Bureau
ଅଙ୍ଗନାବାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଶିଶୁ ଚିତ୍ରାଙ୍କନ ପ୍ରତିଯୋଗିତା
ନୟାଗଡ଼, ୧୦ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଦେଶର ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ‘ହର ଘର ତ୍ରିରଙ୍ଗା’ କ୍ୟାମ୍ପେନ୍ ଆରମ୍ଭ କରିଥିବାବେଳେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ଏଥିରେ ସାମିଲ କରାଯାଇଥିବା ଜଣାପଡ଼ିଛି। ଏଥର...
ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲରେ ରକ୍ଷା ବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜାତି, ଧର୍ମ, ବର୍ଣ୍ଣ...
ହରିଦାସପୁର- ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ
କେନ୍ଦ୍ରାପଡ଼ା, ୧୦ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ହରିଦାସପୁର- ପାରାଦୀପ ରେଳପଥରେ ଯାତ୍ରୀବାହୀ ରେଳ ଚଳାଚଳ କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ରାଜ୍ୟପାଳ ପ୍ରଫେସର ଶ୍ରୀ...
ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ
କଟକ, ୧୦/୮ (ଓଡ଼ିଆ ପୁଅ /ଅଭୟ ଜେନା) ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ତୁଳସୀପୁର, କଟକ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାପୁରୁଷମାନଙ୍କ ବେଶ ପ୍ରତିଯୋଗିତା, ୭୫ଜଣ ଛାତ୍ରଛାତ୍ରୀ ଭାରତ ମାନଚିତ୍ର...
‘ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର’ ପୁସ୍ତକ ଉନ୍ମୋଚିତ : ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନଚର୍ଯ୍ୟା ଘରେ...
କେନ୍ଦ୍ରାପଡ଼ା, ୧୦ା୮(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ‘ଦୁଃଖିନୀ କନିକା’ର ରଚୟିତା ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ସ୍ମୃତି କମିଟି ପକ୍ଷରୁ “ଅଗ୍ନିପୁତ୍ର ବିପ୍ଳବୀ ଆନନ୍ଦ ଚନ୍ଦ୍ର” ପୁସ୍ତକକୁ ଓଡିଶାର ରାଜ୍ୟପାଳ...
ନାରୀନେତ୍ରୀ ସରଳା ଦେବୀଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୯ା୮ (ଓଡ଼ିଆ ପୁଅ) : ଓଡ଼ିଶାର ବିଶିଷ୍ଟ ନାରୀନେତ୍ରୀ, ସ୍ୱାଧୀନତା ସଂଗ୍ରାମରେ ପ୍ରଥମ ମହିଳା ରାଜବନ୍ଦୀ ତଥା ସୁସାହିତ୍ୟିକା ସରଳା ଦେବୀଙ୍କ ୧୧୯ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତି ପ୍ରତି ଗଭୀର...
ତ୍ରିରଙ୍ଗା ପଦଯାତ୍ରା : ଦେଶବାସୀ ଜାତୀୟ ପତାକାକୁ ସର୍ବାଗ୍ରେ ସ୍ଥାନ ଦେବାକୁ ନିବେଦନ :...
- ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ
ଭୁବନେଶ୍ୱର, ୯/୮ (ଓଡ଼ିଆ ପୁଅ) : ଆଜିଦିକା ଅମୃତ...
ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସଂଗ୍ରାମୀଙ୍କ ବାସସ୍ଥାନ ପରିଦର୍ଶନ ଓ ମାଲ୍ୟାର୍ପଣ
ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ତାଳଚେର ବ୍ଲକ ବଡଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସ୍ୱାଧୀନତା ସଂଗ୍ରାମୀଙ୍କ ବାସସ୍ଥାନ ପରିଦର୍ଶନ ଓ...
ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ : ସେପ୍ଟେମ୍ବର ୧୦ରେ ଲଡ଼ୁ...
ତାଳଚେର, ୧୨/୮ (ଓଡ଼ିଆ ପୁଅ/ଅଜିତ ବେହେରା) : ବିଗତ ବର୍ଷରେ କରୋନା ମହାମାରୀ ଜନିତ କଟକଣା ଯୋଗୁଁ ଫିକା ପଡ଼ିଥିବା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ଚଳିତ ବର୍ଷ ଧୁମ୍ଧାମରେ ପାଳନ ନିମନ୍ତେ...
ପୁଣି ଏକ ସମ୍ଭାବ୍ୟ ଲଘୁଚାପ : ଆଜିଠୁ ବଢିବ ବର୍ଷା, କାଲି ପ୍ରବଳ ବର୍ଷିବ
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ଆସନ୍ତା କାଲି ଅର୍ଥାତ୍ ୧୩ ରେ ଆଉ ଏକ ଲଘୁଚାପ ହୋବାର ସମ୍ଭାବନା ଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ତେବେ, ଉତ୍ତର ବଙ୍ଗୋପସାଗର...
