ୍ୟ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜନୈକ ମହିଳା ଦଲାଲଙ୍କ ଦୈାରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଥିବା ଦେଖାଯାଇଛି। ଫଳରେ ଏହି ଡାକ୍ତରଖାନାକୁ ଆସୁଥିବା ଗରୀବ,...
ଅସୁସ୍ଥ ସୀତାରାମଙ୍କୁ ସହାୟତାର ହାତ ବଢାଇଲା ଓଡିଶା ମୋ ପରିବାର
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅସୁସ୍ଥ ସୀତାରାମଙ୍କୁ ସହାୟତାର ବଢାଇଛି ଓଡିଶା ମୋ ପରିବାର। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ପଂଚାୟତର ଶାସନ ଗ୍ରାମର ଫକିର ମଳିକଙ୍କ ପୁତ୍ର ସୀତାରାମ ମଳିକ(୩୮)...
କଂଗ୍ରେସ ପକ୍ଷରୁ ଜିଲ୍ଲାର ବ୍ଲକ ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଘୋଷଣା
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ବ୍ଲକ ଓ ନଗର କଂଗ୍ରେସ କମିଟିର ସଭାପତିଙ୍କ ନାମ...
ପଂଚାୟତ ସରକାରୀ ହାଇସ୍କୁଲରେ ଅଭିଭାବକ ଶିକ୍ଷକ ବୈଠକ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଅଙ୍ଗୁଲାଇସ୍ଥିତ ପଂଚାୟତ ସରକାରୀ ହାଇସ୍କୁଲ ପରିସରରେ ପ୍ରଧାନଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ପ୍ରଧାନଙ୍କ ସଭାପତିତ୍ୱରେ ଏକ ଅଭିଭାବକ ଓ ଶିକ୍ଷକଙ୍କ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବୈଠକରେ...
କୃଷ୍ଣଚନ୍ଦ୍ରଙ୍କ କବିତା ସଙ୍କଳନ ଶତବର୍ଣ୍ଣା ଲୋକାର୍ପିତ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ବଣିଆମାଳ ଗ୍ରାମର ଅବସରପ୍ରାପ୍ତ ମଙ୍ଗଳ ସଂପ୍ରସାରଣ ଅଧିକାରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ବାସଭବନରେ ତାଙ୍କ ମା’ ସ୍ୱର୍ଗତା ବାଳି ଦିବ୍ୟାଙ୍କ...
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୩ତମ ସ୍ୱନକ୍ଷତ୍ର ଦିବସ – ସାଧାରଣ ମଣିଷଙ୍କ ଠାରେ...
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୩ତମ ପ୍ରତିଷ୍ଠା ଦିବସ ତଥା ଦୀନବନ୍ଧୁ ସାହୁ ସ୍ମୃତିସମ୍ମାନ ସମାରୋହରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ ସାଧାରଣ ମଣିଷର...
ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ଘରେ ସୁରକ୍ଷିତ ଭାବେ ପହଁଚାଇଥିବାରୁ...
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଏକ ମଦ୍ୟପ କାର ଚାଳକଙ୍କ କାରରେ ଥିବା ୨ଟି ପିଲାଙ୍କୁ ସେମାନଙ୍କ ଘରେ ନେଇ ସୁରକ୍ଷିତ ଭାବେ ପହଁଚାଇଥିବା ପୁରୁଣାବସଷ୍ଟାଣ୍ଡ ଫାଣ୍ଡିର ହାବିଲଦାର ନରେନ୍ଦ୍ର ନାଥ ସୋରେନଙ୍କୁ...
ମଦ୍ୟପାନକରି ଗାଡି ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ୬୦ହଜାର ଜରିମାନା ଆଦାୟ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ମଦ୍ୟପାନ କରି ବାଇକ ଓ କାର ଚଳାଉଥିବା ଅଭିଯୋଗରେ ୬ଜଣଙ୍କ ଠାରୁ ଟାଉନ ଥାନା ପୋଲିସ ୬୦ହଜାର ଟଙ୍କା ଜରିମାନା ଆଦାୟ କରିଥିବା ସୂଚନା ମିଳିଛି। ଗତ...
ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜନ୍ମ ଉତ୍ସବ ପାଳିତ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ୧୧୮ତମ ଜନ୍ମ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲା ଭକ୍ତ ସମିତି ଆଶ୍ରମ ପରିସରରେ ପାଳିତ...
ଅସହାୟା ମହିଳାଙ୍କୁ ଶଶୁର ଓ ଦିଅରଙ୍କ ନିର୍ଯ୍ୟାତନା ଅଭିଯୋଗ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଣେ ଅସହାୟା ମହିଳାଙ୍କୁ ଶଶୁର ଓ ଦିଅର ମାନଶିକ ଏବଂ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ...
ଡେରାବିଶି ଅଂଚଳରେ ଷଣ୍ଢ ମାଙ୍କଡଙ୍କ ଉତ୍ପାତ
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)-ଡେରାବିଶି ବ୍ଲକର କୁରୁଜଙ୍ଗା ପଂଚାୟତର ବିଭିନ୍ନ ଗ୍ରାମରେ ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବ ବଢି ଚାଲିଛି। ପ୍ରତିଗ୍ରାମରେ ପଲ ପଲ ମାଙ୍କଡ ଏବଂ ମାଳମାଳ ଷଣ୍ଢ ଚାଷୀମାନଙ୍କ ଫସଲ...
ମା’ବିଲନାହାକଣୀ କ୍ରିକେଟ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ ଉଦଯାପିତ
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତର ବନ୍ଧକଟାସ୍ଥିତ ମା’ବିଲନାହାକଣୀ କ୍ରିକେଟ କ୍ଲବର ୧୦ମ ବାର୍ଷିକ ଉତ୍ସବ ଅବସରରେ ଅନୁଷ୍ଠିତ ଏକ ପଂଚାୟତ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଂଟ...
ମଧୁଶାସନ ପଂଚାୟତରେ ଦୁର୍ନିତୀ ଅଭିଯୋଗରେ ନିଜପକ୍ଷ ରଖିବାକୁ ଗରଦପୁର ବିଡିଓ ଓ ଅନ୍ୟ ଅଧିକାରୀଙ୍କୁ...
କେନ୍ଦ୍ରାପଡା, ୧୫/୨(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ମଧୁଶାସନ ଗ୍ରାମପଂଚାୟତରେ ହୋଇଥିବା ଉନ୍ନୟନ କାର୍ଯ୍ୟରେ ଦୁର୍ନିତୀ ଓ ବେଆଇନ କାର୍ଯ୍ୟ ଉପରେ ନିଜ ନିଜର ପକ୍ଷ ରଖିବାକୁ ଓଡିଶା...
ଶ୍ରମବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଚୁକ୍ତି ପରେବି ସିକ୍ୟୁରିଟି ସଂସ୍ଥା ଦ୍ୱାରା ସିକ୍ୟୁରିଟି ଗାର୍ଡ ନିର୍ଯ୍ୟାତିତ...
କେନ୍ଦ୍ରାପଡ଼ା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ପରେ ଶ୍ରମ କାର୍ଯ୍ୟାଳୟର ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ଉପସ୍ଥିତିରେ ସିକ୍ୟୁରିଟି ସଂସ୍ଥାର ପରିଚାଳକ ସମାସ୍ୟାର ସମାଧାନ କରିବାକୁ...
ବ୍ୟବସାୟ ପତିଷ୍ଠାନ ଉପରେ ଜିଏସ୍ଟି ଚଢାଉ
କେନ୍ଦ୍ରାପଡ଼ା, ୧୫-୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡ଼ା ସହରର କାକଟ ଛକରେ ଥିବା ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଗୁରୁବାର ଜିଏସ୍ଟି ଚଢାଉ କରାଯାଇଥିବା ସୂଚନା ମିଳିଛି। ଭାରତ ସରକାରଙ୍କ ବିତ୍ତ...
ଅସହାୟ କଲେଜ ଛାତ୍ରୀଙ୍କୁ ସାଇକଲ ପ୍ରଦାନ
କେନ୍ଦ୍ରାପଡ଼ା, ୧୫-୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଆଳି ବ୍ଲକର ମହାଦେଇ ପାଟଣା ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ରାମଚନ୍ଦ୍ର ସାହୁଙ୍କ କଲେଜ ପଢୁଆ ଝିଅ ପଦ୍ମାବତୀ ସାହୁକୁ କେନ୍ଦ୍ରାପଡା...
ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସ୍ତରୀୟ କର୍ମଶାଳା ଉଦ୍ଯାପିତ : ଏମ.ଏସ.ପି....
କେନ୍ଦ୍ରାପଡା, ୧୫/୨ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦିନିକିଆ କର୍ମଶାଳା ଗୋପଛକଠାରେ ଆୟୋଜିତ ହୋଇଯାଇଛି। ସାଥୀ ସତ୍ୟନାରାୟଣ ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ...