ରାଜ୍ୟରେ ଆଜି ୫୮୩ ନୂଆ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ଦେଶରେ ଆଜି ୫୮୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ
ନୂଆ ଆକ୍ରାନ୍ତ ଚିହ୍ନଟ ୫୮୩
୦-୧୮ ବର୍ଷର : ୧୨୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୪୦
- ସ୍ଥାନୀୟ ଅଞ୍ଚଳରୁ୨୪୩
୧- ଅନୁଗୁଳ...
ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ ନୂଆ...
ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ଦେଶରେ ଆଜିର କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୬୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୨୩,୫୩୫ କୁ...
ଜାମ୍ମୁ କାଶ୍ମୀରରେ ଆଉ ଜଣେ ପ୍ରବାସୀ ବିହାରର ୧୯ ବର୍ଷ ବୟସ୍କ ଯୁବକଙ୍କୁ ଗୁଳି...
ଶ୍ରୀନଗର ୧୨-୮ (ଓଡ଼ିଆ ପୁଅ) : ଜାମ୍ମୁ କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଶୁକ୍ରବାର ଦିନ ଆତଙ୍କବାଦୀମାନେ ଆଉ ଜଣେ ପ୍ରବାସୀ ଯବକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଖବର ଅନୁଯାୟୀ, ମୃତକ ହେଉଛନ୍ତି...
ଖୁବ ଶୀଘ୍ର ପିଏମ ଆବାସ ଯୋଜନାରେ ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ- ଧର୍ମେନ୍ଦ୍ର...
- ପିଏମ ଆବାସ ଯୋଜନାରେ ସବୁପ୍ରକାର ସହଯୋଗ ଦେବା ପାଇଁ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କ ପ୍ରତିଶ୍ରୁତି
- ପିଏମ ଆବାସ ଘରେ କେବଳ ଭାରତ ସରକାରଙ୍କ ଲୋଗୋ ଲଗାଇବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କ ଓଡ଼ିଶା...
୧୨ ଅଗଷ୍ଟ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ସଦସ୍ୟମାନଙ୍କ ସାଥିରେ ଭୋଜନ କରିବା ତଥା ଆନନ୍ଦଦାୟକ ସମୟ ବିତାଇବାର ଯୋଗ ଅଛି। ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ...
ଜଷ୍ଟିସ ଉଦୟ ଉମେଶ ଲଳିତ ଭାରତର ୪୯ତମ ପ୍ରଧାନ ବିଚାରପତି ନିଯୁକ୍ତ
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ଭାରତୀୟ ସମ୍ବିଧାନର ଧାରା ୧୨୪ ଉପଧାରା(୨) ଅଧିନରେ କ୍ଷମତାପ୍ରାପ୍ତ ରାଷ୍ଟ୍ରପତି ସୁପ୍ରିମକୋର୍ଟ ବିଚାରପତି ଉଦୟ ଉମେଶ ଲଳିତଙ୍କୁ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଦେଇଛନ୍ତି।...
ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲ ଅନୁମୋଦନ ପ୍ରସ୍ତାବକୁ କେନ୍ଦ୍ର...
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ (ୟୁପିୟୁ) ସମ୍ବିଧାନରେ ଥିବା ଏକାଦଶ ଅତିରିକ୍ତ ପ୍ରୋଟୋକଲକୁ ଅନୁମୋଦନ...
ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ୧, ୧୬, ୬୬୫.୭୫ କୋଟି ଟଙ୍କାର ଟିକସ ହସ୍ତାନ୍ତର...
- ସ୍ୱାଭାବିକ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮, ୩୩୨.୮୬ କୋଟି ଟଙ୍କା ତୁଳନାରେ ରାଜ୍ୟମାନଙ୍କୁ ମିଳିଲା ଅଧିକ ଅର୍ଥରାଶି
ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ରାଜ୍ୟ ସରକାରମାନଙ୍କୁ ଟିକସ ହସ୍ତାନ୍ତର (ଡିଭୋଲ୍ୟୁସନ)ର...
ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା ବାର୍ତ୍ତା
ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ କହିଛନ୍ତି :-
“ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି।
ରକ୍ଷା...
ସୁନ୍ଦରଗଡ଼ ଜିଲ୍ଲାରେ ୨୮୭ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏକକାଳୀନ ଯୋଡ଼ିପାରୁଛି ‘ଭର୍ଚୁଆଲ କ୍ଲାସ’
ସୁନ୍ଦରଗଡ଼, ୧୦ ଅଗଷ୍ଟ (ଓଡ଼ିଆ ପୁଅ) : ଜଣେ ଶିକ୍ଷକ ଗୋଟିଏ ଶ୍ରେଣୀଗୃହରେ ରହି ହୁଏତ ୨୫ରୁ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଥାନ୍ତି। କିନ୍ତୁ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ଯେତେବେଳେ...
























